BREAKING NEWS
- ୧୭ଜିଲ୍ଲାରେ ନଭେମ୍ବର ୨୪ ଯାଏଁ ପୋଲିଓ ଟିକାକରଣ ଅଭିଯାନ; ବାଲିଯାତ୍ରା ପଡ଼ିଆରେ ଶିଶୁଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା
- ତିନୋଟି ଗୋଡ଼ରେ ୨୪୦ କିଲୋମିଟର ଯାତ୍ରା; ବାରୁଦ ସୁଡ଼ଙ୍ଗ ପାର ହୋଇ ଜଙ୍ଗଲରେ ପହଞ୍ଚିଲା ଫାରସୀ କଲରାପତରିଆ ବାଘ
- ସାବୁନରୁ ବାହାରିଲା ବ୍ଲେଡ୍, ଶିଶୁର ଗାଲ କଟିବା ପରେ ଉପଭୋକ୍ତା ଆୟୋଗଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ
- ନଭେମ୍ବର ୨୫ରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଭତ୍ତା
- ନଭେମ୍ବର ୨୬ରୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ଓ ମଣତି
- 12th NDRF Battalion complex:ଭୂକମ୍ପ-ପ୍ରତିରୋଧୀ କୋଠା, ଅଲିମ୍ପିକ୍ ଆକାରର ପୁଲ୍ ଏବଂ ଡାଇଭିଂ ଟ୍ୟାଙ୍କ…NDRFର ଅତ୍ୟାଧୁନିକ କେନ୍ଦ୍ରର ଉଦ୍ଘାଟନ
- ମହାପ୍ରଭୁଙ୍କ ଭୂସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରୁଛି ରାଜସ୍ୱ ବିଭାଗ;ସଂଶୋଧନ ହେଲା ୧୯ଟି ଖାତାର ୨୯ଟି ପ୍ଲଟ୍ର ରେକର୍ଡ ଅଫ୍ ରାଇଟ୍ସ
- ବାତ୍ୟା କ୍ଷୟକ୍ଷତି ଆକଳନ କରିବାକୁ ଆସନ୍ତାକାଲି ଗଞ୍ଜାମ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ
- ଜଳାପୋଡ଼ା ଆଘାତ ପରିଚାଳନା କ୍ଷେତ୍ରରେ ଦେଶରେ ତୃତୀୟ ତାଲିମ କେନ୍ଦ୍ର ଭାବେ ଏମ୍ସ ଭୁବନେଶ୍ୱର ମନୋନୀତ
- ନାରାୟଣ ସେବା ସଂସ୍ଥାନର ମାଗଣା ଚିକିତ୍ସା ଶିବିର: ୨୦୦ରୁ ଊର୍ଦ୍ଧ୍ୱ ଦିବ୍ୟାଙ୍ଗ ସାମିଲ