Latest Odisha News
Browsing Category

କରୋନା ଅପଡ଼େଟ୍‌

Coronavirus Update

ଦେଶରେ କରୋନା ସଂକ୍ରମିତ ହେଲେଣି ପାଖାପାଖି ୯୪ ଲକ୍ଷ ଲୋକ

ନୂଆଦିଲ୍ଲୀ: ଦେଶରେ ୯୪ ଲକ୍ଷ ପାଖାପାଖି କରୋନାରେ ସଂକ୍ରମିତଙ୍କ ହେଲେଣି । ପଜିଟିଭ୍ କେସ୍ ବଢୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୧ହଜାର ୮୧୦ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୩ଲକ୍ଷ ୯୨ହଜାର ୯୨୦କୁ ବୃଦ୍ଧି ପାଇଛି । କରୋନାରେ ଦେଶରେ ମୃତ୍ୟୁବରଣ କଲେଣି…

ମୋଦିଙ୍କ ମିଶନ ଭ୍ୟାକସିନ୍: ଦେଶର ୩ଟି ଲ୍ୟାବରେ ଟିକା ଉତ୍ପାଦନର କଲେ ସମୀକ୍ଷା

ନୂଆଦିଲ୍ଲୀ: କରୋନା ମହାମାରୀରୁ ମୁକୁଳିବା ପାଇଁ ସାରା ବିଶ୍ବ ଟିକା ପ୍ରସ୍ତୁତିରେ ଲାଗିଛି । ଅନେକ ଟିକା ଉତ୍ପାଦନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭାରତରେ ବି ଟିକା ଉତ୍ପାଦନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ଦେଶର ତିନିଟି ଲ୍ୟାବରେ ଟିକା ଉତ୍ପାଦନର ସମୀକ୍ଷା…

ଓଡ଼ିଶାରୁ ଆଉ ୮୦୨ କରୋନା ରୋଗୀ ସୁସ୍ଥ, ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୮୦୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ମୋଟ ସୁସ୍ଥତାଙ୍କ ସଂଖ୍ୟା ୩ ଲକ୍ଷ ୧୦ ହଜାର ୫୪୯କୁ ବୃଦ୍ଧି ହୋଇଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ…

୨୪ ଘଣ୍ଟାରେ ଭୁବନେଶ୍ୱରରେ ୪୩ ପଜିଟିଭ, ୪୬ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ୪୩ ନୂଆ ପଜିଟିଭ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ସଙ୍ଗରୋଧରୁ ୯ ଓ ସ୍ଥାନୀୟ ଅଂଚଳରୁ ୩୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ୪୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…

ବିଶ୍ୱ କରୋନା; ୨୪ ଘଣ୍ଟାରେ ୬ ଲକ୍ଷରୁ ଅଧିକ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନା ମହାମାରୀର ଗତି ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱର ୨୧୮ଟି ଦେଶରେ ୬ ଲକ୍ଷରୁ ଅଧିକ ନୂଆ କରୋନା ଭୂତାଣୁ ମାମଲା ରିପୋର୍ଟ ହୋଇଛି। ଏଥିସହ ୧୦,୭୫୭ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା…

ଦେଶରୁ ଦିନକରେ ୪୧,୩୨୨ କରୋନା ପଜିଟିଭ, ୪୮୫ ମୃତ

ନୂଆଦିଲ୍ଲୀ: ଦେଶରେ କେତେବେଳେ ବଢୁଚି ତ ପୁଣି କେବେ କମୁଛ ଦୈନିକ କରୋନା କେସ୍ । ଏଣିକି ପ୍ରତିଦିନ ୫୦ ହଜାରରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି ଆଉ ୪୧ ହଜାର ୩୨୨ ଜଣ । ଦେଶରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୯୩ଲକ୍ଷ ୫୧ହଜାର ୧୧୦ ।…

ଓଡ଼ିଶାରୁ ଆଉ ୯୦୮ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୯୦୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଆଜି ଖୋର୍ଦ୍ଧାରୁ ୮୩ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଅପରପକ୍ଷରେ ଗତ ୨୪ ଘଣ୍ଟାରେ ପଜିଟିଭ୍ କେସ୍ ଛଅ ଶହ ତଳେ ରହିଛି ।…

କରୋନାରେ ରାଜ୍ୟରୁ ଆଉ ୧୪ ମୃତ, ଅନୁଗୁଳ ଓ ସୁନ୍ଦରଗଡ଼ରୁ ବେଶୀ

ଭୁବନେଶ୍ୱର: କରୋନା କାୟା ମେଲାଇବା ସହ ଜୀବନ ନେଉଛି । ରାଜ୍ୟରେ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗି ପାରୁନି । ପ୍ରତିଦିନ ୧୦ରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । ଗତ ୨୪ ଘଣ୍ଟାରେ ଆଉ ୧୪ ଜୀବନ ନେଇଛି ମହାମାରୀ । ଏମାନଙ୍କ ଭିତରେ ଅଛନ୍ତି ୬ଟି ଜିଲ୍ଲାରୁ ଆକ୍ରାନ୍ତ । ଗତ କିଛି ଦିନ ହେବ…

ରାଜ୍ୟରେ କମୁଛି: ୬୦୦ ତଳକୁ ଖସିଲା ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା କାୟା । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ପଜିଟିଭ୍ କେସ୍ ଛଅ ଶହ ତଳେ ରହିଛି । ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୫୯୪ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୩୪୩ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୫୧ଟି । କୋରାପୁଟ…

ବିଶ୍ୱ କରୋନା; ୨୪ ଘଣ୍ଟାରେ ୫.୪୦ ଲକ୍ଷରୁ ଅଧିକ ନୂଆ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା କରାଳ ରୂପ ଧାରଣ କରିବାରେ ଲାଗିଛି। ବିଶ୍ୱର ୨୧୮ଟି ଦେଶରେ କରୋନା ପ୍ରକୋପ ଥମିବାର ନାଁ ନେଉନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ୫.୪୦ଲକ୍ଷରୁ ଅଧିକ ନୂତନ କରୋନା ମାମଲା ରିପୋର୍ଟ ହୋଇଥିବା ଜଣାଯାଇଛି। ଏଥିସହ ୧୦,୯୫୩ରୁ ଅଧିକ କରୋନା ସଂକ୍ରମିତଙ୍କର ମୃତ୍ୟୁ…