Latest Odisha News

BREAKING NEWS

Browsing Category

ଆଲେଖ

ମହାପ୍ରଭୁଙ୍କ ପ୍ରିୟ ବନ୍ଧୁ – ଭକ୍ତ ବନ୍ଧୁ ମହାନ୍ତି

ଭକ୍ତର ଭକ୍ତି ଭାବଧାରାରେ ବନ୍ଧା ଭଗବାନ । ଭକ୍ତର ପ୍ରଚୁର ଭକ୍ତିର ଶକ୍ତି ହିଁ ଭଗବାନ ଓ ଭକ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିପାରିଥାଏ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଶ୍ରୀକ୍ଷେତ୍ର ଧାମରେ ଅସଂଖ୍ୟ ଭକ୍ତଙ୍କର ଅଲୌକିକ ଅନୁଭୂତି ଘଟିଚାଲିଛି । ଦାରୁରୂପୀ ପରଂବ୍ରହ୍ମ…

ରାହୁଲ ମତେ ଆଲିଙ୍ଗନ କରିବା ପୂର୍ବରୁ ୧୦ ଥର ଚିନ୍ତା କରିବେ: ଯୋଗୀ ଆଦିତ୍ୟନାଥ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଲିଙ୍ଗନ କରିବା ଘଟଣାକୁ ନେଇ କଡ଼ା ଟିପ୍ପଣୀ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀ କହିଛନ୍ତି “ରାହୁଲ ଗାନ୍ଧୀ ତାଙ୍କୁ ଆଲିଙ୍ଗନ କରିବାକୁ ୧୦ ଥର ଚିନ୍ତା କରିବେ ।” ଘଟଣାକୁ ରାଜନୈତିକ…

ସୁନାବେଶର ରହସ୍ୟ: ମହାପ୍ରଭୁ କାହିଁକି ଓ କି କି ସ୍ୱର୍ଣ୍ଣାଳଙ୍କାର ପିନ୍ଧନ୍ତି ରଥରେ

ପୁରୀ : ପରମାତ୍ମା ସେ ପରମବ୍ରହ୍ମ ସେ, ସେ ଅନାଦି ସେ ଅନ୍ତ । ଶ୍ରୀଜଗନ୍ନାଥ ହିଁ ଆରମ୍ଭ ସେହି ଶେଷ । ସେ କୃପାମୟ ସେ ଲୀଳାମୟ ମହାପ୍ରଭୁ ଅନ୍ତର୍ଯ୍ୟାମୀ । ଜୀବର ପରମ ଗତିର ଅନ୍ତିମସ୍ଥଳୀ ସେହି ପରମାତ୍ମା ଦାରୁବ୍ରହ୍ମ ରୂପୀ ଶ୍ରୀଜଗନ୍ନାଥ । ଜୀବାତ୍ମାର ପରମ ଉଦ୍ଦେଶ୍ୟ ପରମାତ୍ମାରେ ଲୀନ…

ବାହୁଡୁଛନ୍ତି ଆଜି ମହାବାହୁ: ପହଣ୍ଡି କରି ରଥାରୂଢ ହେଲେ ତିନି ଠାକୁର, ଗଜପତି କଲେ ଛେରାପହଁରା

ପୁରୀ: ଆଜି ହେଉଛି ଆଷାଢ ଶୁକ୍ଳ ଦଶମୀ ତିଥି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରା । ଭାଇ ଭଉଣୀଙ୍କ ସହ ମାଉସୀ ଘରେ ପିଠା ମିଠା ଖାଇ ମଉଜ ମଜଲିସ କରି ଘର ବାହୁଡୁଛନ୍ତି ମହାପ୍ରଭୁ । ଶରଧାବାଲିରେ ଲକ୍ଷାଧିକ ଶ୍ରଦ୍ଧାଳୁ୍ଙ୍କ ଭିଡ଼ । ମହାପ୍ରଭୁଙ୍କ ମାନବୀୟ ଲୀଳା ସ୍ୱଚକ୍ଷୁରେ…

ଝାଞ୍ଜି ଖରାରେ ମହାପ୍ରଭୁ ପିଇଲେ ମାଣିକ ଦହି…

ଦୃଢ ବିଶ୍ୱାସ ଓ ଭକ୍ତି ଭାବନାରେ ବନ୍ଧା ସେହି ଦାରୁବ୍ରହ୍ମ ରୂପୀ ପରଂବ୍ରହ୍ମ ଶ୍ରୀଜଗନ୍ନାଥ । ଭକ୍ତର ସରଳ, ନିଷ୍କପଟ ହୃଦୟରେ ମହାପ୍ରଭୁ ବାନ୍ଧି ହୋଇଯାଆନ୍ତି ଚିରକାଳ । ଭକ୍ତ ଚାହିଁଲେ ସ୍ୱହୃଦୟରେ ତା’ର ଅନ୍ତର୍ଯ୍ୟାମୀ ପରମାତ୍ମାଙ୍କୁ ଜ୍ଞାନଚକ୍ଷୁରେ ଦର୍ଶନ କରିପାରିବ । ଏଥିଲାଗି ଦରକାର…

ଶ୍ରୀଜଗନ୍ନାଥଙ୍କ ଦେହରେ ଶ୍ରୀରାମଙ୍କୁ ଦର୍ଶନ କଲେ ସନ୍ଥ ତୁଳସୀ

ନୀଳାଚଳ ନିବାସୀ ମହାପ୍ରଭୁ ଶ୍ରୀଜଗନ୍ନାଥ ଯେ ସ୍ୱୟଂ ପରଂବ୍ରହ୍ମ ତାହା ଅନେକଥର ଶ୍ରୀକ୍ଷେତ୍ରସ୍ଥ ଶ୍ରୀମନ୍ଦିରରେ ପ୍ରମାଣିତ ହୋଇଛି । ଏହି ଶ୍ରୀକ୍ଷେତ୍ରସ୍ଥ ଶ୍ରୀମନ୍ଦିର ରତ୍ନ ସିଂହାସନରେ ବିରାଜିତ ହୋଇ ମାନବୀୟ ଲୀଳାଖେଳା କରୁଛନ୍ତି ଦାରୁବ୍ରହ୍ମରୂପୀ ସ୍ୱୟଂ ପରଂବ୍ରହ୍ମ । ପରଂବ୍ରହ୍ମଙ୍କର…

ଧରାକୋଟ ରାଣୀ ସୁକନ୍ୟା ଦେବୀଙ୍କ ଦିବ୍ୟ ଛେରା ପହଁରା: ଦିନକ ପରେ ଦିଗପହଣ୍ଡିରେ ଗଡ଼େ ରଥ

ଜାତି, ଧର୍ମ, ଭାଷା ଓ ବର୍ଣ୍ଣ ନିର୍ବିଶେଷରେ ପୁରୀ ସମେତ ସମଗ୍ର ବିଶ୍ୱରେ ଅନୁଷ୍ଠିତ ହୋଇଥାଏ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା । ଏହି ପବିତ୍ର ଘୋଷଯାତ୍ରାରେ ବ୍ରାହ୍ମଣ-ଚଣ୍ଡାଳ, ଧନୀ-ଗରୀବ ତଥା ରଜା-ପ୍ରଜା ସମସ୍ତଙ୍କ ହୃଦୟରେ ଥାନ୍ତି କେବଳ ସେହି ଦାରୁବ୍ରହ୍ମ ରୂପୀ…

ଭଦ୍ରକରେ ଅନାଥ ଶିଶୁର ସହାୟ ହେଲେ ଆମେରିକୀୟ ଦମ୍ପତି

ଭଦ୍ରକ : ଦୀର୍ଘ ୬ ବର୍ଷ ତଳର କଥା ଆଜି ମନେପଡୁଛି । ସେଦିନ ଥିଲା ୧୮ ଫେବୃଆରୀ ୨୦୧୨ ମସିହା । ମଶାଣି ନିକଟସ୍ଥ ବସଷ୍ଟାଣ୍ଡର ଅଳିଆ ଗଦାରେ ସଦ୍ୟଜାତ ଶିଶୁଟିଏ କୁଆଁ କୁଆଁ କାନ୍ଦୁଛି । ବୁଲା ଡ଼ାହାଳ କୁକୁରଟିଏ ସେଇ ଜୀବନ୍ତ ଶିଶୁଟିର କୋମଳ ହାତଟିକୁ ଖଣ୍ଡିଆ ଖାବରା କରି ଖାଇବାରେ ଲାଗିଛି ।…

ଭଦ୍ରକରେ ଚାଞ୍ଚଲ୍ୟ: ଧରାପଡ଼ିଲେ ୧୨୬ଟି ନାଗସାପଙ୍କ ୫ଟି ‘ନାଗ-ନାଗୁଣୀ’ ମା’ବାପା

ଭଦ୍ରକ: ଦୁଇଦିନ ପୂର୍ବରୁ ଶତାଧିକ ସାପ ଯେଉଁ ସ୍ଥାନରୁ ଧରାପଡ଼ିଥିଲେ ସେହି ସ୍ଥାନରୁ କିଛି ଘଣ୍ଟା ପରେ ପୁଣି ଧରାପଡ଼ିଛନ୍ତି ବିଷଧର ୫ଟି ନାଗନାଗୁଣୀ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଶ୍ୟାମପୁର ଗ୍ରାମର ପାଇକସାହିରେ ବିଜୟ ଭୁୟାଁଙ୍କ ଘର ମଧ୍ୟରୁ ଉଦ୍ଧାର କରାଯାଇଥିଲା ଶତାଧିକ ନାଗସାପ…