Latest Odisha News

BREAKING NEWS

Browsing Category

ଆଲେଖ

ବିକାଶ ଶିଡ଼ିରେ ଚାଷୀ…

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’... ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁ ୧୯୫୫ ମସିହା ଅଗଷ୍ଟ ପନ୍ଦର ତାରିଖ ସ୍ୱାଧୀନତା ଦିବସ ଅବସରରେ ଲାଲ୍‌କିଲ୍ଲା ଉପରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇ କହିଥିଲେ, ଖାଦ୍ୟ ଦ୍ରବ୍ୟ ଆମଦାନୀ କରିବା ପ୍ରତ୍ୟେକ…

ହାରି ନାହାନ୍ତି ହୀରାମଣି…

ବାରିପଦା: ଆଜିର ସଭ୍ୟ ସମାଜରେ ନାରୀ ମାନଙ୍କର ଆସନ ବହୁ ଉଚ୍ଚରେ । ସଂପ୍ରତି ନାରୀ ଆଉ ଘରର ଚାରି କାନ୍ଥ ମଧ୍ୟରେ ଆବଦ୍ଧ ନରହି ପୁରୁଷଙ୍କ ସମକକ୍ଷ ହୋଇ ଆତ୍ମନିର୍ଭରଶୀଳ ହେବା ପାଇଁ ଚେଷ୍ଟା କରୁଛି । ପାରିବାରିକ ଦାୟିତ୍ୱ ଏବଂ କର୍ମକ୍ଷେତ୍ର ଦୁଇଟି ମଧ୍ୟରେ ତାଳମେଳ ରକ୍ଷା କରି ଆଗକୁ ବଢିବାକୁ…

ଉପାନ୍ତରୁ ଆକାଶ: ଏକ ଯାତ୍ରାର ନାଁ ଅନୁପ୍ରିୟା

ଆଦିବାସୀ ଅଧ୍ୟୁଷିତ ଏବଂ ମାଓ ପ୍ରବଣ ମାଲକାନଗିରି ଜିଲ୍ଲାର ଆଦିବାସୀ ପରିବାରର ଝିଅ ଅନୁପ୍ରିୟା ମଧୁମିତା ଲାକ୍ରା । ପିଲାଟି ଦିନରୁ ପାଇଲଟ ହୋଇ ଉଡାଯାହାଜ ଉଡାଇବାର ସ୍ୱପ୍ନ ଦେଖିଥିଲେ ସେ । ସ୍ୱପ୍ନ କଣ ସେବେଠାରୁ ହିଁ ଏହାକୁ ଜୀବନର ଲକ୍ଷ୍ୟ କରି ଆଗକୁ ବଢିବାର ଦୃଢ଼ସଂକଳ୍ପ ନେଇଥିଲେ…

ଦୁର୍ଗମ ଗାଆଁ’ର ଦୃଢମନା ଝିଅ ମୁନି ଟିଗା; ଓଡ଼ିଶାର ପ୍ରଥମ ମହିଳା ଲୋକୋ ପାଇଲଟ୍‌

ସୁନ୍ଦରଗଡ ଜିଲ୍ଲାର ବଣଜଙ୍ଗଲ ଘେରା ରୁତକୁକୁଡି ଗାଁ । ଗରିବ କୃଷକ ପରିବାରର ଝିଅ ମୁନି ଟିଗା । ସାତ ଭାଇ ଭଉଣୀ ଓ ବାପା ମାଆଙ୍କୁ ନେଇ ପରିବାର । ଘରେ ପାଠ ପଢିବା ତ ଦୂରେ ଥାଉ ଓଳିଏ ପେଟ ଭରି ଖାଇବା ମିଳିବା ବି ଥିଲା କଷ୍ଟକର । ପିଲାଟି ବେଳରୁ ମୁନିଙ୍କର କିନ୍ତୁ ପାଠ ପଢା ପ୍ରତି ପ୍ରବଳ…

ବାହ୍ୟ ମଳମୁକ୍ତ ଗ୍ରାମ: ଉଚ୍ଚ ସ୍ୱରରେ କୁହାଯାଉଥିବା ଏକ ଅର୍ଦ୍ଧସତ୍ୟ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’... ରାସ୍ତାରେ ଯାଉଥିବା ସମୟରେ ଦୁଇପଟେ ପଡ଼ୁଥିବା ଗାଁ’ ଗୁଡ଼ିକର ଆରମ୍ଭ ମୁଣ୍ଡରେ ‘ବାହ୍ୟ ମଳମୁକ୍ତ ଗ୍ରାମ’ ଲେଖାଥିବା ଗୋଟିଏ ସିମେଂଟ ଫଳକ ସମସ୍ତଙ୍କ ନଜରରେ ପଡ଼ୁଥିବ ନିଶ୍ଚୟ । ପ୍ରାୟ ଚାରି ଫୁଟ୍ ଉଚ୍ଚର ଏହି ସିମେଂଟ ଫଳକ ଅଧିକାଂଶ…

‘ଗାନ୍ଧୀ ଶାନ୍ତି କେନ୍ଦ୍ର’ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀର ଖଣ୍ଡଗିରି-ଉଦୟଗିରି ଗୁମ୍ପାରେ ଗାନ୍ଧୀ ଶାନ୍ତି କେନ୍ଦ୍ରକୁ ଉଦଘାଟନ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଡ଼ିଜିଟାଲ୍ ସମ୍ପନ୍ନ ସଂଗ୍ରହାଳୟରେ ମହାତ୍ମା ଗାନ୍ଧୀଙ୍କ ବ୍ୟବହୃତ କିଛି ଜିନିଷ ଗୁଡ଼ିକୁ ନେଇ ୬ଟି ଗ୍ୟାଲେରୀ ରହିଛି । ଏହି…

ଆଇଆଇଏମ୍‍ସି ଢେଙ୍କାନାଳରେ ପୁରାତନ ଛାତ୍ର ସଂଘର ବୈଠକ: ୪ ଶିକ୍ଷାର୍ଥୀଙ୍କୁ ମେଧାବୃତ୍ତି

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ରେ ପୁରାତନ ଛାତ୍ର ସଂଘର ବୈଠକ ଅନୁଷ୍ଠିତ ହୋଇଛି । ଆଇଆଇଏମ୍‍ସି ପୁରାତନ ଛାତ୍ର ସଂଘ (ଆଇଆଇଏମ୍‍ସିଏଏ) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚଳିତ ଶିକ୍ଷାବର୍ଷର ୪ ଶିକ୍ଷାର୍ଥୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି । ଓଡ଼ିଆ…

ସ୍ୱାଧୀନତା ସଂଗ୍ରାମ, ଗାନ୍ଧୀଜୀ ଓ ଅନନ୍ତକୁମାରମାନେ…

୧୯୪୭ ଅଗଷ୍ଟ ୧୫ ତାରିଖରେ ଭାରତ ସ୍ୱାଧୀନ ହେଲା । ଏଥିପାଇଁ ଜାତିର ଜନକ ମହାମାନବ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଯେଉଁ ସତ୍ୟାଗ୍ରହ ଆନ୍ଦୋଳନ ଚାଲିଥିଲା ସେଥିରେ ବହୁ ଦେଶପ୍ରେମୀ ବଳିଦାନ ଦେଇଥିଲେ । ଲକ୍ଷ ଲକ୍ଷ ସଂଗ୍ରାମୀ କାରାବରଣ କରିଥିବା ବେଳେ ଆଉ ଅନେକ ବ୍ରିଟିଶ୍‍ ପ୍ରଶାସନର…

ଜାଣନ୍ତୁ, ଏହି ୩ ଭାରତୀୟ ସନ୍ଥଙ୍କ ଚମତ୍କାରିତା: ଦେହାନ୍ତ ପରେ ମିଳି ନ’ଥିଲା ଶରୀର !

ମହାନ ଭାରତୀୟ ସଂସ୍କୃତି ଆଜି ସମଗ୍ର ବିଶ୍ୱକୁ ଦିଗଦର୍ଶନ ଦେଇପାରିଛି । ଭାରତୀୟ ଧର୍ମ, ପରମ୍ପରା, ଐତିହ୍ୟ ତଥା ସାଂସ୍କୃତିକ ବୈଚିତ୍ର‌୍ୟତା ମଧ୍ୟରେ ରହିଛି ଚମତ୍କାରିତା । ହଜାର ହଜାର ବର୍ଷ ପୂର୍ବରୁ ତଥା ଆଜି ପର୍ଯ୍ୟନ୍ତ ଏହି ଦେଦଭୂମି ଭାରତବର୍ଷରେ ଆଧ୍ୟାତ୍ମିକ ଅନୁଭୂତି ତଥା ଅଲୌକକିତାରେ…

ସଙ୍ଗାତ ଥିଲା ସେ…

ଅବଶ୍ୟ ଏ କାହାଣୀ ଘଟିଲା ବେଳକୁ ମୋ ବାପା ସ୍କୁଲରେ ପଢୁଥିଲେ। ମୋ ବାପାଙ୍କ ପିଉସୀ ଜାନିଆ ଦେଈ ଗୋଟେ ରେଡ଼ିଓ ନେଇ ଯାଇଥିଲା ତା’ ସାଙ୍ଗରେ ବାହାଘର ପରେ । ଜାନିଆ ଦେଈ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲା । ଆମ ଗାଁରେ ତ ସେତେବେଳେ ସ୍କୁଲ ନଥିଲା । ଜାନିଆ ଦେଈ ଓ ପାରା ଦେଈ ଯାଉଥିଲେ…