Latest Odisha News

BREAKING NEWS

Browsing Category

ଆଲେଖ

ଲକ୍‌ଡାଉନରେ ନୂଆବର୍ଷ; କରୋନାର କରୁଣ ଚିତ୍ର…

ଆମର ବଙ୍ଗଳା ନୂଆ ବର୍ଷ ହଉଚି ପଇଲା ବୈଶାଖ ଯାହା ପ୍ରାୟତଃ ପଡେ ଏପ୍ରିଲ ୧୪। ସମସ୍ତଙ୍କ ଶୁଭେଚ୍ଛା ଜଣାଇବା ଆଉ ମନ୍ଦିରରେ ମଙ୍ଗଳମନାସୀ ଦୀପ ଦାନ କରି ନୂଆବର୍ଷକୁ ଆଦରି ନିଏ। କିନ୍ତୁ, ଏବର୍ଷ ଥିଲା ଏକ ନୂଆ ଢଂଗର ବର୍ଷର ପ୍ରାରମ୍ଭ। ପ୍ରାୟ ମାସେକାଳ ଘରବନ୍ଦୀ ଆମେ, ସେଥିରୁ ଆମର ଈଶ୍ୱର…

କାହାଣୀର ନାଁ ଭୋକର ଭୂଗୋଳ

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ... ଦୁଇ ଦିନ ତଳର ଘଟଣା । ଅପ୍ରେଲ ୧୩ ତାରିଖର । ସାଇକେଲରେ କ୍ଷୀର ନେଇ ଯାଉଥିବା ମଣିଷଟିର ସାଇକେଲ କୌଣସି କାରଣରୁ ଓଲଟି ପଡ଼ିଲା । ତାହା ଆଗ୍ରା ସହରର ରାମବାଗ ଚୌରାହର ଘଟଣା । ସବୁତକ କ୍ଷୀର ଢାଳି ହୋଇଗଲା । ଆପଣ ଭାବି…

ଘଡ଼ିସନ୍ଧି ସମୟରେ ଗୁଡ୍ ସାଇନ୍ସ

ଗୋଟାଏ ଅଦୃଶ୍ୟ ଭୂତାଣୁର ବିଭୀଷିକାରୁ ବର୍ତ୍ତିବା ପାଇଁ ମନୁଷ୍ୟ ସକଳ ଚେଷ୍ଟା ଜାରିରଖିଛି| ଏହି ସମୟରେ ସରକାର ଓ ଜନସାଧାରଣଙ୍କ ପ୍ରତିକାରମୂଳକ ପଦକ୍ଷେପ ସ୍ପଷ୍ଟ ଦୃଷ୍ଟିଗୋଚର ହେଉଥିଲା ବେଳେ ଚିକିତ୍ସା ବ୍ୟବସ୍ଥା ମାଧ୍ୟମରେ ବିପଜ୍ଜନକ କରୋନା ସଂକ୍ରମଣରୁ ମାନବ ସମାଜକୁ ରକ୍ଷାକରିବା ପାଇଁ…

ଈଶ୍ୱର ଅଲ୍ଲାହ ତେରୋନାମ….

ଗୋଟେ ସାମାଜିକ କାର୍ଯ୍ୟକ୍ରମର ପ୍ରସ୍ତୁତି ପାଇଁ ଅନୁଜ ଆଉ ମୁଁ ବ୍ୟସ୍ତ ଥିଲୁ । କେଉଁଠୁ ଜଳଖିଆ ଆସିବ, କେଉଁଠି ବ୍ୟାନର ତିଆରି ହେବ, ଅତିଥିଙ୍କ ପାଇଁ କେଉଁଠୁ ଉପହାର ଆସିବ ସେହି କାମରେ ଦି ଜଣ ଯାକ ବ୍ୟସ୍ତ ଥାଉ । ଆମେ ଅତିଥିଙ୍କୁ ଫୁଲତୋଡା ଦେବା ପରିବର୍ତ୍ତେ ଗଛ ଉପହାର ଦେଉ । ଏହାରି…

ଭୋକ-ରୋଗ ଅସମ୍ଭାଳ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ସମ୍ପ୍ରତି ରୋଗ ଓ ଭୋକ କବଳରେ ସାରା ବିଶ୍ୱବାସୀ । ଜୀବଜଗତ ଆଉଟୁପାଉଟୁ ହେଉଛନ୍ତି । ବିଜ୍ଞାନ ସବୁଠୁ ବଡ ସାଂଘାତିକ ରୋଗ ଓ ଭୋକକୁ ବିନାଶ କରିବାର ଉପାୟ ବାହାର କରିପାରିନାହିଁ । କରୋନା ଭୂତାଣୁ ବିଶ୍ୱ ମହାମାରୀବେଳେ କିଛି କିଛି ସମ୍ବାଦ…

ସବୁର ସମାଧାନ ନୁହେଁ ସର୍ଜିକାଲ୍ ଷ୍ଟ୍ରାଇକ୍‌

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ସମୟର ସ୍ୱର କୋଭିଡ଼୍‌-୧୯ ବା କରୋନାର ଆକ୍ରମଣରେ ସାରା ବିଶ୍ୱ ଆଜି ହାହାକାର । ସେଥିପାଇଁ କୋଭିଡ଼୍‌-୧୯କୁ ବିଶ୍ୱମହାମାରୀର ଆଖ୍ୟାା ଦିଆଯାଇଛି । ବିଶ୍ୱର ୨୦୦ରୁ ଉର୍ଦ୍ଧ୍ୱ ଦେଶ ବର୍ତମାନ ଏହି ମହାମାରୀର କବଳରେ । ଚୀନ୍‌ର ଉହାନ୍ ସହରରୁ ଆରମ୍ଭ…

ଲକ୍ ଡାଉନ୍ ଅନୁଚିନ୍ତା: ଆସ ଜୀବନର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା…

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ସମୟର ସ୍ୱର ଜଙ୍ଗଲ ଭିତରେ ପ୍ରତିଯୋଗିତା ଚାଲୁଥିବା ବେଳେ ଆମେ ଜଙ୍ଗଲର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଭୂଲିଯାଉ । ଆମର ଲକ୍ଷ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ବିନ୍ଦୁରେ କେନ୍ଦ୍ରିତ ଥାଏ । କେମିତି ପ୍ରତିଯୋଗିତାରେ ବିଜୟୀ ହେବା । କିନ୍ତୁ ତା ବାହାରେ…

ବିଶେଷ ପିଲାମାନଙ୍କ ଉପରେ କରୋନାର ପ୍ରଭାବ ଓ ପ୍ରତିକାର…

କରୋନା ଭୂତାଣୁ ସଂକ୍ରମଣ ପ୍ରଭାବ ଓ ପ୍ରତିକାର ନେଇ ଡା. ଦୁର୍ଗା ପ୍ରସାଦ ମିଶ୍ରଙ୍କ ଆଲେଖ କରୋନା ଭୂତାଣୁ ଜନିତ ବିଶ୍ୱବ୍ୟାପୀ ମହାମାରୀ ବୌଦ୍ଧିକ ତଥା ବିକାଶାତ୍ମକ ଅସୁବିଧା ଥିବା ପିଲାମାନଙ୍କ ଅଭିଭାବକଙ୍କ ପାଇଁ ଅତ୍ୟନ୍ତ ଚିନ୍ତାର କାରଣ ସୃଷ୍ଟି କରିଛି । ଏହା ପରୀକ୍ଷିତ ଯେ, ଅକ୍ଷମତା…

ଦକ୍ଷିଣ ଦର୍ଶନ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର... ଦକ୍ଷିଣ ଓଡ଼ିଶା ଦକ୍ଷତାର ଓଡ଼ିଶା, ଦୃପ୍ତତାର ଓଡ଼ିଶା, ଦୁର୍ଦ୍ଦାନ୍ତତାର ଓଡ଼ିଶା । ଦକ୍ଷିଣ ଓଡ଼ିଶା ଦୁର୍ବାର ଓଡ଼ିଶା । ବନଜଂଗଲରୁ ଆରମ୍ଭ କରି ପାହାଡ଼ପର୍ବତର ପ୍ରାଚୁର୍ଯ୍ୟ ଦିନେ ଦକ୍ଷିଣ ଓଡ଼ିଶାକୁ ଦୁର୍ଭେଦ୍ୟ ଦୁର୍ଗର ଦୃଢ଼ ଭାବମୂର୍ତ୍ତି…

ମଣିଷ ଏକାଠି ରହିଲା, ଏହି ମଉକା ଖୋଜୁଥିଲା ମହାମାରୀ…

ଆଦିମ ମଣିଷ ଯେତେବେଳେ ପଶୁ ଶିକାର ଏବଂ ଜଙ୍ଗଲରୁ ଖାଦ୍ୟ ସଂଗ୍ରହ କରି ବଞ୍ଚୁଥିଲା ସେତେବେଳେ ମଧ୍ୟ ସଂକ୍ରାମକ ରୋଗ ଥିଲା । ହେଲେ ଏହା ମହାମାରୀ ରୂପ ନେଉନଥିଲା । ଆଜିକୁ ୧୦ହଜାର ବର୍ଷ ତଳେ ଯେତେବେଳେ ମଣିଷ କୃଷି ଆରମ୍ଭ କଲା, ଗୋଟିଏ ସ୍ଥାନରେ ଅନେକ ଲୋକ ଏକାଠି ରହିଲେ , ସେତେବେଳେ ସଂକ୍ରାମକ…