Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ରାଜ୍ୟରେ ଆଉ ୧୨ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଶୁକ୍ରବାର ଦିନ ଆଉ ୧୨ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୧୪୮୩ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଅନୁଗୁଳରୁ ୧, ଭୁବନେଶ୍ୱରରୁ ୨, ଢେଙ୍କାନାଳରୁ ୨, କନ୍ଧମାଳରୁ ୧,…

ଓଡିଶାରେ ୧୦୧୮ କରୋନା ଆକ୍ରାନ୍ତ ଚିହ୍ନଟ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୧୦୧୮ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୦୭ ହଜାର ୦୦୪ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

ଦେଶରେ ୮୭ ଲକ୍ଷ କରୋନା ଆକ୍ରାନ୍ତ, ମୃତ୍ୟୁସଂଖ୍ୟା ଲକ୍ଷେ ୨୮ ହଜାର

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା କେସ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ଆଉ ୪୪ ହଜାର ୮୭୮ ଜଣ । ଦମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୭ ଲକ୍ଷ ୨୮ ହଜାର ୭୯୫କୁ ବୃଦ୍ଧି ପାଇଛି । ସେହିପରି ବଢୁଛି ଡେଥ୍ କେସ । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୫୪୭ ଆକ୍ରାନ୍ତ…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୨୬୪ କରୋନା ରୋଗୀ; ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୨୪୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୧୨୪୬ ଜଣଙ୍କ ମଧ୍ୟରୁ ୧୬୧ ଜଣ ଖୋର୍ଦ୍ଧା, ୧୧୦ ଜଣ ଅନୁଗୁଳ, ୭୯ ଜଣ ସୁନ୍ଦରଗଡରୁ, ବାଲେଶ୍ୱର ଓ…

କଟକରେ ୪୬.୩୯ % ଲୋକଙ୍କ ଦେହରେ ଆଣ୍ଟିବଡି

କଟକ: ଧୀରେ ଧୀରେ ରାଜ୍ୟରେ କମୁଛି କରୋନା । ଏଥିସହ ସୁସ୍ଥ ହାର ମଧ୍ୟ ବଢ଼ିଚାଲିଛି । ଏଥିସହ ଲୋକଙ୍କ ଦେହରେ ବିକଶିତ ହେଉଛି ଆଂଟିବଡି । କଟକ ସହରରେ ୪୬.୩୯ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ବିକଶତି ହୋଇଛି। ଆର୍‌ଏମ୍‌ଆର୍‌ସି ପକ୍ଷରୁ କରାଯାଇଥିବା ସେରୋ ସର୍ଭେ ରିପୋର୍ଟରୁ ଏଭଳି ତଥ୍ୟ…

ଭୁବନେଶ୍ୱରରେ ଖସୁଛି କରୋନା ସକ୍ରିୟ ମାମଲା; ୬୯ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୬୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ଆକ୍ରାନ୍ତଙ୍କ ମଧ୍ୟରେ ୧୬ ଜଣ କ୍ୱାରେଣ୍ଟାଇନ୍ ଏବଂ…

ରାଉରକେଲାରେ ଏ ବର୍ଷ ଛଟ୍ ପୂଜା ମନା

ରାଉରକେଲା: ଏ ବର୍ଷ ରାଉରକେଲାରେ ହେବନି ଛଟ୍ ପୂଜା । ଏଥିସହ ନଭେମ୍ବର ୩୦ ଯାଏଁ ରାଉରକେଲା ସହରରେ କୌଣସି ପୂଜା ହେବ ନାହିଁ । କରୋନା ଯୋଗୁଁ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ଏହାଛଡ଼ା ନଭେମ୍ବର ୩୦ ତାରିଖ ଯାଏଁ ରାଉରକେଲା ସହରରେ କୌଣସି ପୂଜା ହେବ ନାହିଁ। ଛଟ୍‌ ପୂଜା ପରି ଦୀପାବଳି,…

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପୟା ଶ୍ରାଦ୍ଧ ମନା

ପୁରୀ: ଏଥର ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ପିଣ୍ଡଦାନ କରିପାରିବେନି ସାଧାରଣ ଲୋକ । ଚଳିତ ବର୍ଷ କରୋନା ପାଇଁ ସିଂହଦ୍ୱାର ସମ୍ମୁଖରେ ପୟା ଶ୍ରାଦ୍ଧ ତଥା ପିଣ୍ଡ ଦାନ କରିବାକୁ ମନା ହୋଇଛି। ପୟା ଶ୍ରାଦ୍ଧ କ’ଣ? ଘରେ ରହି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟାଶ୍ରାଦ୍ଧ କରିବାକୁ ଲୋକମାନଙ୍କୁ…

କରୋନା ଟିକା ପାଇଁ ୯୦୦ କୋଟି

ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆତ୍ମନିଭର ଭାରତ ୩.୦ ଘୋଷଣା କରିଛନ୍ତି । ଏଥିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ଟିକା ପାଇଁ ୯ ଶହ କୋଟି ଟଙ୍କା ଘୋଷଣା ହୋଇଛି । କୋଭିଡ ସୁରକ୍ଷା ମିଶନ ଜରିଆରେ ବାୟୋଟେକ୍ନୋଲଜି ବିଭାଗକୁ ଏହି ଅର୍ଥ ରାଶି ପ୍ରଦାନ କରାଯିବ ବୋଲି ଘୋଷଣା…

ରାଜ୍ୟରେ ଆଖି ବୁଜିଲେ ଆଉ ୧୪ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ହେଲେ କରୋନା ଜନିତ ମୃତ୍ୟୁ ସଂଖ୍ୟା କିନ୍ତୁ କମୁନି । ବଢ଼ି ଚାଲିଛି କରୋନାରେ ପ୍ରାଣ ହରାଉଥିବା ମୃତକଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ପୁଣି ଥରେ ରାଜ୍ୟରେ ଆଉ ୧୪ କରୋନା ରୋଗୀଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍…