Latest Odisha News

BREAKING NEWS

Browsing Category

ଆଲେଖ

ଅଧା ଜିତା ହୋଇଥିବା ଏକ ଲଢ଼େଇ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… ବିଳମ୍ବରେ ହେଲେ ବି ବିବାଦୀୟ କୃଷି ଆଇନ୍ ତିନୋଟିକୁ ପ୍ରତ୍ୟାହାର କରି ପ୍ରଧାନମନ୍ତ୍ରୀ ସ୍ୱାଗତଯୋଗ୍ୟ ପଦକ୍ଷେପ ନେଇଛନ୍ତି । ଅବଶ୍ୟ ଏଥିପାଇଁ ଚାଷୀମାନଙ୍କୁ ଦୀର୍ଘ ବର୍ଷେରୁ ଉର୍ଦ୍ଧ୍ୱ କାଳ ଖରା, ବର୍ଷା, ଶୀତରେ ବସି ଆନ୍ଦୋଳନ…

ଧର୍ମଘଟ ନୁହେଁ ଖେଳଘର

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ଅନଶନ, ଧାରଣା, ବିକ୍ଷୋଭ, ଘେରାଉ, ଧର୍ମଘଟ, ବନ୍ଦ ଯାହା କଲେ ବି ମାଲିକ ଶ୍ରେଣୀ- ସରକାର ଆଉ ଖାତିର କରୁନାହାନ୍ତି । ପ୍ରତିବାଦରେ ଯୋଗ ଦେଉଥିବା ଶ୍ରମଜୀବୀ ଶ୍ରେଣୀ, ରାଜନୈତିକ ଦଳ ଏବଂ ପରିଚାଳନା କରୁଥିବା ନେତାମାନଙ୍କର ସତ୍ୟ, ନ୍ୟାୟ…

କନିଷ୍ଠ ପାଣ୍ଡବ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ 'ଗାଁ କଥା' ନିଶ୍ଚିତପୁର ଗାଁରୁ ପ୍ରଥମ ଗ୍ରାଜୁଏଟ୍, ତା ପୁଣି ବିଶ୍ୱବିଦ୍ୟାଳୟରେ ଶ୍ରେଷ୍ଠ ସ୍ନାତକ ଭାବେ ଯେଉଁଦିନ କନିଷ୍ଠ ପାଣ୍ଡବର ନାଁ ଖବରକାଗଜରେ ପ୍ରକାଶ ପାଇଲା, ସେଦିନ ତାକୁ ଲାଗୁଥିଲା, ସେ ଜୀବନରେ ନିଶ୍ଚୟ କିଛି କରିବ। ତେବେ ଏ ଖବର ସେ…

କଙ୍କଡ଼ା ରାଜନୀତି

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ ……  ଆମ ଦେଶରେ ରେ ଘଟି ଯାଇଥିବା ଏକ ଅଭାବନୀୟ ଘଟଣା କଙ୍କଡାକୁ ରାଜନୈତିକ ଚର୍ଚ୍ଚା ଭିତରକୁ ଟାଣି ଆଣିଛି। ଦୁଇ ବର୍ଷ ତଳେ ମହାରାଷ୍ଟ୍ରରେ ଲଗାତାର ପ୍ରବଳ ବର୍ଷା ଫଳରେ ରତ୍ନଗିରି ଜିଲ୍ଲାର ତିୱରେ ବନ୍ଧ ଭୁସୁଡି ଗଲା ଓ ଏହାର…

ସାମ୍ବାଦିକଙ୍କ ପରିବାରକୁ ସହାୟତା

ରାୟଗଡା: ରାୟଗଡା ଜିଲ୍ଲା ଓଟିଭି ସାମ୍ବାଦିକ ମନୋଜ ପାତ୍ରଙ୍କ ମୃତ୍ୟୁ ଘଟଣା ଆଜକୁ ୯ ଦିନ ବିତିଯାଇଛି । ମନୋଜଙ୍କ ମୃତ୍ୟୁରେ ତାଙ୍କ ପରିବାର ପୁରା ଭାଙ୍ଗି ପଡ଼ିଛନ୍ତି । ସେ ପରିବାର ରୋଜଗାର କ୍ଷମ ବ୍ୟକ୍ତି ଥିଲେ । ମନୋଜଙ୍କ ଅସହାୟ ପରିବାରକୁ ସାହାର୍ଯ୍ୟ କରିବା ପାଇଁ ଆଗେଇ ଆସିଛି ଗାନ୍ଧୀ…

ହାଡ଼ର ହିଡ଼ରେ ରକ୍ତର ସିଆର କାଟି ବାଂଲାଦେଶର ଜନ୍ମ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ୧୯୭୧ ମସିହା ଡିସେମ୍ବର ୨୧ ତାରିଖରେ ଓଡ଼ିଶାରୁ ଏହି ଲେଖକ ଜଣେ ସାମ୍ବାଦିକ ଭାବରେ ବଂଗଳାଦେଶକୁ ଯାଇଥିଲେ । ସେଦିନ ମୋ ଦୃଷ୍ଟିରେ ବିକଳ ଭଗ୍ନସ୍ତୁପ ଓ ଭଗ୍ନାବଶେଷ ମଧ୍ୟରୁ ମୁଣ୍ଡ ଟେକିଥିବା ଏସିଆର ସେହି ନୂତନ ରାଷ୍ଟ୍ର ଯେଉଁ ରୂପରେ…

ଭଡ଼ାଘର

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ କଳିଷଠା ଷାଠିଏ ଯଦି, ତାହେଲେ ତିନି ଭାଗ ଜୀବନ ଜୀଇଁ ସାରିଲାଣି ମଣିଷ । ସେଥିରୁ ପ୍ରାୟ ୨୫ ବର୍ଷ ବିତିଗଲାଣି ଭଡ଼ାଘରେ। ଛାତ୍ର ଥିଲା ବେଳେ କେବେ ହଷ୍ଟେଲରେ ତ ଆଉ କେବେ କାହା ଘର ଭଡ଼ା ନେଇ ନିଜର ଉଠାଚୁଲି ଆଉ ପକା ଖଲି ଜୀବନ…

ବିଧାନସଭା କ’ଣ କୁରୁକ୍ଷେତ୍ର ?

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ଆମର ଏ ପ୍ରିୟ ରାଜ୍ୟ ଓଡ଼ିଶା ଖଣିଜ, ବନ, ଜଳ ସମ୍ପଦର ବିଶାଳ ଭଣ୍ଡାର । କିନ୍ତୁ ଶିଳ୍ପ ଓ କୃଷି କ୍ଷେତ୍ରରେ ଆଶାନୁରୂପ ଅଗ୍ରସର ହୋଇପାରୁନାହିଁ । ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଧିକାଂଶ ଜମିରେ…

ସ୍ବର୍ଣ୍ଣାଦ୍ରି ପରିକ୍ରମା : ଲିଙ୍ଗରାଜ ମନ୍ଦିର ଓ ବେଢ଼ା

ସୁକାନ୍ତ ପଣ୍ଡା ସ୍ବର୍ଣ୍ଣାଚଳ ପାହାଡ଼ ଉପରେ ଭୁବନେଶ୍ୱର ନିର୍ମିତ ହୋଇଥିବାରୁ ଏହାର ଅନ୍ୟ ନାମ ସ୍ବର୍ଣ୍ଣାଦ୍ରି । ତେଣୁ ଶ୍ରୀ ଲିଙ୍ଗରାଜଙ୍କ ପ୍ରାର୍ଥନା ରେ କୁହାଯାଇଛି : କୃତିବାସ ନମସ୍ତେସ୍ତୁ ଲିଙ୍ଗରାଜ ମହେଶ୍ବର। ସ୍ବର୍ଣ୍ଣକୂଟ ପତେ ଶମ୍ଭୋ ଜୟ ତ୍ରିଭୁବନେଶ୍ବର । ପ୍ରାଚୀନ…

ଏକଲବ୍ୟ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଘୁଷୁରି, କୁକୁଡ଼ା ଆଦି ଜୀବଙ୍କୁ ପାଳିଲେ ସେଥିରୁ ପରିବାର ଚଳେ। ଘୁଷୁରି ପାଳିବା ସେମାନଙ୍କ ପାଇଁ ଏକ ବାଧ୍ୟ ବାଧକ ପେସା ଏଇଥି ପାଇଁ ଯେ, ସେମାନଙ୍କ ପାଖରେ ବାପା ଜେଜେ ଅମଳରୁ ଚାଷ କରିବା ପାଇଁ ଜମି ଖଣ୍ଡେ ନାହିଁ। ଆଉ ଜମି ନଥିଲେ ଗାଈ…