Latest Odisha News

BREAKING NEWS

Browsing Category

ଆଲେଖ

ଗାଁ’ରେ ଗଣେଶ ପୂଜା…

- ଓଦା ମାଟିରେ ପାଦଚିହ୍ନ - ( ନିୟମିତ ସ୍ତମ୍ଭ ) ଗାଁ ସେତେବେଳକୁ ନିହାତି ମଫସଲ । ନା ଗାଡ଼ି । ନା ରାସ୍ତା । ନା ଭଲ ରକମ କିଛି ବି ଦୋକାନ । ଗାଁ ଶେଷକୁ ମହାଦେବ ମୁଣ୍ଡ ଆଗକୁ ଗାଁ ସ୍କୁଲ । ପ୍ରଥମରୁ ଦଶମ । ଚତୁର୍ଥ, ପଞ୍ଚମ ଶ୍ରେଣୀ ଚାଲୁଥିଲା ଗୋଟେ ଲମ୍ବା ହଲରେ । ଚାଳ ଛପର ହଲ ।…

ଏ ସଂପର୍କ ଏଇମିତି…

ନିୟମିତ ସ୍ତମ୍ଭ - ଓଦା ମାଟିରେ ପାଦଚିହ୍ନ - କୃଷ୍ଣ ଭାଇକୁ ୬୫ ବର୍ଷ । ଯାଜପୁର କଲେଜ ଛକରେ ସେ ରିକ୍ସା ଟାଣେ । ଗଲା ୪୫ ବର୍ଷ ଧରି ସେ ରିକ୍ସା ଟାଣୁଛି । କଲେଜ କଲୋନୀରେ ରହୁଥିବା ୧୭-୧୮ଟି ପରିବାର ତାର ନିୟୟମିତ ଗରାଖ । ଅବଶ୍ୟ ସେତେବେଳେ କଲେଜ ଛକଟି ଥିଲା ବେଶ ଅପନ୍ତରା । ସହରଠୁ…

ପ୍ରଚୁର ସୁଖ ଓ ଶାନ୍ତି ଲାଭର ଉପାୟ – କ୍ଷମା ସାଧନା

ପ୍ରଚୁର ସୁଖ ଓ ଶାନ୍ତି ଲାଭର ଉପାୟ - କ୍ଷମା ସାଧନା କ୍ଷମା ସର୍ବଶ୍ରେଷ୍ଠ ମାନବୀୟ ଗୁଣ । ବର୍ତ୍ତମାନ ସମୟରେ କ୍ଷମା କରୁଥିବା ଲୋକଙ୍କୁ ହିଁ ସ୍ମାର୍ଟ ପରସନାଲିଟି ବା ଜଣେ ଦାୟିତ୍ୱସମ୍ପନ୍ନ ବ୍ୟକ୍ତି ଭାବେ ପରିଗଣିତ କରାଯାଇଥାଏ । କ୍ଷମା ଦେବା ଏବଂ କ୍ଷମା ମାଗିବା ଦ୍ୱାରା ବ୍ୟକ୍ତି…

ପିଲାଙ୍କ ପ୍ରତି ପିତା-ମାତାଙ୍କ ଦାୟିତ୍ୱ

ପିଲାଙ୍କ ପ୍ରତି ପିତା-ମାତାଙ୍କ ଦାୟିତ୍ୱ କଥାରେ ଅଛି – ଗୋଡ଼ ଥିଲେ, ସମସ୍ତେ ଚାଲିପାରନ୍ତି, କିନ୍ତୁ ହାତ ଥିଲେ ସମସ୍ତେ ଲେଖିପାରନ୍ତି ନାହିଁ । ଠିକ୍ ସେହିପରି ବିବାହ କରି ସମସ୍ତେ ସନ୍ତାନ ଜନ୍ମ କରିପାରନ୍ତି, କିନ୍ତୁ,…

ପରିଷଦ ପାଲା

ଭୁବନେଶ୍ୱର : ଓଡ଼ିଶାରେ ପ୍ରତିଷ୍ଠା ହେବ ବିଧାନ ପରିଷଦ । ର୍ନିବାଚନ ଅଳ୍ପ ଦିନ ଆଗରୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ କ୍ୟାବିନେଟ ମଧ୍ୟ ସେଥିରେ ମୋହର ମାରିଛି । କିନ୍ତୁ ସେଇଟି ସତରେ କେତେ ଦରକାର ଓ କଣ ପାଇଁ ଏପରି କରାଗଲା ତାକୁ ନେଇ ଉଠୁଛି ଅନେକ ପ୍ରଶ୍ନ । ଗଲା…

ସୁଖ-ସମୃଦ୍ଧି ଓ ସୁସ୍ଥତାର ମହାଷୌଧି: ‘ଯୋଗ ପ୍ରାଣ ବିଦ୍ୟା’ ବା ପ୍ରାନିକ୍ ହିଲିଙ୍ଗ

ସୁଖ-ସମୃଦ୍ଧି ଓ ସୁସ୍ଥତାର ମହାଷୌଧି: ‘ଯୋଗ ପ୍ରାଣ ବିଦ୍ୟା’ ବା ପ୍ରାନିକ୍ ହିଲିଙ୍ଗ ଯୋଗ-ପ୍ରାଣ-ବିଦ୍ୟା ବା ‘ପ୍ରାନିକ୍ ହିଲିଙ୍ଗ’ ସୂକ୍ଷ୍ମ ଶରୀର ଓ ସ୍ଥୂଳ ଶରୀରର ଉପଚାରକୁ ବୁଝାଇଥାଏ । ଆମେମାନେ ପୂର୍ବରୁ ‘ରେକୀ ହିଲିଙ୍ଗ’ କଥା ଜାଣିଛେ । ରେକିରେ ପ୍ରାଣଶକ୍ତିକୁ ଆହ୍ୱାନ କରି…

କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ…

କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ... ବାହୁଡା ଦିନ ସକାଳୁ, ପ୍ରୟାଗ ଗାଧୁଆ ଘରୁ ଗାଧୋଇ ସାରି ବାହାରିଲା ବେଳକୁ, ପୂଜା ଘର ସାମ୍ନାରେ ପାଦ ତାର ଆପେ ଆପେ ଅଟକି ଗଲା। ପୂଜା ଘର ଦରଜା ଖୋଲାଥିଲା। ନଜର ମିଶିଲା ପ୍ରୟାଗର, ଗୋଲ ଗୋଲ ଯୋଡ଼େ ଆଖି ସାଙ୍ଗରେ। ମନେ ମନେ ଭାବିଲା ସେ “ତୋର…

ଆଶ୍ଚର୍ଯ୍ୟ ବାଳିକା ‘ଜାହ୍ନବୀ’: ୧୪ ବର୍ଷର ବାଳିକା ଆଇ.ଏ.ଏସ.ଙ୍କୁ ପଢଉଛି ପାଠ

ଚଣ୍ଡିଗଡ଼ : ଜାହ୍ନବୀ ପାନୱାର । ବୟସ ୧୪ ବର୍ଷ । ବର୍ତ୍ତମାନ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ କଳାରେ ସ୍ନାତକୋତ୍ତର ଛାତ୍ରୀ । ସେ ପାଠ ପଢିବା ସହିତ ଆଇଏଏସ ପରୀକ୍ଷା ଲାଗି ନିଜକୁ ପ୍ରସ୍ତୁତ କରୁଛନ୍ତି । ଏବେ ତାଙ୍କ ବୟସର ପିଲାମାନେ ୮ମ ଶ୍ରେଣୀରେ ପଢୁଛନ୍ତି । ଜାହ୍ନବୀଙ୍କ ଘର ହରିୟାଣା…

ଆସୁଛି ଚର୍ଚ୍ଚିତ ସିନେମା ‘ପାଟଣାଗଡ଼’, ଫିଲ୍ମ ରିଲିଜ୍ ଆଗରୁ ଟିଜର୍ ସୋସିଆଲ୍ ମିଡ଼ିଆରେ ହିଟ୍ !

ଭୁବନେଶ୍ୱର : ସେଦିନ ଥିଲା ୨୩ ଫେବୃୟାରୀ ୨୦୧୮ ମସିହା । ପାଟଣାଗଡ଼ର ପାର୍ସଲ ବୋମା ବିସ୍ଫୋରଣ ସାରା ଓଡ଼ିଶାକୁ ଦୋହଲେଇ ଦେଇଥିଲା । ଏହି ପାର୍ସଲ ବୋମା ପ୍ରସଙ୍ଗ ହିଁ ୨ସପ୍ତାହ ଧରି ସେତେବେଳେ ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ଏହି ପାର୍ସଲ ବୋମା ବିସ୍ଫୋରଣ ପରି ସତ୍ୟ ଘଟଣାକୁ…

ଏହି ୫ଜଣ ଖେଳାଳି ନିଶ୍ଚିତ ଆଗାମୀ ବିଶ୍ୱକପ ଖେଳିବେ !

ମୁମ୍ବାଇ: ଇଂଲଣ୍ଡରେ ଅନୁଷ୍ଠିତ ହେଉଛି ବହୁ ପ୍ରତୀକ୍ଷିତ ୨୦୧୯ ଆଇସିସି କ୍ରିକେଟ ବିଶ୍ୱକପ । ଏହି କ୍ରିକେଟ ମହାକୁମ୍ଭର ପ୍ରଥମ ମ୍ୟାଚ ୨୦୧୯ ମସିହା ମେ ୩୦ ତାରିଖରେ ଇଂଲଣ୍ଡର ପ୍ରସିଦ୍ଧ ଷ୍ଟାଡ଼ିୟମ ଓଭାଲରେ ଖେଳାଯିବ । ବିଶ୍ୱର ଶ୍ରେଷ୍ଠ ବ୍ୟାଟିଂ ଲାଇନଅପ୍କୁ ନେଇ ଗଠିତ ଭାରତୀୟ କ୍ରିକେଟ…