Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ରାଜ୍ୟରେ କରୋନା ନେଲା ଆଉ ୨୦ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ନେଲା ଆଉ ୨୦ ଜୀବନ । ଯାଜପୁରରୁ ସର୍ବାଧିକ ୪ ଜଣ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା, ବାଲେଶ୍ୱର ଓ କେନ୍ଦ୍ରାପଡା ଜିଲ୍ଲାରୁ ୩ ଲେଖାଏ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ମୟୁରଭଞ୍ଜରୁ ଆଉ ୨ଜଣ ପ୍ରାଣ ହରାଇଛନ୍ତି । ସେହିପରି ନବରଙ୍ଗପୁର, କେନ୍ଦୁଝର,…

ରାଜ୍ୟରେ ସ୍ଥିର ରହିଛି ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି ଦୈନିକ କରୋନା ସଂକ୍ରମଣ । ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ହଜାର ଭିତରେ ରହୁଛି । ଗତକାଲି ଅପେକ୍ଷା ଆଜି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ସାମାମନ୍ୟ ବଢ଼ିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୫୭୨ ପଜିଟିଭ୍ । କ୍ୱାରେଣ୍ଟିନରୁ ୯୧୮ ଓ ଲୋକାଲ୍ କଣ୍ଟାକ୍ଟ…

ଦେଶରେ ୬୦ ହଜାର ତଳେ ଦୈନିକ କରୋନା କେସ୍

ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ କରୋନା କାୟ କମୁଛି । ଦୈନିକ ସଂକ୍ରମଣ ଏବେ ୬୦ ହଜାର ତଳକୁ ଖସିଲାଣି । କ୍ରମାଗତ ଭାବରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୮ହଜାର ୭୭ ଆକ୍ରାନ୍ତ । ଗତକାଲି ଅପେକ୍ଷା ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୩.୪ ପ୍ରତିଶତ କମ୍ ।…

ଦେଶରେ ଚିନ୍ତା ବଢ଼ାଉଛି କରୋନା ମୃତ୍ୟୁସଂଖ୍ୟା, ସଂକ୍ରମଣ କମୁଛି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ତଳକୁ ତଳକୁ ଖସୁଛି । ଲଗାତାର ଚତୁର୍ଥ ଦିନ ପାଇଁ ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ତଳେ ରହିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ଆଉ ୬୭ହଜାର ୮୪ ଆକ୍ରାନ୍ତ । ପଜିଟିଭ୍ ହାର ରହିଛି ୪.୪୪ପ୍ରତିଶତ । ସଂକ୍ରମଣ କମୁଛି । କିନ୍ତୁ…

ଆଜି ରାଜ୍ୟରୁ ୧୪୮୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି ଦୈନିକ କରୋନା ସଂକ୍ରମଣ । ଦୁଇ ହଜାର ଭିତରେ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୪୮୦ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୮୬୨ ଓ ଲୋକାଲ୍ କେସ୍ ରହିଛି ୬୧୮ । ୧୮ ବର୍ଷରୁ କମ୍ ବର୍ଗର ଆଉ ୩୩୪ ପଜିଟିଭ୍…

କରୋନାର ପରବର୍ତ୍ତୀ ଭାରିଆଣ୍ଟ ଓମିକ୍ରନଠୁ ଅଧିକ ଘାତକ ହୋଇପାରେ, ଚେତେଇଲା WHO

ଓ୍ୱାଶିଂଟନ୍: କରୋନାର କେବେ ହେବ ଅନ୍ତ ? ଏପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ । ପାଖାପାଖି 3 ବର୍ଷ ହେବ ସାରା ବିଶ୍ୱ ମହାମାରୀ ସହ ଲଢୁଛି । ଆଗକୁ କରୋନାର ନୂଆ ଭାରିଆଣ୍ଟ ଆସିଲେ ତାହା ଅଧିକ ଘାତକ ହେବ । ଓମିକ୍ରନଠାରୁ ଅଧିକ ସଂକ୍ରାମକ ହୋଇପାରେ । ଏପିରିକି ଅନ୍ୟ ଭାରିଆଣ୍ଟ ଅପେକ୍ଷା…

ଆଜି ରାଜ୍ୟରୁ ୧୭୧୨ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୁଇ ହଜାର ଭିତରେ ରହୁଛି ଦୈନିକ କରୋନା କେସ୍ । ଓଡ଼ିଶାରେ ନିୟନ୍ତ୍ରଣରେ ରହିଛି ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୧୭ଶହ ୧୨ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୯୯୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୧୫ । ୧୮ ବର୍ଷ ଭିତରେ ଆଉ ୩୨୩…

ଦେଶରେ ୭୦ ହଜାରକୁ ଖସିଲାଣି ଦୈନିକ କରୋନା କେସ୍, ବଢୁଛି ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ତଳମୁହାଁ ହେଉଛି ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୧ହଜାର ୩୬୫ ନୂଆ ଆକ୍ରାନ୍ତ । କେରଳରୁ ସର୍ବାଧିକ ୨୯ହଜାର ୪୭୧ ପଜିଟିଭ୍ ବାହାରିଛନ୍ତି । ମହାରାଷ୍ଟ୍ରରୁ ୬ହଜାର ୧୦୭, ତାମିଲନାଡୁରୁ ୪ହଜାର ୫୧୯, କର୍ଣ୍ଣାଟକରୁ ୪ହଜାର ୪୫୨ ଓ ରାଜସ୍ଥାନରୁ…

ରାଜ୍ୟରୁ କରୋନା ନେଲା ଆଉ ୨୨ ଜୀବନ, ଭୁବନେଶ୍ୱରରୁ କେବଳ ୧୧

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଆଉ ୨୨ ଜଣଙ୍କର ଜୀବନ ନେଇଛି ମହାମାରୀ । ଅଡିଟ୍ ପ୍ରୋସେସରେ ଏମାନଙ୍କର ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଖୋର୍ଦ୍ଧା ଜିଲ୍ଲାରୁ କେବଳ ୧୪ ଜଣ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରେ ୧୧ ଜଣ କେବଳ…

ରାଜ୍ୟରେ ଦୁଇ ହଜାର ତଳକୁ ଖସିଲା ଦୈନିକ କରୋନା କେସ

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ ଦୈନିକ କରୋନା ସଂକ୍ରମଣ। ଦୁଇ ହଜାର ତଳକୁ ଖସିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୪୯୭ ନୂଆ ଆକ୍ରାନ୍ତ। କ୍ୱାରେଣ୍ଟିନରୁ ୮୭୪ ଓ ଲୋକାଲ କଣ୍ଟାକ କେସ ରହିଛି ୬୨୩ । ୧୮ ବର୍ଷ ଭିତରେ ଆଉ ୨୮୩ ନୂଆ ଆକ୍ରାନ୍ତ…