Latest Odisha News

BREAKING NEWS

Browsing Category

ଆଲେଖ

ପଥରର ପ୍ରାଣବାଣୀ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ହେ ଆତ୍ମକୈନ୍ଦ୍ରିକ ବସ୍ତୁଲୋଭୀ ମଣିଷ, ନିଜ ସଭ୍ୟତାର ଇତିହାସକୁ ଅନା । ଯେତେବେଳେ ସଭ୍ୟତାର ସମୟ ଆସି ନ ଥିଲା, ସେତେବେଳେ ତମେସବୁ ରହୁଥିଲ ଘନ ଅନ୍ଧକାର ଯୁଗରେ - ସେ ଯୁଗ ଥିଲା ପ୍ରାଗୈତିହାସିକ ଯୁଗ । ଜଙ୍ଗଲରେ ଫଳମୂଳ ଖାଇ ବଂଚୁଥିଲ ।…

ପବିତ୍ର ମହାଳୟା

''ମହାନ୍ମହାତ୍ମା ମହିତୋ ମହିମାବାନ୍ମହାବଲଃ । ଗଣାଃ ପଞ୍ଚ ତଥୈବୈତେ ପିତୄଣାଂ ପାପନାଶନାଃ ॥ ସୁଖଦୋ ଧନଦଶ୍ଚାନ୍ୟୋ ଧର୍ମଦୋନ୍ୟଶ୍ଚ ଭୂତିଦଃ । ପିତୄଣାଂ କଥ୍ୟତେ ଚୈବ ତଥା ଗଣଚତୁଷ୍ଟୟମ୍ ॥'' ମହାଳୟା ଅମାବାସ୍ୟା ଭାରତର ଏକ ଧର୍ମଭିତ୍ତିକ ପର୍ବ । ଏହା ହିନ୍ଦୁମାନଙ୍କଦ୍ୱାରା ପିତୃପୁରୁଷଙ୍କ…

ବିଶ୍ୱବିଦ୍ୟାଳୟ କଣ କଲେଜ?

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନରେ ରାଜ୍ୟ ସରକାର ସଂଶୋଧନ ଆଣିଛନ୍ତି । ଏବେକାର ସମୟକୁ ଦେଖି ପଦକ୍ଷେପ ନିଆଯାଇଛି ବୋଲି କୁହାଯାଉଛି । ଏଥର ଏକାଥରେ ଅନେକ ନୂଆ ବିଷୟ ଏହି ଆଇନରେ ସ୍ଥାନ ପାଇଛି । ଯାହା ଭିତରେ ବିଶ୍ୱବିଦ୍ୟାଳୟର…

ତାଲାବନ୍ଦ ସମୟରେ ପୁଷ୍ଟି ବଗିଚା

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… କରୋନା ଭୂତାଣୁ ସଂକ୍ରମଣ ଜନିତ ଲକ୍ ଡାଉନ୍ ବା ତାଲାବନ୍ଦ ଯୋଗୁ ସାରା ରାଜ୍ୟର ଲୋକମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି, ସେଥିମଧ୍ୟରୁ ଦୈନିକ ଉପଯୁକ୍ତ ପରିମାଣର ଓ ପ୍ରକାରର ଖାଦ୍ୟର ଅଭାବ ତଥା ଖାଦ୍ୟରେ ବିବିଧତାର ଅଭାବ…

ଓଡିଆ କାହାଣୀକୁ ନେଇ ଓଡିଆ ସିନେମା ତିଆରି କରିବା ଆମେ ଭୁଲି ଯାଉଛୁ କାହିଁକି ??

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଗତ ସପ୍ତାହରେ ଓଡିଆ ସିନେମା ଜଗତର ଦୁଇ ଜଣ ମହାନ ଶିଳ୍ପୀ ଆମଠୁ ସବୁଦିନ ଲାଗି ବିଦାୟ ନେଇଛନ୍ତି- ଶାରଦା ପ୍ରସନ୍ନ ନାୟକ ଓ ଅଜିତ ଦାସ। ଓଡିଆ ସିନେମାରେ ଓଡିଆପଣ ଯଦି କେବେ ଥିଲା, ଏ ଦୁହେଁ ସେଇ ଓଡିଆପଣର ପ୍ରତିନିଧି। ଶାରଦା ପ୍ରସନ୍ନ ନାୟକ,…

ଭାଗ-୩ :ପଥରର ପ୍ରେମକଥା

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଆଉ କିଛି କଥା ରହିଗଲା । ରହିଯାଉ । ମୁଁ ତ ଆଉ ଆତ୍ମଜୀବନୀ ଲେଖିବସୁନି ଯେ କଥା ଅଧା ରହିଗଲେ ଅବଶୋଷ ରହିଯିବ । ନା, ଆତ୍ମକାହାଣୀ ଅଧା ରହିଯାଉ ପଛେ ମୋ’ ପ୍ରେମକାହାଣୀଟି କିନ୍ତୁ ଏଇଠି ଚୁମ୍ବକରେ ସୂଚାଇ ନ ଦେଲେ ସୁଖ ଲାଗିବନି । ଦୁଃଖ ତ…

ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି

ସମାଜ ଯେତେ ପରିବର୍ତ୍ତନର ଧାରାରେ ସାମିଲ୍ ହେଉଛି ସେତେ ସାମାଜିକ ବ୍ୟାଧିଗୁଡ଼ିକୁ ନିଜ ପାଦରେ ଦଳିଚାଲିଛି ଏବଂ ଏହି ବ୍ୟାଧିଗୁଡ଼ିକୁ ନିପାତ କରିବାକୁ ମଧ୍ୟ ନୂଆନୂଆ ପ୍ରୟାସ କରୁଛି । ଆଉ ସେ ପ୍ରୟାସରେ ସଫଳ ହେଉଛି ମଧ୍ୟ । ତା’ମଧ୍ୟରୁ ଏବେ ଆମ ରାଜ୍ୟରେ ଗୋଟିଏ ନୂଆ ସମସ୍ୟା ସୃଷ୍ଟି ହୋଇଛି…

ଘର ନଥିବା ଲୋକ ପାଇଁ “ଘରେ ରୁହନ୍ତୁ-ସୁସ୍ଥ ରୁହନ୍ତୁ”ର ସ୍ଲୋଗାନ!!

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଲକ ଡାଉନ ସମୟରେ ଜଣେ ସାମ୍ବାଦିକ ଭାବରେ ବହୁ ଜାଗା ବୁଲିଛି। ବହୁ ଲୋକଙ୍କୁ ଦେଖିଛି। ବହୁ ଯନ୍ତ୍ରଣା ଓ କଷଣକୁ ଅତି ପାଖରୁ ଦେଖି ଅସହାୟ ଭାବରେ ଠିଆ ହୋଇଛି। ରାଜରାସ୍ତାରେ ଶହ ଶହ କିଲୋମିଟର ଚାଲିବାର ସାହସ ରଖିଥିବା ମଣିଷ ପଟୁଆରକୁ ଦେଖି ଆଖି…

ଭାଗ-୨: ପଥରର ପରଜନ୍ମ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଏ ପୃଥିବୀରେ କିସମ କିସମର ପ୍ରଜାତି ଆମର । ନାନା ଜାତିର ପଥରକୁ ନେଇ କାହିଁ କେଉଁ କାଳୁ ଗଢ଼ିଉଠିଛି ଗୋଟାଏ ବିରାଟ ଶିଳାସମାଜ । କିଏ କହେ ଆମର ପ୍ରାଣ ନାହିଁ - ଆମେ ହେଉଛୁ ନିଷ୍ପ୍ରାଣ ପାଷାଣ ? ଯିଏ କହେ, ସିଏ ମହାମୂର୍ଖ । ଏକବାରେ ଅଜ୍ଞ ।…

ଅଭାବ ନା ଅବହେଳା

ସୃଷ୍ଟିର ଆରମ୍ଭ ଆମ ମହିଳାଙ୍କୁ ନେଇ । ମହିଳା ଯଦି ନ ରହିବେ ତା’ହେଲେ ସଂସାର ଛାରଖାର, ଏକଥା ସମସ୍ତେ ହୃଦୟଙ୍ଗମ କରିଛନ୍ତି । ହେଲେ ବି ଆଜି ଆମେ କେଉଁଠି ନା କେଉଁଠି ମହିଳାମାନଙ୍କ ଅଭାବ ଦେଖୁଛେ । ସବୁ କ୍ଷେତ୍ରରେ ଆମେ ଯେତେ ସଶକ୍ତ ମହିଳାଙ୍କୁ କରୁଛେ ବୋଲି ଯେତେ ଉଦାହରଣ ଭାଷଣବାଜିରେ…