Latest Odisha News

BREAKING NEWS

Browsing Category

ଆଲେଖ

ସମ୍ପର୍କରେ ବିଶ୍ୱାସ

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’  ଆଜି କାଲି ସୋସିଆଲ ମିଡ଼ିଆ ହେଉ କି ଟିଭି ଅବା ଖବର କାଗଜ ଖୋଲି ଦେଲେ ଦାମ୍ପତ୍ୟ ଜୀବନରେ କଳହ ଆଉ ବେଳେ ବେଳେ ତାର କରୁଣ ପରିଣତି ଦେଖିବାକୁ ଆଉ ଶୁଣିବାକୁ ମିଳୁଛି ।  କେଉଁଠି ସ୍ଵାମୀ ସ୍ତ୍ରୀକୁ ହତ୍ୟା କରୁଛି ତ ଆଉ କେଉଁଠି ସ୍ତ୍ରୀ…

ପରମାଣୁ ଅସ୍ତ୍ର ବିଶ୍ୱ ଧ୍ୱଂସର କାରଣ ହୋଇପାରେ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  କେବଳ ନୂତନ ସଭ୍ୟତାର ହିସାବ ଦର୍ଶାଉଛି ଯେ ପ୍ରତ୍ୟେକ ପ୍ରମୁଖ ବିବାଦ କେବଳ ଇତିହାସ ନୁହେଁ ; ଧ୍ୱଂସ ଏବଂ ସୃଷ୍ଟି ସହିତ ବିଜଡ଼ିତ ହୋଇ ରହିଛି । ଅନେକ ସାମାଜିକ-ରାଜନୈତିକ ସମୀକରଣକୁ ମଧ୍ୟ ପରିବର୍ତ୍ତନ କରିଥାଏ । ବିଶେଷକରି ଯେତେବେଳେ ଅସ୍ତ୍ରଶସ୍ତ୍ର…

ବଡ଼ଭାଇ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଗାଁରେ ସ୍କୁଲ ନଥିଲା ବୋଲି ପାଖ ଗାଁର ଗୋଟିଏ ସ୍କୁଲରେ ପାଠ ପଢୁଥିଲେ ଆକାଶ ଓ ବିଘ୍ନେଶ। ଦୁହେଁ ଦୁଇ ଭାଇ। ଜଣେ ଦାଦା ପୁଅ, ଆଉ ଜଣେ ବଡ଼ବାପା ପୁଅ। ବୟସ ଏଇ ଅଢ଼େଇ ବର୍ଷର ଫରକ। କିନ୍ତୁ ପାଠ ପଢ଼ାରେ ତଳ ଉପର ଶ୍ରେଣୀରେ ଦୁଇ ଜଣ। ଆକାଶ…

ସ୍ମୁତିରେ କମଳ ଦେଶ ରାଜକୁମାର

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  ଓଡ଼ିଆ ସଂସ୍କୃତି ପରମ୍ପରାର ଓଡ଼ିଆର କୋଟି ଜନତାଙ୍କ ହୃଦୟର ସମ୍ରାଟ କମଳ ଦେଶର ରାଜକୁମାର , ଜଗନ୍ନାଥ ପ୍ରେମୀ ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କର ତେୟାଅଶୀ ବର୍ଷରେ ପରଲୋକ ଘଟିଛି । ଯାହାଙ୍କ ଅବର୍ତ୍ତମାନରେ ସାରା ସଂଗୀତ ଓ ଚଳଚ୍ଚିତ୍ର ଜଗତ…

ଡହରା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ସେତେବେଳେ ଆମ ଗାଁରେ ବିଜୁଳି ସଂଯୋଗ ନଥିଲା। ପାଖାପାଖି ୪୫ ବର୍ଷ ତଳର କଥା। ଗାଁକୁ ଯେତେବେଳେ ବିଜୁଳି ସଂଯୋଗ କଥା ଚିନ୍ତା କରାଗଲା, ତାହା କେବଳ କୃଷକମାନଙ୍କୁ ଆଖି ଆଗରେ ରଖି। କାରଣ, ଯେଉଁମାନଙ୍କ ଜମିରେ କୂଅ କିମ୍ବା ମୋଟର ଲାଗିବା…

ଭକ୍ତି ଯୋଗରେ ଭଗବାନ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  ପ୍ରଶ୍ନ ଉଠେ ଭକ୍ତପାଇଁ ଭଗବାନ ନା ଭଗବାନଙ୍କୁ ନେଇ ଭକ୍ତ , ଏଭଳି ପ୍ରଶ୍ନ ଦ୍ୱନ୍ଦ୍ୱମୂଳକ । ଭଗବାନଙ୍କ ବିଶ୍ଵରୂପ ଦର୍ଶନ କରିବା ପରେ ଅର୍ଜୁନ ସେଦିନ କେବଳ ହତଚକିତ ହୋଇପାରି ନଥିଲେ । ତାଙ୍କ ମନରେ ଅହେତୁକ ନାନା ପ୍ରଶ୍ନ ଉଙ୍କି ଆସିଥିଲା…

ଅକାଳରେ ଝଡ଼ି ଯାଉଥିବା ଜୀବନ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଗାଁରେ ବହୁଦିନରୁ ଦୁଇଟି ମଦ ଦୋକାନ ଥିଲା। ତା ପୁଣି ଗାଁ ବାହାରେ, ଟିକିଏ ଦୂରରେ। ଦିନ ବେଳେ ସେଇଠି କାଁ ଭାଁ ବାହାର ଗାଁର ଜଣେ ଦି ଜଣ ଲୋକଙ୍କୁ ଦେଖିବାକୁ ମିଳେ। ରାସ୍ତା କଡ଼ରେ ଦୋକାନ ଥିବାରୁ, କେବେ କେମିତି ଟ୍ରକ୍…

ଆଇନର ଗତିରୋଧ

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’  ମହିଳା ସଶକ୍ତିକରଣର ସଂଜ୍ଞା ଯଦି ବୁଝାଯାଏ ତା' ହେଲେ ସୁରକ୍ଷିତ ପରିବେଶରେ ହିଁ ତାହା ସମ୍ଭବ ହୋଇଥାଏ ; ଏଥିରେ କୌଣସି ସନ୍ଦେହ ନାହିଁ । ସଶକ୍ତ ମହିଳାଟିଏ ଯଦି ସୁରକ୍ଷିତ ହୋଇ ନ ପାରିଲା ତା' ହେଲେ ସଶକ୍ତିକରଣର ସଂଜ୍ଞା…

ଭୁବନେଶ୍ୱରରେ ନୂତନ ରାଜଧାନୀ ପ୍ରତିଷ୍ଠା ଦିଗରେ ହରେକୃଷ୍ଣ ମହତାବଙ୍କ ଅବଦାନ

ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ ଉପଲକ୍ଷେ ନୃସିଂହ ଚରଣ ସାହୁ (ଜହୁରୀ ଭାଇ)ଙ୍କ  ଆଲେଖ୍ୟ  ବୃହତ୍ତର ଓଡ଼ିଶା ପ୍ରଦେଶକୁ ନୂଆ କରି ଗଢ଼ିବା ଦିଗରେ ହରେକୃଷ୍ଣ ମହତାବଙ୍କର ଅବଦାନ ଅବିସ୍ମରଣୀୟ। ସେ ଯେଉଁ ଆଠବର୍ଷ ( ୧୯୪୬-୫୦, ୫୬-୬୦) କ୍ଷମତାରେ ରହିଲେ , ଓଡ଼ିଶାକୁ ସମୃଦ୍ଧ, ସୁନ୍ଦର ଓ…

ପାରମ୍ପରିକ ନୀତିରେ ମହା ବିଷୁବ ସଂକ୍ରାନ୍ତି

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଭାରତବର୍ଷରେ ବର୍ଷଗଣନା ସୌରମାସ ସଂକ୍ରାନ୍ତିଠାରୁ ଆରମ୍ଭ ହେଉଥିବା ବେଳେ ଚାନ୍ଦ୍ରମାସ ପୂର୍ଣ୍ଣମୀଠାରୁ ହୋଇଥାଏ । ବୈଶାଖ ମାସର ସଂକ୍ରାନ୍ତିକୁ ମେଷ ସଂକ୍ରାନ୍ତି କୁହାଯାଏ । ପୃଥିବୀର କ୍ରାନ୍ତି ପଥକୁ ୧୨ ଭାଗ ବା ୧୨ ମାସ କିମ୍ବା ୧୨ ରାଶିରେ…