Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଆଜିଠୁ ରାଜଧାନୀରେ ଖୋଲୁଛି ଆଉ ୭ ଆହାର କେନ୍ଦ୍ର

ଭୁବନେଶ୍ୱର: ଆଜିଠୁ ଖୋଲୁଛି ରାଜଧାନୀର ବିଭିନ୍ନ ଆହାର କେନ୍ଦ୍ର । ପୂର୍ବରୁ କରୋନା ପାଇଁ ମାର୍ଚ୍ଚ ମାସରୁ ବନ୍ଦ ରହିଥିବା ଭୁବନେଶ୍ୱରର ବିଭିନ୍ନ ଆହାର କେନ୍ଦ୍ର ଆଜିଠାରୁ ଖୋଲିବ ବୋଲି ସୂଚନା ମିଳିଛି । ଏବେ ୪ଟି ହସ୍ପିଟାଲ ନିକଟରେ ଥିବା ୫ଟି ଆହାର କେନ୍ଦ୍ର ଚାଲୁଥିବାବେଳେ ରାଜଧାନୀର…

ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ପତ୍ନୀ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜଭବନରେ କରୋନା । ଭୂତାଣୁ ସଂକ୍ରମିତ ହୋଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏହା ପତ୍ନୀଙ୍କର ରିପୋର୍ଟ ବି ପଜିଟିଭ୍ ଆସିଛି । ଏନେଇ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଏହାସହ ରାଜ୍ୟପାଳ ଅନୁରୋଧ କରିଛନ୍ତି, ଯେଉଁମାନେ ନିକଟ…

ଦେଶରେ ୮୨ ଲକ୍ଷ କରୋନା ସଂକ୍ରମିତ, ଲକ୍ଷେ ୨୨ ହଜାର ମୃତ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା । ସଂକ୍ରମିତଙ୍କ ସଂଖ୍ୟା ୮୨ ଲକ୍ଷ ପାର କରିଛି । ମୃତ୍ୟୁସଂଖ୍ୟା ଲକ୍ଷେ ୨୨ ହଜାର ଡେଇଁଲାଣି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୫ ହଜାର ୨୩୦ ନୂଆ ଆକ୍ରାନ୍ତ । ମୋଟ୍ ପଜିଟିଭ୍ କେସ୍ ୮୨ ଲକ୍ଷ ୨୯ ହଜାର ୩୧୩କୁ…

ସେଲଫ୍‌ କ୍ୱାରେଣ୍ଟାଇନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ

ଜେନେଭା: ଜଣେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ପରେ ସେଲଫ୍‌ କ୍ୱାରେଣ୍ଟାଇନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଘେବ୍ରିୟସ । ଗତକାଲିଠାରୁ ସେ ନିଜକୁ ପୃଥକବାସରେ ରଖିଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି WHO ମହାନିର୍ଦ୍ଦେଶକ । ସେ…

କଟକରେ ଆଜିଠୁ ସେରୋ ସର୍ଭେ, ୨୫ ଓ୍ୱାର୍ଡରୁ ନମୁନା ସଂଗ୍ରହ

କଟକ: ଆଜିଠୁ କଟକ ସହରରେ ଆରମ୍ଭ ହେଉଛି ସେରୋ ସର୍ଭେ । କଟକ ମହାନଗର ନିଗମର ୨୫ଟି ୱାର୍ଡରେ ଏହି ସର୍ଭେ ଆସନ୍ତା ୫ ତାରିଖ ଯାଏ ଚାଲିବ । ଲୋକଙ୍କଠାରୁ ସଂଗ୍ରହ କରାଯିବ ରକ୍ତ ନମୁନା । ପ୍ରତି ୱାର୍ଡରୁ ୬୦ ଜଣ ଲେଖାଏଁ ଲୋକଙ୍କୁ ଚିହ୍ନଟ କରାଯିବ । ନାବାଳକ ଓ ଗର୍ଭବତୀଙ୍କୁ ଏଥିରେ ସାମିଲ…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୮୧୫ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୮୧୫ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୨,୯୧,୮୨୫ କରୋନା ସଂକ୍ରମିତ ମାମଲା ରହିଥିବା ବେଳେ ମୋଟ୍ ୨,୭୭,୫୬୪…

୨୪ ଘଣ୍ଟାରେ ଭୁବନେଶ୍ୱରରେ ୮୧ ନୂଆ ପଜିଟିଭ; ୨୨୬ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୮୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୯ ଜଣ ହୋମ୍…

କିମସରେ ଖୋଲିଲା ପୋଷ୍ଟ କୋଭିଡ୍ କେୟାର ସ୍ପେସିଆଲିଟି କ୍ଲିନିକ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କିମସରେ ପୋଷ୍ଟ କୋଭିଡ୍ କେୟାର ସ୍ପେସିଆଲିଟି କ୍ଲିନିକ ଖୋଲାଯାଇଛି। ସୂଚନା ଅନୁଯାୟୀ କରୋନା ସମୟରେ କିମସ ଦ୍ଵାରା ପରିଚାଳିତ ଓଡିଶା କୋଭିଡ ହସ୍ପିଟାଲରେ ପାଖାପାଖି ୬ ହଜାର କରୋନା ଆକ୍ରାନ୍ତ ରୋଗୀ ଚିକିତ୍ସିତ ହୋଇ ସାରିଥିବା ବେଳେ ସେମାନଙ୍କ ମଧ୍ୟରୁ…

କୋଭିଡ ନିୟମ ଉଲ୍ଲଂଘନ: ରାଜଧାନୀରେ ୨୪ ଘଣ୍ଟାରେ ୧୫୭୬ ବ୍ୟକ୍ତି ଏବଂ ଦୋକାନକୁ ଜରିମାନା 

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ଼ ୧୯ ନିର୍ଦ୍ଦେଶାବଳୀ ଉଲ୍ଲଂଘନ ଅଭିଯୋଗରେ କମିଶନରେଟ ପୋଲିସ ୧୫୭୭ ଜଣ ବ୍ୟକ୍ତି ଏବଂ ଦୋକାନକୁ ଜରିମାନା କରିଛି। ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ଲେଖିଛନ୍ତି: “ଆମର ଉଦ୍ଦେଶ୍ୟ ଲୋକଙ୍କ ଠାରୁ ଜରିମାନା…

କରୋନା ସଂକ୍ରମଣରେ ଓଡିଆ ଡାକ୍ତରଙ୍କ ମୃତ୍ୟୁ

ଅନୁଗୁଳ: ବୌଦ୍ଧର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ କାର୍ଯ୍ୟରତ ବରିଷ୍ଠ ଡାକ୍ତର ବିଶ୍ୱନାଥ ରାଉତଙ୍କର କରୋନା ସଂକ୍ରମଣରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି । ନିକଟ ଅତୀତରେ ଶ୍ରୀ ରାଉତ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଯାହା ପରେ ତାଙ୍କର ଫୁସଫୁସ୍ ସଂକ୍ରମଣ ବାହାରିଥିଲା…