Latest Odisha News

BREAKING NEWS

Browsing Category

ଆଲେଖ

ଫୁରସତର ଜୀବନ

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସମ୍ଭ “ଏଇ କଥାକୁ” ......  ଆପଣଙ୍କ ଚାରିପଟେ ଟିକିଏ ଆଖି ବୁଲାନ୍ତୁ ଦେଖିବେ ସାରା ଦୁନିଆ ଯେମିତି ଆପଣଙ୍କ ଜୀବନକୁ ସରଳ, ସହଜ ଓ ସ୍ୱଚ୍ଛନ୍ଦ କରିବାକୁ ତତ୍ପର । ବିଜ୍ଞାପନ ର ବାହାସ୍ଫୋଟକୁ  ବା ସରକାରୀ ଘୋଷଣାକୁ ଲକ୍ଷ୍ୟ କରନ୍ତୁ, ବଜାରର…

ଟାର୍ଗେଟ୍ ଯେବେ ଚାଷୀଙ୍କ ମୁଣ୍ଡ ହୁଏ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଇତିହାସ ସାକ୍ଷୀ ଅଛି, ଚାଷୀ ଓ ଆଦିବାସୀମାନେ ହିଁ ସର୍ବାଧିକ ସରକାରୀ ଅବହେଳା ଓ ସରକାରୀ ଦମନଲୀଳାର ଶିକାର ହୋଇ ଆସୁଛନ୍ତି । ଆଜି ସେହିକଥା ପୁଣିଥରେ ପୁନରାବୃତି ହୋଇଛି । କିନ୍ତୁ ଫରକ୍ କେବଳ ଏତିକି ଯେ, ଏଥର ସରକାର କେବଳ ଚାଷୀଙ୍କ…

ତ୍ରିରଙ୍ଗା ଝଣ୍ଡା, ଗାନ୍ଧୀଜୀ ଓ ପିଙ୍ଗାଲି ଭେଙ୍କେୟା

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ ୨୦୨୧ର ଟୋକିଓ ଅଲମ୍ପିକ୍ସରେ ଭାରତର ଖେଳାଳିମାନେ ଉଡାଇଥିଲେ ତ୍ରିରଙ୍ଗା ଝଣ୍ଡା । ତେବେ ସେହି ଟୋକିଓରେ ୧୯୪୦ରେ ଅନୁଷ୍ଠିତ ପୂର୍ବାଞ୍ଚଳ କ୍ରୀଡାରେ କିନ୍ତୁ ଭାରତୀୟ ଖେଳାଳିମାନଙ୍କୁ ଉଡାଇବାକୁ ପଡିଥିଲା ବ୍ରିଟିଶ-ଇଣ୍ଡିଆର…

ଦଳ ନୁହେଁ, ଦେଶ ବଡ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ମୂଲ୍ୟ ଓ ମୂଲ୍ୟବୋଧ ମଧ୍ୟରେ ଦ୍ୱନ୍ଦ୍ୱ ସଂଘାତ ସମାଜଜୀବନରେ ସଂପ୍ରତି ସୃଷ୍ଟି କରିଛି ଏକ ଶୋଚନୀୟ ଛନ୍ଦପତନ । ଅତୀତର ନୈତିକ ମୂଲ୍ୟବୋଧକୁ ପ୍ରତିମୁହୂର୍ତରେ ଆଘାତ ହାଣୁଛି ବର୍ତମାନର ରାଜନୈତିକ ଓ ଅର୍ଥନୈତିକ ଆଭିମୁଖ୍ୟ । ଯୋଜନାଗୁଡିକ…

ଶୈଳବାଳା ମହିଳା କେନ୍ଦ୍ରିୟ ବିଶ୍ୱ ବିଦ୍ୟାଳୟ କେବେ ?

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ   ଭାରତ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ଅବସରରେ ଅମୃତ ମହୋତ୍ସବ ପାଳନ କରୁଥିବାବେଳେ ଆମ ରାଜ୍ୟ ଝୁରୁଛି ୧୦୦ ବର୍ଷ ତଳେ ଓଡ଼ିଶାକୁ ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଆଗମନର ସ୍ମୃତିକୁ । ଏହାରି ଭିତରେ କଟକର ମଧୁସ୍ମୃତିରେ ଥିବା ଶୈଳବାଳା…

ପ୍ରତିଦାନ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ମୁକୁନ୍ଦ ଚୌଧୁରୀ ଆଉ ମାନଗୋବିନ୍ଦ ମହାପାତ୍ର  ଉଭୟେ ପିଲାଦିନର ସାଥୀ । ଗୋଟିଏ ଗାଁରେ ଜନ୍ମ । ଏକାଠି ବଢ଼ିଛନ୍ତି ଉଭୟେ। ଉଭୟଙ୍କ ଚେହେରା ପ୍ରାୟ ଏକା ଭଳି । ଉଚ୍ଚତା ପାଖାପାଖି ଛଅ ଫୁଟ୍ । ପାଞ୍ଚ ହାତର ମଣିଷ । ମୁକୁନ୍ଦ ଟିକିଏ ଗୋରା…

ବିରଞ୍ଚି ଫସିଲେ, ଅନେକ ଖସିଲେ !

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ : ପଲିଟିକସ ଫଲିଟିକସ… ରାଜ୍ୟ ଷ୍ଟାଫ୍‍ ସିଲେକ୍ସନ୍‍ କମିଶନର କିରାଣୀ ବିରଞ୍ଚି ବାବୁଙ୍କୁ ଭିଜିଲାନ୍ସ ବିଭାଗ ଧରିବା ପରେ ରାଜ୍ୟ ଉଠିଲା, ପଡ଼ିଲା । ବିରଞ୍ଚିଙ୍କ ଘରୁ ପୁଣି ପ୍ରାର୍ଥୀମାନଙ୍କ ଆଡ଼ମିଟ୍‍ କାର୍ଡ଼ ମିଳିବା ଏହି ଘଟଣାକୁ ଆଉରି ଭୟଙ୍କର…

ଶାସିତର ସାହିତ୍ୟ କ’ଣ ଆଧୁନିକ ସାହିତ୍ୟ ?

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର… ଆମ ଓଡିଶାରେ ଯେଉଁ ଧରଣର ଧାରା ସାହିତ୍ୟ କ୍ଷେତ୍ରରେ ଦେଖାଦେଉଛି, ସେ ଧାରାକୁ ଆଧୁନିକ ଓ ଉତ୍ତର -ଆଧୁନିକ ବୋଲି ଡିଣ୍ଡିମ ପିଟାଯାଉଛି । ଏ ଡିଣ୍ଡିମ ପିଟୁଛନ୍ତି କେଉଁମାନେ ? ବୁଦ୍ଧିଜୀବୀ ଓ ସାହିତ୍ୟର ସମୀକ୍ଷକ ବୋଲାଉଥିବା ଦଳେ…

ଚିତ୍ରପୁରୀ : ଅର୍ଦ୍ଧେକ ଇନ୍ଦ୍ରଜାଲ, ଅର୍ଦ୍ଧେକ ଦ୍ୟୋତକ

ଭାଗ : ୧୪ ଏହା ଏହି ସ୍ତମ୍ଭରେ ‘ଚିତ୍ରପୁରୀ’ ସମ୍ବନ୍ଧିତ ଶେଷ ଲେଖା । ଚଳଚ୍ଚିତ୍ରର ଇନ୍ଦ୍ରଜାଲରେ ଛନ୍ଦି ହୋଇଥିବା ‘ଚିତ୍ରପୁରୀ’ର ସମ୍ପୂର୍ଣ୍ଣ କଲେବରରୁ ଅଧା ସାହିତ୍ୟ ଆଉ ଅଧା ଚଳଚ୍ଚିତ୍ର ବୋଲି ମୁଁ ଆଗରୁ କହିସାରିଛି । ଏଠି ସ୍ପଷ୍ଟ କରିଦିଏ ଯେ ଯେଉଁ ଅଧା କଳେବର ଚଳଚ୍ଚିତ୍ର ବିଷୟ…

ମହାପ୍ରଭୁଙ୍କ ପ୍ରାବୃଟ ରାସର ଐତିହ୍ୟ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ବୈଷ୍ଣବୀୟ ପରମ୍ପରାରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପାଇଁ ବର୍ଷ ମଧ୍ୟରେ କେତେଗୋଟି ଯାତ୍ରା ବା ଉତ୍ସବ ପାଳନ କରାଯାଇଥାଏ । ସେଗୁଡ଼ିକ ହେଲା ବୈଖାଖ ମାସରେ ବା ଗ୍ରୀଷ୍ମ ଋତୁରେ ଚନ୍ଦନ ଯାତ୍ରା, ଶ୍ରାବଣ ମାସ ବା ବର୍ଷା ଋତୁରେ…