Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଜାନୁଆରି ୨ରୁ ସବୁ ରାଜ୍ୟରେ କରୋନା ଟିକାର ଡ୍ରାଏ ରନ୍

ଭୁବନେଶ୍ୱର: ଦେଶରେ କରୋନା ଟିକାର ଡ୍ରାଏ ରନ୍ ପାଇଁ ନିଷ୍ପତ୍ତି ହୋଇଛି । ଜାନୁଆରି ୨ ତାରିଖରୁ ସବୁ ରାଜ୍ୟର ରାଜଧାନୀରେ ଏହି ଡ୍ରାଏ ରନ୍ ଆରମ୍ଭ ହେବ। ଏ ନେଇ ଆଜି ସ୍ଵାସ୍ଥ୍ୟ ମନ୍ତ୍ରାଳୟରେ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଡିସେମ୍ଵର ୨୮ ଏବଂ ୨୯ ତାରିଖରେ ୪ଟି…

ବ୍ରିଟେନ କରୋନା ଷ୍ଟ୍ରେନରେ ଓଡିଶାର କେହି ଆକ୍ରାନ୍ତ ନାହାନ୍ତି : ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ବିଦେଶରୁ ବିମାନ ଚଳାଚଳ ଆରମ୍ଭ ହେବା ପରେ ଏଯାଏଁ ଓଡିଶାକୁ ମୋଟ ୧୮୮ଜଣ ବ୍ରିଟେନ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କିନ୍ତୁ କୌଣସି ବ୍ୟକ୍ତିଙ୍କଠାରେ ବ୍ରିଟେନର ନୂଆ ଷ୍ଟ୍ରେନ ନାହିଁ ବୋଲି ସ୍ୱାସ୍ଥ୍ୟ ସଚିବ ସ୍ପଷ୍ଟ କରିଛନ୍ତି ।…

[ଭିଡିଓ] ପାକିସ୍ତାନୀ ଡାକ୍ତରଙ୍କ ଦାବି, କରୋନାରୁ ରକ୍ଷା କରିବ ପପ୍‌କର୍ଣ୍ଣ

ଭୁବନେଶ୍ୱର: ବ୍ରିଟେନରୁ କରୋନାଭାଇରସର ନୂତନ ଷ୍ଟ୍ରେନ୍ ଠାବ ହେବା ପରେ ପୁଣିଥରେ କୋକୁଆ ଭୟରେ ସାରା ବିଶ୍ୱ । ଏପରି ସ୍ଥିତିରେ ଜଣେ ପାକିସ୍ତାନୀ ଡାକ୍ତରଙ୍କ ଦାବି ଅନେକଙ୍କୁ ଚକିତ କରିଛି । ସେ ଦାବି କରିଛନ୍ତି ପପ୍‌କର୍ଣ୍ଣ ଜରିଆରେ କୁଆଡେ କରୋନାଭାଇରସର ମୁକାବିଲା କରିହେବ ।…

ରାଜ୍ୟରୁ ୨୪ ଘଣ୍ଟାରେ ୩୧୫ କରୋନା ଆକ୍ରାନ୍ତ ଚିହ୍ନଟ, କଟକରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । କିନ୍ତୁ ଦୈନିକ କେସ୍ କମିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୧୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୧୮୧ ସଂକ୍ରମିତ । ଲୋକାଲ୍ କଣ୍ଟାକ୍ଟ କେସ୍ ୧୩୪ଟି ରହିଛି । ୨୭ ଜିଲ୍ଲାରୁ…

ବ୍ରିଟେନ ଭୂତାଣୁରେ ଦେଶରେ ଆଉ ୫ ଜଣ ସଂକ୍ରମିତ, ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ବଢୁଛି ବ୍ରିଟେନରେ ଚିହ୍ନଟ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା । ଜିନୋମ୍ ସିକ୍ୱେନ୍ସିଂରେ ପରେ ଆଜି ଆଉ ୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନଆଇଭି ପୁଣେ ଲ୍ୟାବରେ ପରୀକ୍ଷା ପରେ ୪ ପଜିଟିଭ ବାହାରିଛନ୍ତି । ଆଇଜିଆଇବି ଦିଲ୍ଲୀ ଲ୍ୟାବରେ ପରୀକ୍ଷା ପରେ ଚିହ୍ନଟ ହୋଇଛନ୍ତି…

ବ୍ରିଟେନରୁ ଓଡ଼ିଶା ଆସିଛନ୍ତି ୧୮୮ ଜଣ, ଚିହ୍ନଟ ହୋଇଛନ୍ତି ୧୭୯

ଭୁବନେଶ୍ୱର: କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ପରେ ବ୍ରିଟେନରୁ ଓଡ଼ିଶା ଆସିଛନ୍ତି ୧୮୮ ଜଣ । ସେମାନଙ୍କ ମଧ୍ୟରୁ ୧୭୯ ଜଣ ଚିହ୍ନଟ ହୋଇଛନ୍ତି । ଏହି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଚହ୍ନଟ ହୋଇଥିବା ୧୭୯ ବ୍ରିଟେନ ଫେରନ୍ତାଙ୍କ ମଧ୍ୟରୁ ୧୬୦ ଜଣଙ୍କ ନମୁନା…

୨୪ଘଣ୍ଟାରେ ଦେଶରେ ୧୧ ଲକ୍ଷ କୋଭିଡ୍ ଟେଷ୍ଟ, ୨୧ ହଜାର ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି । ଅଧିକ ଟେଷ୍ଟ ହେଉଥିଲେ ବି ନୂଆ ସଂକ୍ରମିତଙ୍କ ସଂଖ୍ୟା ଏବେ ୩୦ହଜାର ଭିତରେ ରହୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରେ ୧୧ ଲକ୍ଷ ୨୭ ହଜାର କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୨୧ହଜାର ୮୨୧ ପଜିଟିଭ୍ । ମୋଟ୍…

କେଉଁ କେଉଁ ରାଜ୍ୟରେ ଚିହ୍ନଟ ହୋଇଛି ନୂଆ କରୋନା ଷ୍ଟ୍ରେନ୍‌ର ଭୂତାଣୁ

ନୂଆଦିଲ୍ଲୀ-ବ୍ରିଟେନରେ ଯେଉଁ ନୂଆ ଷ୍ଟ୍ରେନ୍‌ର କରୋନା ଭୂତାଣୁ ଚିହ୍ନଟ ହୋଇଛି, ସେଥିରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଭାରତରେ ୨୦ରେ ପହଞ୍ଚିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ତେବେ କେଉଁ ରାଜ୍ୟରେ କେତେ ଜଣ ବ୍ୟକ୍ତି ଏହି ନୂଆ ପ୍ରକାରର…

ସରକାରୀ କର୍ମଚାରୀଙ୍କ ପାଇଁ ନୂଆବର୍ଷ ଗାଇଡଲାଇନ

ଭୁବନେଶ୍ୱର: କରୋନାକୁ ଦୃ‌ଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ପାଇଁ ଜାନୁଆରୀ ମାସର ଗାଇଡଲାଇନ ଜାରି କରାଯାଇଛି । ଗାଇଡଲାଇନ୍ ଅନୁଯାୟୀ କଟକ ଓ ଭୁବନେଶ୍ୱରରେ ୭୫ ପ୍ରତିଶତ କର୍ମଚାରୀରେ ଅଫିସ ଚାଲିବ । ଜରୁରୀ କାର୍ଯ୍ୟରେ ନିୟୋଜିତ ଅଫିସର ସମସ୍ତ କର୍ମଚାରୀ ଆସିବେ । ରାଜ୍ୟର ସମସ୍ତ ସରକାରୀ…

ଆଉ ୧୪ ବ୍ରିଟେନ ଫେରନ୍ତା କୋଭିଡର ନୂଆ ଷ୍ଟ୍ରେନରେ ଆକ୍ରାନ୍ତ

ନୂଆଦିଲ୍ଲୀ : ନିକଟରେ ବ୍ରିଟେନରୁ ଭାରତ ଫେରିଥିବା ଆଉ ୧୪ ଜଣ ବ୍ୟକ୍ତି କରୋନାର ନୂଆଷ୍ଟ୍ରେନରେ ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ସହିତ ବ୍ରିଟେନରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନରେ ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ୨୦ ପହଞ୍ଚିଛି ।…