Latest Odisha News

BREAKING NEWS

Browsing Category

ବିଜୁ ପଟ୍ଟନାୟକ ଜୟନ୍ତୀ

Biju Patnaik Birth Anniversary

ଝଡ଼ର ଇଗଲ୍‌: ହଁ, ମୁଁ ପାରିବି…

(ଝଡ଼ର ଇଗଲ୍ – ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ଏହି ଆଲେଖର ସୃଷ୍ଟି । ଓଡ଼ିଶା ସାହିତ୍ୟ ଜଗତର ପ୍ରତିଷ୍ଠିତ ଲେଖକ ତଥା ବରିଷ୍ଠ ସ୍ତମ୍ଭକାର ଦାଶ ବେନହୁରଙ୍କ ଦ୍ୱାରା ଲିଖିତ ଏହି ଆଲେଖ ସମୁଦାୟ ଏଗାରଟି କଡ଼ିରେ ବିଭକ୍ତ । ‘ଓଡ଼ିଶା ସମ୍ବାଦ’ ପକ୍ଷରୁ  ପ୍ରତିଦିନ ଧାରାବାହିକ ଭାବେ…

ଝଡ଼ର ଇଗଲ୍‌: ଉଦୟ ବେଳା

(ଝଡ଼ର ଇଗଲ୍ - ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ଏହି ଆଲେଖର ସୃଷ୍ଟି । ଓଡ଼ିଶା ସାହିତ୍ୟ ଜଗତର ପ୍ରତିଷ୍ଠିତ ଲେଖକ ତଥା ବରିଷ୍ଠ ସ୍ତମ୍ଭକାର ଦାଶ ବେନହୁରଙ୍କ ଦ୍ୱାରା ଲିଖିତ ଏହି ଆଲେଖ ସମୁଦାୟ ଏଗାରଟି କଡ଼ିରେ ବିଭକ୍ତ । 'ଓଡ଼ିଶା ସମ୍ବାଦ' ପକ୍ଷରୁ ଆଜିଠାରୁ ପ୍ରତିଦିନ ଧାରାବାହିକ ଭାବେ…

ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ ଉପଲକ୍ଷେ ଯୁବ-ଛାତ୍ର ଜନତା ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଗୁରୁବାର ଦିନ ଯୁବ-ଛାତ୍ର ଜନତା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଯୁବ-ଛାତ୍ର ଜନତା ତରଫରୁ ଅନେକ ଜନହିତକର କାର୍ଯ୍ୟ ହାତକୁ ନିଆଯାଇଛି । ଯୁବ-ଛାତ୍ର ଜନତା ପକ୍ଷରୁ ବିଜୁ…

ସଫଳତାର ସହ ଶେଷ ହେଲା ‘ବିଜୁ ପଟ୍ଟନାୟକ ମିନି ମାରାଥନ’; ଭାଗନେଲେ ୩୦୦୦ ପ୍ରତିଯୋଗୀ

ଭୁବନେଶ୍ୱର: କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକ ମିନି ମାରାଥନ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ସ୍ଥାନୀୟ ବିଜୁ ପଟ୍ଟନାୟକ ପାର୍କ ନିକଟରୁ ଗୁରୁବାର ୭ଟା ସମୟରେ ପତାକା ଦେଖାଇ ଏହି ମାରାଥନର ଶୁଭାରମ୍ଭ…

ସଫଳତାର ଶୀର୍ଷରେ ନବୀନ: ୫ମ ପାଳି ସହ ୨୦ ବର୍ଷର ଶାସନ ପୂର୍ତ୍ତି

ଭୁବନେଶ୍ୱର: କେବଳ ଓଡ଼ିଶା ନୁହେଁ ସମଗ୍ର ଦେଶରେ ଜଣେ ଜନପ୍ରିୟ ନେତା ଓ ମୁଖ୍ୟମନ୍ତ୍ରୀ ଭାବେ ପରିଗଣିତ ହୋଇଛନ୍ତି ନବୀନ ପଟ୍ଟନାୟକ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଲଗାତର ୫ଥର ବିଜୁ ଜନତା ଦଳର ନେତୃତ୍ୱରେ ଶପଥ ଗ୍ରହଣ କରିବା ସହିତ ସଫଳତାର ସହିତ ୨୦ ବର୍ଷ ପୂରଣ କରିଛନ୍ତି ନବୀନ । ଓଡ଼ିଶା…

ବିଜୁ ପଟ୍ଟନାୟକଙ୍କ ସାହସିକତାକୁ ଟ୍ୱିଟ୍ କରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ମରଣ କରି ଇତିହାସର କିଛି ପୃଷ୍ଠା ଗୁରୁବାର ଦିନ ଟ୍ୱିଟ୍ କରିଛନ୍ତି । ଯେଉଁଥିରେ ତାଙ୍କ ବିରତ୍ୱ ଓ ପରାକାଷ୍ଠାର…

ବାଲୁକାକଳାରେ ‘ପ୍ରବାଦ ପୁରୁଷ ବିଜୁବାବୁ’ଙ୍କୁ ସୁଦର୍ଶନଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ହେଉଛି ୧୦୪ ତମ ଜନ୍ମ ବାର୍ଷିକୀ । ଏହି ଅବସରରେ ପଦ୍ମଶ୍ରୀ ବିଜେତା ତଥା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ନିର୍ମାଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।…

ଇଣ୍ଡୋନେସିଆର ସ୍ୱାଧୀନତା ଆନ୍ଦୋଳନରେ ବିଜୁ ବାବୁଙ୍କ ଭୂମିକା

ଭୁବନେଶ୍ୱର: ବିଜୁ ବାବୁଙ୍କ ପୂରା ନାମ ହେଉଛି ବିଜୟାନନ୍ଦ ପଟ୍ଟନାୟକ । ଆଧୁନିକ ଓଡିଶାର ନିର୍ମାତା ରୂପେ ପ୍ରସିଦ୍ଧ ରାଜନେତା ଓ ଉଦ୍ୟୋଗପତି ବିଜୁ ପଟ୍ଟନାୟକଙ୍କ ଜନ୍ମ ୧୯୧୬ ମସିହା ମାର୍ଚ୍ଚ ମାସ ୫ ତାରିଖରେ କଟକରେ ହୋଇଥିଲା । ମାର୍ଚ୍ଚ ୫ ତାରିଖକୁ ପ୍ରତିବର୍ଷ ପଂଚାୟତିରାଜ ଦିବସ ରୂପେ…

ପ୍ରଚଣ୍ଡ ସାହସୀ ବିଜୁ ପଟ୍ଟନାୟକ; ବାଟ ଛାଡ଼ିଦେଲା ମହାବଳ ବାଘ !

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନୀକୁ ଅନୁଶୀଳନ କଲେ ସହଜେ ହୃଦୟଙ୍ଗମ କରିହେବ ଯେ, ସେ କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱ ଇତିହାସରେ ଏକ ବିରଳ ବ୍ୟକ୍ତିତ୍ୱ । ବିଜୁବାବୁଙ୍କ ଅବଦାନ କେବଳ ଓଡ଼ିଶାକୁ ନୁହେଁ ବରଂ ସମଗ୍ର ଭାରତ ଏବଂ ବିଶ୍ୱରେ ଅତୁଳନୀୟ ଏଥିରେ ତିଳେ ହେଲେ…

ବିଜୁ ବାବୁଙ୍କ ଛାତ୍ର ଜୀବନର ଅଭୂଲା କାହାଣୀ; ବ୍ରିଟିଶ୍ ଫୌଜକୁ ଫିଙ୍ଗିଲେ ଟେକା !

ଭୁବନେଶ୍ୱର: ପିଲାଟି ବେଳୁ ହିଁ ଭାରତର ସ୍ୱାଧୀନତା ହାସଲ ଲାଗି ବିଜୁ ବାବୁ ସ୍ୱପ୍ନ ଦେଖିଚାଲିଥିଲେ । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ବିଜୁ ପଟ୍ଟନାୟକଙ୍କ ଅବଦାନ ପ୍ରକୃତରେ ଅତୁଳନୀୟ । ବିଜୁ ପଟ୍ଟନାୟକଙ୍କ ସାହସୀକତା ଯୋଗୁଁ ଆଜି କାଶ୍ଚୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିପାରିଛି । ନିଜ…