Latest Odisha News

BREAKING NEWS

Browsing Category

ଆଲେଖ

କୁଆଡେ ଗଲା ଆମ କବିତାରେ କୃଷକର ସଙ୍ଗୀତ?

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଆଜି ଯେତେବେଳେ ଲକ୍ଷ ଲକ୍ଷ ଚାଷୀ ରାସ୍ତାରେ ନିଜର ଅଧିକାର ପାଇଁ ଲଢେଇ କରୁଛନ୍ତି, ସେତେବେଳେ ମୁଁ ମୋ ସାହିତ୍ୟ ପରମ୍ପରାରେ ଚାଷୀମାନଙ୍କର ସ୍ଵର ଖୋଜିବା ପାଇଁ ଚେଷ୍ଟା କରୁଛି। ଓଡିଆ ସାହିତ୍ୟର ସୌଭାଗ୍ୟ ହେଉଛି, ଏ ମାଟିର ପ୍ରଥମ ମହାକବି…

ଦେଖଇ ନେତ୍ର : ଉତ୍କଳକ୍ଷେତ୍ର ନା ଉତ୍କଟ କ୍ଷେତ୍ର

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଓଡିଶା ଗୋଟିଏ ମନୁଷ୍ୟକୃତ ମହାମରୁଡିର ମୁଲକ । ଏ ମହାମରୁଡି କେବଳ ଖାଦ୍ୟାଭାବ କ୍ଷେତ୍ରରେ ଅନୁଭୂତ ହେଉନାହିଁ - ଅନ୍ୟାନ୍ୟ ଅନେକ ‘ଅଭାବ’ କ୍ଷେତ୍ରରେ ମଧ୍ୟ ଅନୁଭୂତ ହେଉଛି । ସେଥିରୁ ମୁଖ୍ୟ ଅଭାବଟି ହେଉଛି ସାରା ଓଡିଶାରେ ବ୍ୟାପିସାରିଥିବା…

ମହିଳା ହିଂସା ସମାଜ ପାଇଁ କଳଙ୍କ

ଗୋଟିଏ ମୁଦ୍ରାର ଦୁଇପାଶ୍ୱର୍କୁ ଦେଖିଲେ ମୁଦ୍ରାର ମୂଲ୍ୟ ବୁଝି ହୋଇଥାଏ। ଯଦି ତା’ର ଗୋଟିଏ ପାଶ୍ୱର୍ ଦେଖାନଯିବ ତା’ହେଲେ ସେଇ ମୁଦ୍ରାଟି ମୂଲ୍ୟହୀନ। ଏଠାରେ ଏଇ କଥା କହିବାର ତାତ୍ପର୍ଯ୍ୟ ଏୟା ଯେ, ସମାଜର ଦୁଇଟି ଅଙ୍ଗ ନାରୀ ଓ ପୁରୁଷ। ଯଦି ସେଥିରୁ ଜଣଙ୍କୁ ଆମେ ଅଣଦେଖା ବା ଅବହେଳା କରିବା…

ବରଂ ନୂଆ ସ୍କୁଲ ଖୋଲୁ

 ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ଦୀର୍ଘ ଆଠ ମାସରୁ ଅଧିକ ସମୟ ଧରି ରାଜ୍ୟର ବିଦ୍ୟାଳୟ ଗୁଡ଼ିକରେ ପାଠପଢା ବାଧାପ୍ରାପ୍ତ ହୋଇଛି । ଅନଲାଇନ ଶିକ୍ଷାର ଲାଭ ୭୦ ପ୍ରତିଶତ ପାଖାପାଖି ପିଲା ପାଉ ନାହାନ୍ତି । ପୁଣି କୋଉଠି କଣ ପଢା ହେଉଛି, କିଏ ପଢାଉଛି, ତାର…

ଶ୍ରୀମନ୍ଦିରରେ ଦେବୋତ୍ଥାନ ବା ପ୍ରବୋଧନ ଯାତ୍ରା, ଭିଷ୍ମ ପଞ୍ଚୁକ ବ୍ରତ ଓ ବଡ ଏକାଦଶୀ ନୀତି

(ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିକାନ୍ତିକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା) "ଯସ୍ତ୍ବଂ ମାସାନତିବ୍ୟାପ୍ୟ ଚତୁରଃ ପରମେଶ୍ୱରଃ । ନିଦ୍ରାସୁଖଂ ପ୍ରଭଜସେ ତଦନ୍ତେ ସାଂପ୍ରତଂ ପ୍ରଭୋ।।" ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ ହରି ଉତ୍ଥାପନ ଏକାଦଶୀ ଅନ୍ୟତମ । ଶ୍ରୀମନ୍ଦିରରେ…

ଅନ୍ନଦାତାଙ୍କ ପ୍ରତି ଅନ୍ୟାୟ ଆଉ କେତେ ଦିନ??

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ସମଗ୍ର ଜନସଂଖ୍ୟାର ଏକ ବୃହତମ ଭାଗ ବା ୭୦ ପ୍ରତିଶତ ଜନତା କୃଷି କ୍ଷେତ୍ରରେ ନିୟୋଜିତ ଅର୍ଥାତ୍ କୃଷକ କିମ୍ବା କୃଷି ଶ୍ରମିକ । ବଡ଼ ଅଫିିସର, ନେତା, ମନ୍ତ୍ରୀଙ୍କ ଠୁ ଆରମ୍ଭ କରି ସାଧାରଣ ଲୋକମାନଙ୍କ ପର୍ଯ୍ୟନ୍ତ ସମସ୍ତେ ବଂଚିରହିବା…

କୋଲକାତା ଓ ଶିଳ୍ପୀର ଶୋଭାଯାତ୍ରା, ଅନୁରାଗର ଯାତ୍ରାସଙ୍ଗୀତ

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ପୃଥିବୀର ସବୁ ପ୍ରଖ୍ୟାତ ସହରର ଏକ ନିର୍ଦ୍ଦିଷ୍ଟ ଚେହେରା ଓ ଚରିତ୍ର ରହିଥାଏ। ସେ ଲଣ୍ଡନ ହେଉ କି ପ୍ୟାରିସ, ଭିଏନା ହେଉ କି ନ୍ୟୁୟର୍କ ଅଥବା ଦିଲ୍ଲୀ ହେଉ କି ମୁମ୍ବାଇ। ସବୁ ସହର ନିଜ ନିଜର ଭିନ୍ନତାକୁ ନେଇ ଏକ ସ୍ଵତନ୍ତ୍ର ଗରିମା ତିଆରି…

ଶିକ୍ଷା କ୍ଷେତ୍ରରେ ଉତ୍କର୍ଷର ଉଦାହରଣ ପାଲଟିଛି କିଟ୍ ବିଶ୍ୱବିଦ୍ୟାଳୟ

ଆନୁଷ୍ଠାନିକ ଶୈକ୍ଷିକ ଜୀବନରେ ସ୍ନାତକ ଶେଷ ସୋପାନ ନୁହେଁ। ଏହା ଜଣଙ୍କ କ୍ୟାରିଅର୍‍ର ଅୟମାରମ୍ଭ। ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ ସ୍ନାତକ ହେବାର ଦିନ-ସମାବର୍ତ୍ତନ ଦିବସକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି। ବର୍ଷକରେ ଥରେ ଛାତ୍ରଛାତ୍ରୀଙ୍କ ପାଇଁ ଏହି ଦିନଟି…

ମହାଲକ୍ଷ୍ମୀଙ୍କର ସ୍ଵତନ୍ତ୍ର ରୋଷଶାଳା କାହିଁକି ?

ଶ୍ରୀଜୀଉଙ୍କ ମହାପ୍ରସାଦ ସମ୍ପର୍କରେ ସ୍ଵତନ୍ତ୍ର ଉପସ୍ଥାପନା ମା' ମହାଲକ୍ଷ୍ମୀ ଜଣେ କୂଳୀନ କୂଳବଧୂର ଭୂମିକା ଓ କର୍ତ୍ତବ୍ୟ ସାରା ସଂସାରକୁ ଦେଖାଇଦିଅନ୍ତି । କୈ।ଣସି ଘରେ ଜଣେ ଗୃହିଣୀ ନିଜ ପତି ଏବଂ ଅନ୍ୟ ପରିବାର ସଦସ୍ୟଙ୍କର ଖାଦ୍ୟପେୟ କଥା ନଵୁଝି, ନିଜ ପାଇଁ କୈ।ଣସି ଖାଦ୍ୟର ବ୍ୟବସ୍ଥା…

ଲକ୍ଷ୍ମଣ ହୋନାଗା: ଯକ୍ଷ୍ମା ବିରୋଧି ଲଢେଇର ଜାଗ୍ରତ ସିପାହୀ

ଭାରତବର୍ଷ ଏକ ଯୁବରାଷ୍ଟ୍ର । କାରଣ ଭାରତ ଦେଶର ୫୦ ପ୍ରତିଶତରୁ ଅଧିକ ଜନସଂଖ୍ୟା ଯୁବ ବର୍ଗ। ତେଣୁ ସାରା ଦୁନିଆରେ ଭାରତର ସ୍ୱତନ୍ତ୍ର ପରିଚୟ ରହିଛି । ଏହି ଯୁବଶକ୍ତିର ସଂପୂର୍ଣ୍ଣ ସହଯୋଗରେ ଦେଶରେ ବ୍ରିଟିଶ ଶାସନ ପତନ ଏବଂ ସ୍ୱରାଜ ସ୍ଥାପନ ହୋଇପାରିଛି । ଆଜିବି ଦେଶରେ ଉପୁଜିଥିବା ସମସ୍ୟାର…