Latest Odisha News

BREAKING NEWS

Browsing Category

ଆଲେଖ

ଶ୍ରୀଲଙ୍କା ସଙ୍କଟ ଓ ଜନବିରୋଧୀ ରାଜନୀତି

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… ପ୍ରତ୍ୟେକ ଘଟଣାରେ ରାଜନୀତିର ରଙ୍ଗ ଦେଇ ସେଥିରୁ କିପରି ରାଜନୈତିକ ଫାଇଦା ହାସଲ କରିହେବ, ରାଜନୈତିକ ଦଳମାନଙ୍କର ମୂଖ୍ୟ ଲକ୍ଷ ହୋଇଯାଇଛି । ଏହି ଦୌଡ଼ରେ ସମ୍ପ୍ରତି ସରକାରରେ ଥିବା ଦଳ ଅନ୍ୟମାନଙ୍କଠାରୁ ବହୁତ ଆଗରେ ଅଛି । ଅବଶ୍ୟ…

[ଦେଖନ୍ତୁ ଭିଡିଓ] ବୈତରଣୀ ନଦୀରୁ ୫ଟି ବିରଳ ପ୍ରାଚୀନ ମୂର୍ତ୍ତି ଉଦ୍ଧାର

ଯାଜପୁର: ଉଦ୍ଧାର ହୋଇଛି ହଜିଯାଉଥିବା କିର୍ତ୍ତୀରାଜି । ପୂର୍ବରୁ ବହୁଥର ସେହି ସ୍ଥାନରୁ ପୁରୁଣା ମନ୍ଦିର ଭଗ୍ନାଂଶ ଉଦ୍ଧାର କରାଯାଇଥିଲା । ଏବେ ପୁଣି ଥରେ ଯାଜପୁର ବରାହ ମନ୍ଦିର ନିକଟ ବୈତରଣୀ ନଦୀରୁ ୫ଟି ବିରଳ ପ୍ରାଚୀନ ମୂର୍ତ୍ତି ଉଦ୍ଧାର ହୋଇଛି । ମନ୍ଦିର ପୂଜକ ଭୋଳାନାଥ ପଣ୍ଡା…

ବିପ୍ଲବର ବୀଜମନ୍ତ୍ର : ବିନା ଗୁଳିର ଗଣତନ୍ତ୍ର

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ “ଶବ୍ଦ ତୂଣୀର”  ଧର୍ମରୁ ସଂସ୍କୃତି ଓ ରାଜନୀତି ପର୍ଯ୍ୟନ୍ତ ସାରାପୃଥିବୀରେ ବିଭିନ୍ନ ବିପ୍ଲବର କଥା ଇତିହାସ କହିଆସିଛି । ଆଜି ବି ବିପ୍ଲବର କଥା କୁହାଯାଉଛି ପୋଷ୍ଟର୍‌ରେ, ପ୍ଲାକାର୍ଡ୍‌ରେ, ସ୍ଲୋଗାନ୍‌ରେ, ଭାଷଣବାଜିରେ , ସଭାରେ, ସଙ୍ଗଠନରେ,…

ମଦ୍ୟପର ପିଲା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ନିଜ କଥା ନିଜେ ବୁଝିବା ଅବସ୍ଥାରେ ନଥିଲା କୃପାନିଧି। ସିଏ ଆଉ ନିଜ ପିଲା ପରିବାର କଥା କୁଆଡୁ ବୁଝନ୍ତା ? ତା ନିଜ ଉପରେ କେବେ ହେଲେ ତାର ନିଜର ନିୟନ୍ତ୍ରଣ ନଥିଲା। ସେଥିପାଇଁ ତ ଆଜି ୟା ସାଙ୍ଗରେ ତ କାଲି ତା ସାଙ୍ଗରେ ସେ…

ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଦୁଇ ଅନନ୍ୟ ମହାନାୟକ : ଉତ୍କଳ ଗୌରବ ମଧୁସୂଦନ ଓ ଉତ୍କଳ ପ୍ରାଣ ବ୍ରଜସୁନ୍ଦର

 ଉତ୍କଳ ଦିବସ ଉପଲକ୍ଷେ ରାଜଲକ୍ଷ୍ମୀ ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଆଜି ଆମେ ଉତ୍କଳ ଦିବସ ବା ଓଡିଶା ଜୟନ୍ତୀ ପାଳନ କଲାବେଳେ ଆମ ପୂର୍ବସୂରୀମାନଙ୍କୁ ନିଶ୍ଚୟ ମନେ ପକାଇବା। ଓଡ଼ିଶାର ବରପୁତ୍ର ଉତ୍କଳ ଗୌରବ ମଧୁସୂଦନ ,ପାରଳା ମହାରାଜ…

ଆମେ ଓ ଆମ ଓଡ଼ିଆ ଭାଷା

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ 'ପ୍ରୀତିଲେଖା'  ୧୯୩୬ ମସିହା ଏପ୍ରିଲ ପହିଲା ଦିନ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ରୂପେ ଗଠନ ହେବା ଏକ ଆମ ପାଇଁ ବଡ଼ ଗୌରବର କଥା । ବହୁ ଘାତ ପ୍ରତି ଘାତ ମଧ୍ୟରେ ଉତ୍କଳ ଗୌରବ ମଧୁସୂଦନ ଦାସ, ମହାରାଜ କୃଷ୍ଣଚନ୍ଦ୍ର ଦେବ ଗଜପତି ନାରାୟଣ ଦେବ, ମହାରାଜ…

ଅନ୍ତର୍ଦ୍ୱନ୍ଦ୍ୱରେ କାଶ୍ମୀର ଫାଇଲ୍ସ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ନିକଟରେ ରିଲିଜ୍ ହେଇଛି 'ଦି କାଶ୍ମୀର ଫାଇଲ୍ସ' ସିନେମା । ସିନେମାଟି ନିଚ୍ଛକ ସତ୍ୟ ଘଟଣା ଉପରେ ଆଧାରିତ । ଏଥିରେ ରହିଛି ଦଳେ କ୍ରୁର, ହିଂସ୍ର ରାକ୍ଷସ କିଭଳି ଦାଦାଗିରି କରି ଲକ୍ଷାଧିକ କାଶ୍ମୀରୀ ପଣ୍ଡିତମାନଙ୍କ ଉପରେ ଦମନ ଲୀଳା ଚଳେଇ ତାଙ୍କୁ ନିଜ…

ବିଶ୍ୱ ନାଟକ ଦିବସରେ ପଦେ

ବିଶ୍ୱ ନାଟକ ଦିବସ ଅବସରରେ ନାଟ୍ୟକାର ମୁକୁନ୍ଦ ଶତପଥୀଙ୍କର ସ୍ୱତନ୍ତ୍ର ଆଲେଖ୍ୟ  ସୃଷ୍ଟି ଆରମ୍ଭରୁ କ୍ରମ ବିବର୍ତ୍ତନ ଧାରାରେ ବିବର୍ତ୍ତିତ ମଣିଷ କଥା କହି ପାରୁ ନଥିଲା ବେଳେ ନିଜକୁ ପ୍ରକାଶ କରିବାକୁ ଯେ କି କଷ୍ଟ ଆପଣେଇଥିବ ତାହା ଅନୁମେୟ। ନିଜର ମନୋଭାବକୁ ପ୍ରକାଶ କରିବାକୁ ସେ…

ଓଡ଼ିଶାରେ ବାଲ୍ୟ ବିବାହ ବିରୋଧରେ ଲଢ଼େଇ : ଆମର ଶିକ୍ଷଣ ଓ ପଥ ପ୍ରଦର୍ଶନ

ଲତିକା ପ୍ରଧାନ  ପ୍ରତିବର୍ଷ ୫୨୦.୫ ପ୍ରତିଶତ ବାଳିକା ଏବଂ ୧୩ ପ୍ରତିଶତ ବାଳକ ଓଡ଼ିଶାରେ ଆଇନଗତ ବୟସ ପୂର୍ବରୁ ବିବାହ କରଥାନ୍ତି । ଯଦିଓ ରାଜ୍ୟର ହାରାହାରି ଶିଶୁ, ବିବାହ ରିପୋର୍ଟ ତୁଳନାରେ କମ୍ ଅଛି, ତଥାପି ଓଡ଼ିଶାରେ ୧୨ଟି ଜିଲ୍ଲା ଅଛି, ଯାହା ମୁଖ୍ୟତଃ ଜାତୀୟ ହାରଠାରୁ ଅଧିକ ଆଦିବାସୀ…

ପିଲାଦିନର ପଞ୍ଚଦୋଳ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ କାଲି ଭଳି ଲାଗୁଛି। କେତେବେଳେ ଚାଳିଶ ବର୍ଷ ବିତିଗଲାଣି ଜଣାପଡ଼ିଲାନି। ଯାନିଯାତ୍ରାକୁ ନେଇ ପିଲାଦିନେ ଯେଉଁ ଉତ୍କଣ୍ଠା, ଆଗ୍ରହ ଏବଂ ଅପେକ୍ଷା ଥିଲା, ତାହା ହୁଏତ ଆଜି ନାହିଁ। କିନ୍ତୁ ସେଦିନ ସବୁ ମନେପଡ଼ିଲେ ଲାଗୁଛି, ସତେ ଯେମିତି…