Latest Odisha News

BREAKING NEWS

Browsing Category

ଅନନ୍ୟ ଶଙ୍ଖକ୍ଷେତ୍ର

ମହାନାଟକର ଆଦ୍ୟ-ପର୍ବ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର” ଶ୍ରୀମନ୍ଦିରରେ ପୂଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଭିନ୍ନ ଯାତ୍ରାରେ ଅନୁପାଳିତ ନୀତିକାନ୍ତିକୁ ଅନୁଧ୍ୟାନ କଲେ ଏହା ମହାପ୍ରଭୁଙ୍କ ଦ୍ୱାରା ରଚିତ ମହାନାଟକ ବୋଲି କୁହାଯାଇପାରେ । ସେ ନାଟକରେ ସ୍ୱୟଂ ମହାପ୍ରଭୁ ମହାନାୟକ…

ଚକ ଯା’ ଗଡ଼ି ଯା

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର” ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଶ୍ରୀଜୀଉମାନଙ୍କ ଯାତ୍ରା ନିମନ୍ତେ ଉଦ୍ଦିଷ୍ଟ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ନାମରେ ଅନୁସୃଜିତ ତିନିଗୋଟି ସୁଦୃଶ୍ୟ ରଥ ମୁଖ୍ୟ ଆକର୍ଷଣ ଭାବେ ପରିଗଣିତ ।…

ଭକ୍ତି, ପରମ୍ପରା ଓ ସଂସ୍କୃତିର ପ୍ରତୀକ ସାହି ଯାତ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀ ସର୍ବଦା ଚଳଚଂଚଳ ରହିଥାଏ । ଚୈତ୍ର ଶୁକ୍ଳ ଅଷ୍ଟମୀରୁ ବୈଶଖା କୃଷ୍ଣ ଦ୍ୱିତୀୟା ପର୍ଯ୍ୟନ୍ତ ପୁରୀରେ ଦେବ ଓ ଦାନବର ଜୀବନ୍ତ ଚିତ୍ର ଦେଖିବେ ଭକ୍ତମାନେ । ସାହି ଯାତ ପୁରୀର ପରିଚୟ । ଶ୍ରୀକ୍ଷେତ୍ରର ୭ ସାହି ଆଖଡା ଏଥିପାଇଁ ସମସ୍ତ ପ୍ରସ୍ତୁତି କରିଥାନ୍ତି…

ଶ୍ରୀମନ୍ଦିରର ଜଗମୋହନ ବା ମୁଖଶାଳା (୧)

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର” ରେଖ ଦେଉଳ ଶୈଳୀରେ ନିର୍ମିତ ବିମାନର ପୂର୍ବ ଦିଗରେ ସଂଯୁକ୍ତ ପୀଢ଼ ଦେଉଳ ଜଗମୋହନ ନାମରେ ଖ୍ୟାତ । ବିମାନ ସହିତ ଏହା ଶ୍ରୀବତ୍ସଖଣ୍ଡଶାଳର ମୁଖ୍ୟ ଅଂଶ ଭାବରେ ବିଦିତ । କାବ୍ୟ କଳ୍ପନାରେ ଏହାକୁ ମହାଲକ୍ଷ୍ମୀ, ନାରାୟଣଙ୍କ…

ଦେଉଳ ଦେହରେ ଦେବଦାସୀ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର” ଶ୍ରୀମନ୍ଦିର ବିମାନ ବାଡ଼ରେ ସୁରସୁନ୍ଦରୀ : ବିମାନ ବାଡ଼ର ଉପରଜଜଙ୍ଘାରେ ଅତୀବ ସୁଲଳିତ ନାରୀ ମୂର୍ତ୍ତିମାନ ସଂଯୋଜିତ ହୋଇ ସାମଗ୍ରିକ ଭାବରେ ଆମର ପାରମ୍ପରିକ ଭାସ୍କର୍ଯ୍ୟର ଜୟଗାନ କରୁଛନ୍ତି । ବିମାନର ଚତୁଃପାଶ୍ୱର୍ରେ ଠିକ୍…

ଶ୍ରୀକ୍ଷେତ୍ରରେ ଦୂର୍ଗାମାଧବ ଉପାସନା

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର” ଶ୍ରୀକ୍ଷେତ୍ରରେ ଶକ୍ତିସ୍ୱରୂପିଣୀ ମା’ ବିମଳାଙ୍କ ପୀଠରେ ଆଶ୍ୱିନ ମୂଳାଷ୍ଟମୀଠାରୁ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଶାରଦୀୟ ଦୂର୍ଗୋତ୍ସବ ଅନୁଷ୍ଠିତ ହୋଇଥାଏ । ମା’ ବିମଳାଙ୍କ ପ୍ରତିଷ୍ଠା, ମହିମା, ରହସ୍ୟମୟ ପୂଜାପଦ୍ଧତି…

ଚୈତ୍ୟ-ଗବାକ୍ଷ ତଥା ବଜ୍ରମସ୍ତକ (୨)

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର” ଶ୍ରୀମନ୍ଦିର ଗଣ୍ଡିରେ ଥିବା ଚୈତ୍ୟ-ଗବାକ୍ଷ ବା ବଜ୍ରମସ୍ତକର ସ୍ଥାପତ୍ୟିକ ବିନ୍ୟାସରେ ଅନେକ ତାତ୍ପର୍ଯ୍ୟପୂର୍ଣ୍ଣ ରୂପର ଅନନ୍ୟ ସଂଯୋଜନାର ସଠିକ୍‌ ତାତ୍ତ୍ୱିକ ସମୀକ୍ଷା କରାଯାଇନାହିଁ କାରଣ ଶ୍ରୀଜଗନ୍ନାଥ ମନ୍ଦିରର ବିମାନ…

ଚୈତ୍ୟ-ଗବାକ୍ଷ ତଥା ବଜ୍ରମସ୍ତକ (୧)

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର” ଶ୍ରୀମନ୍ଦିର ସ୍ଥାପତ୍ୟରେ ଅଳଙ୍କରଣ ପର୍ଯ୍ୟାଲୋଚନାରେ ଏକ ମହତ୍ୱପୂର୍ଣ୍ଣ ଉପାଦାନ ହେଉଛି ଚୈତ୍ୟ-ଗବାକ୍ଷ । ଦେଉଳର ଗଣ୍ଡିରେ ଅଙ୍ଗଶିଖର ଭଳି ଏହି ଚୈତ୍ୟ-ଗବାକ୍ଷଗୁଡ଼ିକ ବିଭିନ୍ନ ଆକୃତିରେ ଆମୂଳାନ୍ତ ବହୁଳ ଭାବେ ସଜ୍ଜିତ…

ପଟ୍ଟିଦିଅଁ ବା ଅଣସର ପଟି

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର” ଶ୍ରୀମନ୍ଦିରରେ ସ୍ନାନ ପୂର୍ଣ୍ଣମୀଠାରୁ ନବଯୌବନ ଦର୍ଶନ (ଶ୍ରୀଗୁଣ୍ଡିଚା ଯାତ୍ରାର ପୂର୍ବଦିନ) ପର୍ଯ୍ୟନ୍ତ ପ୍ରାୟ ପନ୍ଦରଦିନ ଚତୁର୍ଦ୍ଧାମୂର୍ତ୍ତି ଅଣସରରେ ରହନ୍ତି । ଏ ସମୟରେ ଠାକୁରମାନଙ୍କୁ ଜଗମୋହନରେ ଅସ୍ଥାୟୀ ଭାବେ…

ସୋଲ ଶିଳ୍ପ ପରମ୍ପରା

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର” ଓଡ଼ିଶାର ପ୍ରାୟ ସମସ୍ତ ପାରମ୍ପରିକ ହସ୍ତଶିଳ୍ପଗୁଡ଼ିକ ଶ୍ରୀମନ୍ଦିରର ରୀତିନୀତି ସହିତ ବହୁଳ ଭାବେ ସମ୍ପୃକ୍ତ । ଶ୍ରୀକ୍ଷେତ୍ର ହିଁ ଏହି ହସ୍ତଶିଳ୍ପଗୁଡ଼ିକର ଷଠୀଘର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଶ୍ରୀମନ୍ଦିରରେ…