Latest Odisha News

BREAKING NEWS

Browsing Category

ଆଲେଖ

ଈଶ୍ୱର ଅଲ୍ଲାହ ତେରୋନାମ….

ଗୋଟେ ସାମାଜିକ କାର୍ଯ୍ୟକ୍ରମର ପ୍ରସ୍ତୁତି ପାଇଁ ଅନୁଜ ଆଉ ମୁଁ ବ୍ୟସ୍ତ ଥିଲୁ । କେଉଁଠୁ ଜଳଖିଆ ଆସିବ, କେଉଁଠି ବ୍ୟାନର ତିଆରି ହେବ, ଅତିଥିଙ୍କ ପାଇଁ କେଉଁଠୁ ଉପହାର ଆସିବ ସେହି କାମରେ ଦି ଜଣ ଯାକ ବ୍ୟସ୍ତ ଥାଉ । ଆମେ ଅତିଥିଙ୍କୁ ଫୁଲତୋଡା ଦେବା ପରିବର୍ତ୍ତେ ଗଛ ଉପହାର ଦେଉ । ଏହାରି…

ଭୋକ-ରୋଗ ଅସମ୍ଭାଳ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ସମ୍ପ୍ରତି ରୋଗ ଓ ଭୋକ କବଳରେ ସାରା ବିଶ୍ୱବାସୀ । ଜୀବଜଗତ ଆଉଟୁପାଉଟୁ ହେଉଛନ୍ତି । ବିଜ୍ଞାନ ସବୁଠୁ ବଡ ସାଂଘାତିକ ରୋଗ ଓ ଭୋକକୁ ବିନାଶ କରିବାର ଉପାୟ ବାହାର କରିପାରିନାହିଁ । କରୋନା ଭୂତାଣୁ ବିଶ୍ୱ ମହାମାରୀବେଳେ କିଛି କିଛି ସମ୍ବାଦ…

ସବୁର ସମାଧାନ ନୁହେଁ ସର୍ଜିକାଲ୍ ଷ୍ଟ୍ରାଇକ୍‌

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ସମୟର ସ୍ୱର କୋଭିଡ଼୍‌-୧୯ ବା କରୋନାର ଆକ୍ରମଣରେ ସାରା ବିଶ୍ୱ ଆଜି ହାହାକାର । ସେଥିପାଇଁ କୋଭିଡ଼୍‌-୧୯କୁ ବିଶ୍ୱମହାମାରୀର ଆଖ୍ୟାା ଦିଆଯାଇଛି । ବିଶ୍ୱର ୨୦୦ରୁ ଉର୍ଦ୍ଧ୍ୱ ଦେଶ ବର୍ତମାନ ଏହି ମହାମାରୀର କବଳରେ । ଚୀନ୍‌ର ଉହାନ୍ ସହରରୁ ଆରମ୍ଭ…

ଲକ୍ ଡାଉନ୍ ଅନୁଚିନ୍ତା: ଆସ ଜୀବନର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା…

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ସମୟର ସ୍ୱର ଜଙ୍ଗଲ ଭିତରେ ପ୍ରତିଯୋଗିତା ଚାଲୁଥିବା ବେଳେ ଆମେ ଜଙ୍ଗଲର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଭୂଲିଯାଉ । ଆମର ଲକ୍ଷ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ବିନ୍ଦୁରେ କେନ୍ଦ୍ରିତ ଥାଏ । କେମିତି ପ୍ରତିଯୋଗିତାରେ ବିଜୟୀ ହେବା । କିନ୍ତୁ ତା ବାହାରେ…

ବିଶେଷ ପିଲାମାନଙ୍କ ଉପରେ କରୋନାର ପ୍ରଭାବ ଓ ପ୍ରତିକାର…

କରୋନା ଭୂତାଣୁ ସଂକ୍ରମଣ ପ୍ରଭାବ ଓ ପ୍ରତିକାର ନେଇ ଡା. ଦୁର୍ଗା ପ୍ରସାଦ ମିଶ୍ରଙ୍କ ଆଲେଖ କରୋନା ଭୂତାଣୁ ଜନିତ ବିଶ୍ୱବ୍ୟାପୀ ମହାମାରୀ ବୌଦ୍ଧିକ ତଥା ବିକାଶାତ୍ମକ ଅସୁବିଧା ଥିବା ପିଲାମାନଙ୍କ ଅଭିଭାବକଙ୍କ ପାଇଁ ଅତ୍ୟନ୍ତ ଚିନ୍ତାର କାରଣ ସୃଷ୍ଟି କରିଛି । ଏହା ପରୀକ୍ଷିତ ଯେ, ଅକ୍ଷମତା…

ଦକ୍ଷିଣ ଦର୍ଶନ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର... ଦକ୍ଷିଣ ଓଡ଼ିଶା ଦକ୍ଷତାର ଓଡ଼ିଶା, ଦୃପ୍ତତାର ଓଡ଼ିଶା, ଦୁର୍ଦ୍ଦାନ୍ତତାର ଓଡ଼ିଶା । ଦକ୍ଷିଣ ଓଡ଼ିଶା ଦୁର୍ବାର ଓଡ଼ିଶା । ବନଜଂଗଲରୁ ଆରମ୍ଭ କରି ପାହାଡ଼ପର୍ବତର ପ୍ରାଚୁର୍ଯ୍ୟ ଦିନେ ଦକ୍ଷିଣ ଓଡ଼ିଶାକୁ ଦୁର୍ଭେଦ୍ୟ ଦୁର୍ଗର ଦୃଢ଼ ଭାବମୂର୍ତ୍ତି…

ମଣିଷ ଏକାଠି ରହିଲା, ଏହି ମଉକା ଖୋଜୁଥିଲା ମହାମାରୀ…

ଆଦିମ ମଣିଷ ଯେତେବେଳେ ପଶୁ ଶିକାର ଏବଂ ଜଙ୍ଗଲରୁ ଖାଦ୍ୟ ସଂଗ୍ରହ କରି ବଞ୍ଚୁଥିଲା ସେତେବେଳେ ମଧ୍ୟ ସଂକ୍ରାମକ ରୋଗ ଥିଲା । ହେଲେ ଏହା ମହାମାରୀ ରୂପ ନେଉନଥିଲା । ଆଜିକୁ ୧୦ହଜାର ବର୍ଷ ତଳେ ଯେତେବେଳେ ମଣିଷ କୃଷି ଆରମ୍ଭ କଲା, ଗୋଟିଏ ସ୍ଥାନରେ ଅନେକ ଲୋକ ଏକାଠି ରହିଲେ , ସେତେବେଳେ ସଂକ୍ରାମକ…

ଶିକ୍ଷା ବେଳକୁ ସରକାର କଞ୍ଜୁସ୍ କାହିଁକି ?

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ସମୟର ସ୍ୱର... ବେଞ୍ଜାମିନ୍ ଫ୍ରାଙ୍କ୍‌ଲିନ୍ କହିଥିଲେ ଯଦି ତୁମେ କୌଣସି ନିବେଶରୁ ସର୍ବାଧିକ ଲାଭ ପାଇବାକୁ ଚାହୁଁଛ, ତାହା ହେଉଛି ଶିକ୍ଷା । ଶିକ୍ଷା କେବଳ ବର୍ତମାନ ତିଆରି କରିନଥାଏ, ଆମ ଭବିଷ୍ୟତକୁ ବି ସମୃଦ୍ଧଶାଳୀ କରିଥାଏ । କିନ୍ତୁ ଆମ…

ଦୁଃଖ ଅପ୍ରମିତ !

“ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖି ଅବା କେହି ସହୁ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ।” ସମଗ୍ର ବିଶ୍ୱର ଚେତନା ଜଗତକୁ ଉଦବୁଦ୍ଧ ତଥା ସମୃଦ୍ଧ କରିଥିବା ଶ୍ରେଷ୍ଠ ସମାଜ ବିଜ୍ଞାନୀ ସନ୍ଥକବି ଭୀମଭୋଇଙ୍କର ଏହି ଉକ୍ତିର ସାର୍ଥକତା ଓ ବିଚାର, ଆଜି କରୋନାତ୍ରସ୍ତ…

ମୋ ମାଟିର ମହାଶିଳ୍ପୀ…

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’... ହାତର ତୂଳୀରେ କଣ ସାତରଙ୍ଗର ଘରକରଣା? କାନ୍ଧର ଝୁଲାବ୍ୟାଗ୍‌ରେ କଣ ଅଜଣାଅଶୁଣା କୁହୁକଟାପୁର ଠିକଣା? ପାଦର ଚଟିହଳକରେ କଣ ଧୂସର ଛାୟପଥର ଧୂଳିକଣା? ସଂସାର ବୁଝେନା ମାଟିର ମହାଶିଳ୍ପୀକୁ । ଦିନ କ’ଣ ଧରିପାରେ ରାତିର ସ୍ୱପ୍ନକୁ ନା ରାତି…