Latest Odisha News

BREAKING NEWS

Browsing Category

ଆଲେଖ

ସାହସ ଦରକାର

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ସଭାରେ ଠିଆ ହୋଇ ଭାଷଣ ଦେବା ହେଉ, ଅଥବା ପଚାଶ ଲୋକଙ୍କୁ ସାମ୍ନା କରିବା, ଜଣେ ମନୋବଳ ଜୁଟାଇ ସହଜରେ ଏ କାମ କରିପାରିବ। କିନ୍ତୁ ନିତିଦିନିଆ ଜୀବନରେ ପ୍ରତିମୁହୂର୍ତ୍ତରେ ଯଦି ସାମାଜିକ ନିନ୍ଦା, ଅପବାଦ ବା ପ୍ରତିବନ୍ଧକକୁ ସାମ୍ନା…

ୟୁକ୍ରେନ-ରୁଷ ଯୁଦ୍ଧରେ ଭାରତର ଭୂମିକା

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ୟୁକ୍ରେନ ଉପରେ ରୁଷର ସାମରିକ ଆକ୍ରମଣର ଭୟଙ୍କର ରୂପ ନେଲାଣି । ଆମେରିକା ଓ ନାଟୋ ନେତୃତ୍ୱାଧୀନ ସଂଗଠନରେ ଜଡିତ ଦେଶ ରୁଷ ସହିତ ବୁଝମଣା କରିବାରେ ବିଫଳ ହେବା ପରେ ଯୁଦ୍ଧ ବଢ଼ିଯାଇଛି । ଶେଷରେ, ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ଆଗେଇ ଆସିଛି ।…

ଅମେରୁଦଣ୍ଡୀ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ସେଦିନ ଚକ୍ରଧର ବଡ଼ ବ୍ୟସ୍ତ ଥିଲା। ଏତେ ବ୍ୟସ୍ତ ଯେ, ତା ବାପା ମାଆ ପାଖରେ ଠିଆ ହୋଇଥିଲେ ବି ସେ ସେମାନଙ୍କୁ ଦେଖିପାରୁନଥିଲା। କାରଣଟା କଣ .. ତା ଶାଳକର ବାହାଘର। ବରଯାତ୍ରୀ ବାହାରିବ କନିଆ ଘରକୁ। ସେଥିପାଇଁ କେତେ କଣ ପ୍ରସ୍ତୁତି…

ମନୋଜ ମନୋଜ୍ଞ ପୃଥିବୀର ବିଷ୍ଣୁ ଶର୍ମା

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ପ୍ରଜ୍ଞା ପୁରୁଷ, ବାଗ୍ମୀ ପୁରୁଷ, ଯୁଗ ଶତାବ୍ଦୀ ପୁରୁଷ, ବିଶ୍ୱ ପୁରୁଷ ମନୋଜ ଦାସ, ଓଡ଼ିଆ ସାହିତ୍ୟ ଜଗତରେ ନୁହଁନ୍ତି କି ଭାରତୀୟ ସାହିତ୍ୟ ଜଗତରେ ନୁହଁନ୍ତି ସେ ଅନ୍ତର୍ଜାତୀୟ ସାହିତ୍ୟ ଜଗତର ଜଣେ ଶ୍ରେଷ୍ଠ ମନୋଜ୍ଞ ପୁରୁଷ । କହିବାର ଅର୍ଥ ବିଶ୍ୱର…

ସ୍ମୃତିର ଛତା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଗାଁରୁ ଯାଇ ଲଣ୍ଡନରେ ପାଠ ପଢ଼ିବ ଆଉ ପୁଣି ସେଇଠି ହିଁ ଚାକିରି କରିବ। ଏମିତି କେବେ ଭାବି ନଥିଲା ସରୋଜ। ହେଲେ ତା ଭାବିବା ଅନୁସାରେ କି ଜୀବନ ଚାଲେ? ତା ନହୋଇଥିଲେ ଦୀର୍ଘ ଦଶ ବର୍ଷ ହେଲାଣି ସେ ଗାଁ ଛାଡ଼ି ଲଣ୍ଡନରେ ନଥାନ୍ତା। ଏବେ ଏତେ…

ପଞ୍ଚାନନ ମିଶ୍ର : ଶ୍ରଦ୍ଧା ଓ ସର୍ଜନାର ଉଦାର ବ୍ୟକ୍ତିତ୍ୱ

ସୌଭାଗ୍ୟବନ୍ତ ମହାରଣାଙ୍କର ସ୍ୱତନ୍ତ୍ର ଆଲେଖ୍ୟ  ଇଂରାଜୀ ଭାଷା ଓ ସାହିତ୍ୟର ଜଣେ ପ୍ରଖ୍ୟାତ ପ୍ରଫେସର ଥିଲେ ପଞ୍ଚାନନ ମିଶ୍ର ; ଯିଏକି ଓଡ଼ିଆ ସାହିତ୍ୟର କବିତା, ପ୍ରବନ୍ଧ, ସମାଲୋଚନା , ଅନୁବାଦ ତଥା ସମ୍ପାଦନାରେ ବିପୁଳ ମାତ୍ରାରେ ସ୍ଵୀୟ ମୌଳିକତା ଓ ପାରଦର୍ଶିତା ପ୍ରଦର୍ଶନ କରିଥିଲେ।…

କହି ହେଉଥାଏ ପରକୁ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’   ଗାଁ ମଝିରେ ସଭା ବସିଥାଏ। ଏତେ ପାଟିତୁଣ୍ଡ ଯେ, ଗାଁଟା ପୂରା ଉଠୁଥାଏ ପଡୁଥାଏ। ସେଦିନ ସଭାରେ ପ୍ରସଙ୍ଗଟା ଏମିତି ଥିଲା ଯେ, କି ପିଲା କି ବୁଢ଼ା .. ଗାଁର ସମସ୍ତେ ଏକାଠି ହୋଇଥାନ୍ତି ତାରି ଉପରେ ତର୍କ କରିବାକୁ। ଗାଁର…

[ଦେଖନ୍ତୁ ଭିଡିଓ] ଯୋରନ୍ଦା ଗାଦିରେ ମାଘ ଚତୁର୍ଦ୍ଦଶୀ ମହିମା ନୀତି

ଢେଙ୍କାନାଳ: ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା । ମାଘ ଚତୁର୍ଦ୍ଦଶୀ ମହିମା ଗୋଷାଇଁଙ୍କ ମହାପ୍ରୟାଣ ଦିବସରେ ମାଘ ମେଳା ଆରମ୍ଭ । ଏଥିରେ ଦେଶର କୋଣ ଅନୁକୋଣରୁ ଶହ ଶହ ମହିମା ସାଧୁଙ୍କ ସମାଗମ ହୋଇଥାଏ । ଉଭୟ ବକ୍କଳଧାରୀ ଏବଂ କୌପୁନିଧାରୀଙ୍କ ଗାଦି ମନ୍ଦିର, ଧୁନି ମନ୍ଦିର, ବତୀ ମନ୍ଦିରରେ…

ଆଜିଠୁ ଆରମ୍ଭ ବିଶ୍ବ ପ୍ରସିଦ୍ଧ ମାଘ ମେଳା

ଢ଼େଙ୍କାନାଳ: ଆଜିଠୁ ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ମାଘ ମେଳା ତଥା ଯୋରନ୍ଦା ଯାତ୍ରା । ମାଘ ଚତୁର୍ଦ୍ଦଶୀ ମହିମା ଗୋଷାଇଁଙ୍କ ମହାପ୍ରୟାଣ ଦିବସରେ ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ମହିମା ମାଘ ମେଳା । ଦେଶର କୋଣ ଅନୁକୋଣରୁ ମହିମା ସାଧୁମାନଙ୍କ ସମାଗମ ହୋଇଛି । କୋଭିଡ୍ କଟକଣା ଲାଗୁ…

ଭିନ୍ନ ଏକ ସମ୍ପର୍କ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’   ଘାସକୁ ମୋଟ ଆଉ ଗଛକୁ ଛୋଟ ଭଳି ଗୋଟିଏ ବଡ଼ ଗାଁ ଆଉ ଛୋଟ ସହର ହେଉଛି ରାମପୁର। ଏହାକୁ ଦେଖିଲେ ଲାଗେ, ସତେ ଯେମିତି ଏ ଗାଁଟା କେଉଁ ଏକ ଅନ୍ଧାର ଯୁଗରେ ବର୍ଷ ବର୍ଷ ଧରି ଶୋଇଛି। କାରଣ ଗତ ପଚାଶ ବର୍ଷ ଭିତରେ ଗାଁର ଭାଗ୍ୟ ଭବିଷ୍ୟତ କିଛି…