Latest Odisha News

BREAKING NEWS

Browsing Category

ଆଲେଖ

ଅସ୍ତାଦ ଦେବୁ ଓ ଈଶ୍ଵରଙ୍କ ସହିତ ଚକାଭଉଁରୀ ଖେଳ

ଏମିତି କୌଣସି ଜାଗା ନାହିଁ ଯାହାକୁ ମୁଁ ମୋର ଘର ବୋଲି କହିପାରିବି ମୁଁ ଏ ପୃଥିବୀର ନାଗରିକ ମୋର କୌଣସି ଠିକଣା ନାଇଁ ମୁଁ ଏ ଗ୍ରହରେ ପରିବ୍ରାଜକ ମାତ୍ର ମୁଁ କେବଳ ଏ ପୃଥିବୀ ବାଟ ଦେଇ ଯାଉଛି କେବଳ ଏହି ଆଶାରେ ଯେ ଏଠି କେହିଜଣେ ହୁଏତ ମୋର ବନ୍ଧୁ ମୋତେ ମିଳି ଯାଇପାରେ।…

ଯକ୍ଷ୍ମା ବିରୋଧରେ ଓଡ଼ିଶାର ଜୋରଦାର ଲଢେଇ, ଶ୍ରେଷ୍ଠ ଦୁଇ ରାଜ୍ୟ ମଧ୍ୟରେ ପାଇଲା ସ୍ଥାନ

ପ୍ରତିଦିନ ଯକ୍ଷ୍ମା ରୋଗ ଦ୍ବାରା ଭାରତରେ ଏକ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଥାନ୍ତି । ତେଣୁ ଯକ୍ଷ୍ମାର ନିୟନ୍ତ୍ରଣ ଭାରତବର୍ଷରେ ଅନ୍ୟତମ ଏକ ପ୍ରମୁଖ ଆହ୍ବାନ ପାଲଟିଛି । ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବ୍ୟାପୀ ବିଭିନ୍ନ ପଦକ୍ଷେପ ନିଆଯାଉଛି । ୨୦୨୫ ସୁଦ୍ଧା…

ମୋବାଇଲ୍‌ର ଦାସ ନହେଉ ମଣିଷ

ଜୀବନରେ ଆମେ କେହି କେବେ ବି ହାରିବାକୁ ଚାହୁଁନା । ଯେ କୌଣସି ବି ପ୍ରତିଯୋଗିତା ହେଉ ଆମେ ମନ ପ୍ରାଣ ଲଗେଇ ଜିତିବାକୁ ହିଁ ଚାହିଁ ଥାଉ । କିନ୍ତୁ ସଂପ୍ରତି ଆଧୁନିକ ଜୀବନଶୈଳୀକୁ ଲକ୍ଷ କଲେ ଦେଖିବା ଯେ, ଆମେ ସମସ୍ତେ ଗୋଟିଏ ଜିନିଷ ପାଖରୁ ଗୁରୁତର ଭାବେ ହାରିବାକୁ ଲାଗୁଛେ । ସେ ଜିନିଷଟି…

‘ପରୀ’ ପାଇଁ କଥାଟିଏ

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ୨୦୧୮ ମସିହା ମେ ମାସର ଘଟଣା । ରାଜ୍ୟ ସରକାର ସେହି ସମୟରେ ଗୋଟିଏ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ଯା’ର ନାଁ ଥିଲା- ପରୀ ପାଇଁ କଥାଟିଏ । ଉଦ୍ଦେଶ୍ୟ ଥିଲା- ଶିଶୁ ଓ ନାବାଳିକା ବିରୋଧୀ ଅପରାଧ ଓ ଯୌନ ନିର୍ଯାତନା ରୋକିବା…

ଓଡିଶା କ୍ରମଶଃ ଇତିହାସ ଚର୍ଚ୍ଚାର ଶ୍ମଶାନଭୂମି ପାଲଟି ଯାଉଛି କି?

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଇତିହାସଠାରେ ଲେଖା ହୁଏନାହିଁ, ଏହା ନିରନ୍ତର ଲେଖା ହେଉଥାଏ। ଇତିହାସ ରଚନା ପ୍ରକ୍ରିୟା ବିଷୟରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିବା ଗୋଟେ ବହି ଅଛି, ଯାହାର ଶୀର୍ଷକ ହେଉଛି- ହ୍ଵାଟ ଇଜ ହିଷ୍ଟ୍ରି । ଏହାର ଲେଖକ ଇ.ଏଚ.କାର (What is History…

ପ୍ରଥମାଷ୍ଟମୀ, ପଢୁଆଁଷ୍ଟମୀ ଅଥବା ପୋଢୁଆଁଷ୍ଟମୀ

ପ୍ରଥମାଷ୍ଟମୀ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପାଳନ କରାଯାଏ ଓ ଏହା ଓଡ଼ିଶାର ଏକ ପାରମ୍ପାରିକ ପର୍ବ । ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟେ ନାମିତ । ୧-ଅତୀତରେ, ମାର୍ଗଶିର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି…

ନକଲି ନେତା : ନିରୀହ ଜନତା

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଭାରତବର୍ଷର ରାଜନୀତିରେ ଆଜି ସତ୍ୟ ନାହିଁ, ସୌନ୍ଦର୍ଯ୍ୟ ନାହିଁ, ସୌରଭ ନାହିଁ - ନାହିଁ ଆଦର୍ଶ, ନାହିଁ ମୂଲ୍ୟବୋଧ । ସ୍ୱାଧୀନତା ପରବର୍ତୀ ପର୍ଯ୍ୟାୟରେ ରାଜନୀତି ହୋଇପଡିଛି ବୈଶ୍ୟ ବୃତି । ଯାହା ଥିଲା ଦିନେ ବ୍ରତ, ତାହା ଏବେ ହୋଇପଡିଛି…

ଦିବସର ତାତ୍ପର୍ଯ୍ୟ ଓ ଆମେ

ଗଲା ସପ୍ତାହରେ ପୁଅର କିଛି ଜିନିଷ କିଣାକିଣି କରିବାକୁ ପୁଅକୁ ସାଙ୍ଗରେ ନେଇ ମଲକୁ ଯାଇଥିଲି। ଆମେ ମାଆ-ପୁଅ ଜିନିଷ କିଣି ଦୋକାନରୁ ବାହାରିଲାବେଳେ ହଠାତ୍ ଦେଖିଲୁ କିଛି ବ୍ୟବଧାନରେ ୭/୮ଜଣ ଲୋକ ଘେରି ଯାଇଛନ୍ତି ଜଣେ ଭଦ୍ର ମହିଳାଙ୍କୁ। ଆଉ ତା’ଭିତରେ ଦୁଇଜଣ ବ୍ୟକ୍ତି ତଳେ ପଡ଼ିଥିବା ସମ୍ପୃକ୍ତ…

ମହାମାରୀ ପରେ ପ୍ରଥମ ଉତ୍ସବ ଓ ପ୍ରଥମ ଆଶାର ସଙ୍କେତ- କୋଣାର୍କ ନୃତ୍ୟ ଉତ୍ସବ ୨୦୨୦

(କୋଣାର୍କ ନୃତ୍ୟ ଉତ୍ସବ ଅବସରରେ କେଦାର ମିଶ୍ରଙ୍କ ସ୍ୱତନ୍ତ୍ର ଉପସ୍ଥାପନା)  ଗତ ମାର୍ଚ୍ଚ ମାସରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ପୂରା ଦେଶର ରଙ୍ଗମଞ୍ଚ ନୀରବ ରହିଥିଲା। କରୋନା ମହାମାରୀର ପ୍ରକୋପ ଯୋଗୁଁ ଦେଶର ସବୁ ଉତ୍ସବ, ମହୋତ୍ସବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ଭାବରେ…

ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମରୁ ବାଦ ନପଡ଼ନ୍ତୁ ରାସ୍ତାରେ ବୁଲୁଥିବା ମାନସିକ ବିକାରଗ୍ରସ୍ତରୋଗୀ

(ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ) ଭାରତର ସମ୍ବିଧାନରେ ‘ଜୀବନ ବଞ୍ଚିବାର ଅଧିକାର’ କୁ ପ୍ରତ୍ୟେକ ନାଗରିକଙ୍କ ମୌଳିକ ଅଧିକାର ରୂପେ ବର୍ଣ୍ଣନା କରାଯାଇଛି । ତେଣୁ ସରକାର ସମସ୍ତ ନାଗରିକଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟର ଅଧିକାର ସୁନିଶ୍ଚିତ କରନ୍ତି । ଏଥିପାଇଁ ସଂକ୍ରମିତ ଓ…