Latest Odisha News

BREAKING NEWS

Browsing Category

ଆଲେଖ

ଅର୍ଥନୀତିର ଅର୍ଥାନ୍ତର…

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଦୁନିଆ ଦୋହଲା ଦୁଃଖ କଷ୍ଟ ବେଦନା ଆଉ ଯାତନାର ଜୂପକାଠରେ ବଳିପଡିବାକୁ ଯାଉଥିବା ଅର୍ଥନୀତି ଏବେ ବଦଳାଇଦେବ ତା’ର ଚିର ପରିଚିତ ସଂଜ୍ଞା । ଜୀବନଶୈଳୀର ଅଦ୍ଭୁତପୂର୍ବ ପରିବର୍ତ୍ତନ ଆଜି ଅର୍ଥନୀତିକୁ ତା’ର ସଂଜ୍ଞା ପରିବର୍ତ୍ତନ ପାଇଁ ବାଧ୍ୟ…

ଘୋଷ ଯାତ୍ରା ଓଡିଆ ସ୍ୱାଭିମାନର ପ୍ରତୀକ

ମୁଁ  ଭକ୍ତ ସାଲବେଗ ନୁହେଁ, ନା ମୁଁ ବଳରାମ ଦାସ, ନା ଦାସିଆ ବାଉରୀ, ନା ଗଣମାଧ୍ୟମରେ ସିଧା ପ୍ରସାରଣର ଭାଷ୍ୟକାର, ନା ମୁଁ ମହାପ୍ରଭୁଙ୍କୁ ରତ୍ନ ବେଦୀରେ ଅଟକାଇ ଦେବି। ହେଲେ ମହାପ୍ରଭୁଙ୍କ ସଙ୍ଗେ କିଛି ନିଜର ଭାବ ଅବା ଅଭିମାନ ଥିବା ହେତୁ ଇଚ୍ଛା ହେଲା କିଛି ପରିପ୍ରକାଶ କରିବା ପାଇଁ।…

ଛଳନା ଓ ବର୍ବରତାର ଅନ୍ୟନାମ କମ୍ୟୁନିଷ୍ଟ ଚୀନ୍

ସୋମେଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ସାମ୍ପ୍ରତିକୀ ଭାରତର ନୂଆ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ପୂର୍ବରେ ଅବସ୍ଥିତ ସାମରିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଗଲୱାନ୍‌ ନଦୀ ଉପତ୍ୟକାକୁ କବ୍ଚାକରିବା ଲକ୍ଷ୍ୟରେ ଚୀନ୍ ଜୁନ୍ ୧୫ତାରିଖ ଦିନ ଯେଉଁ ଖଳବୁଦ୍ଧି ପ୍ରୟୋଗକଲା ତାହା ଦେଶବାସୀଙ୍କୁ…

ଅନାଦର ନୁହେଁ, ଗ୍ରହଣ କରନ୍ତୁ…

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ଶୀର୍ଷକଟି ଶୁଣିବାକୁ ଟିକେ ଅଲଗା ଲାଗୁଛି । ହେଲେ ଏହାର ମର୍ମକୁ ବୁଝିଲେ ଆପଣ ବି ଏଇ କଥାକୁ ଦୋହରାଇବେ । ପୂର୍ବରୁ ଆପଣଙ୍କ ଠାରେ ଚାଷୀର ମର୍ମବେଦନାକୁ ନିଜ ପାରୁ ପର୍ଯ୍ୟନ୍ତ ଉପସ୍ଥାପନ ବି କରିଛି । ତେବେ ଏଇ…

ଦୈନନ୍ଦିନ ଜୀବନରେ ଯୋଗର ଉପକାରିତା

(ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗଗୁରୁ ଦୀପକ ରଞ୍ଜନ ବେହେରାଙ୍କ ଆଲେଖ) ମନୁଷ୍ୟ ଶରୀର ରୋଗର ମନ୍ଦିର, ମନୁଷ୍ୟର ଦେହ ଅଛି ଅର୍ଥାତ୍ କିଛି ନା କିଛି ରୋଗ ରହିଛି । ମନୁଷ୍ୟ ଶରୀରରେ ଅନେକ ପ୍ରକାରର ଛୋଟ ବଡ ରୋଗର ଲକ୍ଷଣ ଦେଖିବାକୁ ମିଳିଥାଏ । କିନ୍ତୁ ଯଦି ଆମ ଜୀବନଧାରାରେ ପ୍ରତ୍ୟେକ ଦିନ…

‘ମୁଁ’ ସେଇ ‘ଦେହୀ’ କି ?

ସକାଳୁ ଟି.ଭି. ବା ରେଡିଓ, ଏପରିକି ଫୋନ୍ କଲେ ‘ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ, ମାସ୍କ ପିନ୍ଧନ୍ତୁ, ବାର ବାର ସାବୁନ୍‌ରେ ହାତ ଧୁଅନ୍ତୁ’- ଏହି ମର୍ମରେ ବାକ୍ୟଗୁଡିଏ ଏବେ ଶୁଣିବାକୁ ମିଳୁଛି । ଏହା ‘କରୋନା’ର ଦାନ । ସମସ୍ତଙ୍କ ଭଲ ପାଇଁ ସମସ୍ତଙ୍କୁ ଏ କଥା କୁହାଯାଉଛି । ଖୁବ୍ ଭଲ କଥା…

ମାନସିକ ବିଷାଦ, ଆମେ ଓ ସୁଶାନ୍ତ ରାଜପୁତ

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ପାର୍ଥ ବୋଲି ମୋର ସାନ ଭାଇଟେ ଅଛି । ଗଲାବର୍ଷ ଆମେ ହାଇଦ୍ରାବାଦ ଯାଇଥାଉ । ସେ ଯେଉଁ ବିଶ୍ୱବିଦ୍ୟାଳୟରେ ପଢୁଥିଲା, ସେ ବିଶ୍ୱବିଦ୍ୟାଳୟ ବୁଲିବାକୁ ଗଲୁ । ବୁଲୁଥିବା ବେଳେ ଅଚାନକ ମୁଁ ୨୦୧୭ ମସିହାରେ ଯେଉଁ ମାନସିକ…

ବୌଦ୍ଧିକତା ଓ ଓଡ଼ିଶା

ଠିକ ଯେପରି ଏଊଚ (ଘରୋଇ ଉତ୍ପାଦନ ସମୂହ) କୁ ମାନବ ବିକାଶର ଏକ ବ୍ୟାପକ ମାପ ବୋଲି କହିବା ଅନୁଚିତ, ଓଛ (ବୌଦ୍ଧିକ ସ୍ତର) କୁ ବୌଦ୍ଧିକତାର ଏକ ବିସ୍ତୃତ ପରିମାପ ଭାବରେ ଗ୍ରହଣ କରିବା ମଧ୍ୟ ଉଚିତ ନୁହଁ। ପୂର୍ବ ଶହେ ବର୍ଷରେ ମାନବ ଜାତିର ଓଛ ସାଧାରଣତଃ ପ୍ରତି ଦଶକରେ ତିନି ଅଙ୍କ ଅର୍ଥାତ…

ଶହେ ବର୍ଷ ତଳର ଏକ ରଥଯାତ୍ରା ରିପୋର୍ଟ, ହଇଜା ଓ କରୋନାର ସଂଯୋଗ

ପ୍ରତି ମଙ୍ଗଳବାର କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଇତିହାସ ଅନେକ ସମୟରେ ବର୍ତ୍ତମାନ ସମୟର ଦର୍ପଣ ଭଳି ହଠାତ ଠିଆ ହୋଇପଡେ। ଲାଗେ, ସମୟ ସହିତ ଘଟଣା ଓ ଚରିତ୍ରମାନେ ନିଜକୁ ପୁଣି ଥରେ ସମାନ ଭାବରେ ସାବ୍ୟସ୍ତ କରୁଛନ୍ତି। ଶହ ଶହ ବର୍ଷ ଧରି ସମାନ ଘଟଣା ଯେମିତି ନିରନ୍ତର ଘଟି…

ମହକହୀନ ରଜ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ରଜ ଛୁଟିରେ ବାପାଙ୍କ ସହିତ ଗାଁ’କୁ ବୁଲିବାକୁ ଗଲେ ସାରା ପରିବାର । ଆଜିକାଲି ଗାଁ’ରେ ତ ଘରେ ଘରେ କେବୁଲ୍ ଟିଭି । ଗାଁ’ରେ ପିଲାମାନେ ଟିଭିରେ ତାଙ୍କ ପ୍ରିୟ ସିରିଏଲ୍ ଦେଖିବାରେ ବ୍ୟସ୍ତ ରହିଲେ ଓ ମୋବାଇଲ୍‌ରେ ମୁହଁ ପୁରେଇ ସମୟ…