Latest Odisha News

BREAKING NEWS

Browsing Category

ଆଲେଖ

କବିତାରେ ଦେଶୀ ଛନ୍ଦ ଓ ଦୟଣା ପତ୍ରର ଗନ୍ଧ, କୁମାର ମହାନ୍ତିଙ୍କ “ଅନାମ ବାୟାର ଗୀତ”

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ମୁଁ ଜାଣିନି କିଏ ସେ ମୁଁ – ନାରୀ କି ପୁରୁଷ ଅବା ଅର୍ଦ୍ଧନାରୀଶ୍ଵର ? କେତେ ବା ବୟସ ମୋର ବାଳକ ଯୁବକ ଅବା ବୟୋବୃଦ୍ଧ ମୁହିଁ କିବା ମୋର ଶାରୀରିକ ସ୍ଥିତି ? ମୁଁ କିବା ଆକାଶ ପରି ଶୂନ୍ୟ ଏବଂ ଛଳନାରେ ନୀଳ? ଅନାମ ବାୟାର ଏ କବିତା।…

ପଥରର ପରିଶେଷ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ପଥରର ଏ ମୂକ ଆତ୍ମାକୁ ଅନୁଭବ କରିଛ କେବେ ? ବିଶାଳ ନଦୀବନ୍ୟାରୁ ତୁମ ସମାଜକୁ ଆଉ ଭାବୀବଂଶଧରବର୍ଗକୁ ରକ୍ଷା କରିବାକୁ ଯାଇ କେଉଁ ଦୂରପର୍ବତର ପଥର ଆମେ ଆସି ପାଲଟିଛୁ ତୁମ ବିରାଟବଂଧର ବିପୁଳାୟତନ । ଆମକୁ ନେଇ ନିର୍ମିତ ନାନାଦି ନଦୀବନ୍ଧତୁମ…

ପଢ଼ିଲେ ବଢ଼ିବେ

ଆମ ରାଜ୍ୟରେ ଯୋଜନା ଉପରେ କେତେ ଯେ ଯୋଜନା କହିଲେ ଆଉ ସରିବ ନାହିଁ । ଏତେ ଯୋଜନା ଥାଇ ମଧ୍ୟ ଏବେ ବି କେତେକ ଜାଗାରେ ଅପହଞ୍ଚ । ଆଜି ବି ବହୁତ ଲୋକ ଜାଣିପାରୁନାହାଁନ୍ତି ଯେ ଏମିିତି ତାଙ୍କର ହିତ ପାଇଁ ଏତେ ସବୁ ଯୋଜନା ଅଛି । ବିଶେଷ କରି ମହିଳାମାନେ ଏସବୁ ବିଷୟରେ ଏବେ ବି ଅଜ୍ଞ ଅଛନ୍ତି ।…

କରୋନାକୁ ଭେଟିବା ପରେ…

ପାହାନ୍ତି ପାଇବାକୁ ବୋଧେ କିଛି ସମୟ ବାକି ଥାଏ । ସମ୍ମୁଖରେ ହଠାତ୍‌ ଆର୍ବିଭୂତ ହୋଇଗଲା କିମ୍ବୁତକିମାକାର କଦର୍ଯ୍ୟ ଜନ୍ତୁଟିଏ । କଳା ମଚମଚ ବିକଟାଳ ଚେହେରା । ସମଗ୍ର ଶରୀର ସପ୍ତଫେଣିର କଂଟା ପରି କଂଟାରେ ଭରପୁର । ବାମନ ରୂପ । ରକ୍ତଲଗା ଦାନ୍ତଗୁଡିକ ବେଶ୍ ବର୍ଦ୍ଧିତ ଏବଂ ତୀକ୍ଷ୍ନ । ଛୋଟ…

ଅଜିତ ସାରଙ୍କ ପାଇଁ ମୁଁ ଅଭିନେତା ଓ ନିର୍ଦ୍ଦେଶକ ହୋଇପାରିଛି : ଲିକୁନ ଚୌଧୁରୀ

ଲିକୁନ ଚୌଧୁରୀ (ଅଜିତ ଦାସଙ୍କ ଏକାଦଶାହ ଅବସରରେ) ୧୯୯୮ ମସିହା ଜୁଲାଇ ୧୨ । ସେଦିନ ମୁଁ ବହୁତ ଖୁସି ଥିଲି । କାରଣ ସେଦିନ ମୋ ଜନ୍ମ ଦିନ ଥିଲା । କଲେଜର ପ୍ରଥମ ବର୍ଷରେ ପ୍ରଥମ ଉପହାର ସେ ପୁଣି ମୋ ଗୁରୁ ଅଜିତ ସାର ଓ ମାୟା ମ୍ୟାଡାମଙ୍କଠୁ ପାଇଥିଲି । ସେଦିନ ମତେ ଅନୁଭବ ହେଲା ଯେ ମୁଁ…

ସେମାନେ କେତେ ସୁରକ୍ଷିତ?

ଶ୍ରୁତକୀର୍ତ୍ତି ତ୍ରିପାଠୀ କରୋନା ମହାମାରୀର ସଂକ୍ରମଣ ଏବଂ ତଦଜନିତ ଭୟ ସମଗ୍ର ବିଶ୍ୱରେ ବିଷମ ପରିସ୍ଥିତି ସୃଷ୍ଟି କରିଛି । କୋଭିଡ - ୧୯ ନାମକ ଏହି ମାରାତ୍ମକ ଭୂତାଣୁର ପ୍ରାଦୁର୍ଭାବ ଏ ଯାଏଁ କମିନି । ସବୁଠାରୁ ବେଶୀ ଆଘାତପ୍ରାପ୍ତ ଏବଂ ଅନିଶ୍ଚିତ ଭବିଷ୍ୟତର ଆଶଙ୍କା ଶ୍ରମିକ…

କପିଳା ବାତ୍ସାୟନ ଓ ଓଡିଶାର ସାଂସ୍କୃତିକ ଇତିହାସ

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଏକ ପରିପୂର୍ଣ୍ଣ ଜୀବନ ବଞ୍ଚିବା ପରେ କପିଳା ବାତ୍ସାୟନ ଜଗତରୁ ବିଦାୟ ନେଇଛନ୍ତି। ୯୨ ବର୍ଷର ଦୀର୍ଘ ଜୀବନ ଓ ସାଧନାରେ ସେ ଭାରତ ଇତିହାସରେ ଅନେକ ନୂଆ ଅଧ୍ୟାୟ ଯୋଡିଛନ୍ତି। କେବଳ ଭାରତ ନୁହେଁ, ପୂରା ଏସିଆ ମହାଦେଶର ସାଂସ୍କୃତିକ ଇତିହାସରେ…

ପଥରର ପ୍ରାଣବାଣୀ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ହେ ଆତ୍ମକୈନ୍ଦ୍ରିକ ବସ୍ତୁଲୋଭୀ ମଣିଷ, ନିଜ ସଭ୍ୟତାର ଇତିହାସକୁ ଅନା । ଯେତେବେଳେ ସଭ୍ୟତାର ସମୟ ଆସି ନ ଥିଲା, ସେତେବେଳେ ତମେସବୁ ରହୁଥିଲ ଘନ ଅନ୍ଧକାର ଯୁଗରେ - ସେ ଯୁଗ ଥିଲା ପ୍ରାଗୈତିହାସିକ ଯୁଗ । ଜଙ୍ଗଲରେ ଫଳମୂଳ ଖାଇ ବଂଚୁଥିଲ ।…

ପବିତ୍ର ମହାଳୟା

''ମହାନ୍ମହାତ୍ମା ମହିତୋ ମହିମାବାନ୍ମହାବଲଃ । ଗଣାଃ ପଞ୍ଚ ତଥୈବୈତେ ପିତୄଣାଂ ପାପନାଶନାଃ ॥ ସୁଖଦୋ ଧନଦଶ୍ଚାନ୍ୟୋ ଧର୍ମଦୋନ୍ୟଶ୍ଚ ଭୂତିଦଃ । ପିତୄଣାଂ କଥ୍ୟତେ ଚୈବ ତଥା ଗଣଚତୁଷ୍ଟୟମ୍ ॥'' ମହାଳୟା ଅମାବାସ୍ୟା ଭାରତର ଏକ ଧର୍ମଭିତ୍ତିକ ପର୍ବ । ଏହା ହିନ୍ଦୁମାନଙ୍କଦ୍ୱାରା ପିତୃପୁରୁଷଙ୍କ…

ବିଶ୍ୱବିଦ୍ୟାଳୟ କଣ କଲେଜ?

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନରେ ରାଜ୍ୟ ସରକାର ସଂଶୋଧନ ଆଣିଛନ୍ତି । ଏବେକାର ସମୟକୁ ଦେଖି ପଦକ୍ଷେପ ନିଆଯାଇଛି ବୋଲି କୁହାଯାଉଛି । ଏଥର ଏକାଥରେ ଅନେକ ନୂଆ ବିଷୟ ଏହି ଆଇନରେ ସ୍ଥାନ ପାଇଛି । ଯାହା ଭିତରେ ବିଶ୍ୱବିଦ୍ୟାଳୟର…