Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

୨୪ ଘଣ୍ଟାରେ ପୁଣି ବଢ଼ିଲା: ଦେଶରୁ ୬୩ ହଜାର ନୂଆ ଆକ୍ରାନ୍ତ, ୭୩୦ ମୃତ

ନୂଆଦିଲ୍ଲୀ: ୨୪ ଘଣ୍ଟା ଭିତରେ ସାରା ଦେଶରେ ପୁଣି ବଢ଼ିଛି କରୋନା କେସ । ଚିହ୍ନଟ ହୋଇଛନ୍ତି ୬୩ ହଜାର ୫୦୯ ଆକ୍ରାନ୍ତ । ତାପୂର୍ବ ଦିନ ୫୫ ହଜାର ପଜିଟିଭ୍ ବାହାରିଥିଲେ । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୨ ଲକ୍ଷ ୩୯ ହଜାର ୩୯୦କୁ ବୃଦ୍ଧି ପାଇଛି । ଦେଶରେ ଦୈନିକ ମୃତ୍ୟୁସଂଖ୍ୟା ହ୍ରାସ…

ଭଲ ଖବର: ସାରା ବିଶ୍ୱରେ କରୋନା ସୁସ୍ଥହାରରେ ଭାରତ ନମ୍ବର ଓ୍ୱାନ୍

ନୂଆଦିଲ୍ଲୀ: କରୋନା କାଳରେ ଭଲ ଖବର । ଦେଶବାସୀଙ୍କୁ ଆଶ୍ୱସ୍ତିକଲା ଭଳି ଖବର ଏବେ ସାମନାକୁ ଆସିଛି । ସାରା ଦେଶରେ ମହାମାରୀରୁ ସୁସ୍ଥ ହେଲେଣି ୬୨ ଲକ୍ଷରୁ ଅଧିକ ଆକ୍ରାନ୍ତ । ସୁସ୍ଥ ହାର ରହିଛି ୮୬.୭୮ ପ୍ରତିଶତ । ଅର୍ଥାତ ସାରା ବିଶ୍ୱରେ ସର୍ବାଧିକ ସୁସ୍ଥହାର ଭାରତରେ ରହିଛି । ଦେଶରେ…

ଓଡିଶାରୁ ସୁସ୍ଥ ହେଲେ ଆଉ ୨୭୯୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୭୯୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ ହୋଇଛନ୍ତି-…

ଷ୍ଟାଡିୟମରେ ୩୦ ହଜାର ଲୋକ, କିଏ ଦେଲା ଅନୁମତି ?

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏହି ଫଟୋଟି ଖୁବ ଭାଇରାଲ୍ ହୋଇଛି । ଯେଉଁଠି କରୋନା ମହାମାରୀ ପାଇଁ ସମସ୍ତ ଦେଶର ସରକାର ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି, ସେଠି ଏକ ଷ୍ଟାଡିୟମରେ ଖେଳ ଦେଖିବା ପାଇଁ ଏକତ୍ରିତ ହୋଇଥିଲେ ୩୦ହଜାର ଲୋକେ । ଏ ନେଇ ଅନେକ ଲୋକ ଆପତ୍ତି ଉଠାଇଥିଲାବେଳେ…

ଆଜିଠୁ ଖୋଲିବ ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ: ଆଜିଠୁ ଖୋଲିବ ସ୍ୱାମୀନାରାୟଣ ଅକ୍ଷରଧାମ ମନ୍ଦିର । କରୋନା ମହାମରୀ ଯୋଗୁଁ ଏହା ବନ୍ଦ ଥିଲା । ତେବେ ପ୍ରଶାସନ ଏବେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଛି । ଆଜି ସନ୍ଧ୍ୟା ୫ଟାରେ ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଯିବ । କୋଭିଡ ଗାଇଡଲାଇନ୍ ଭିତରେ ମନ୍ଦିର ଖେଶଲିବାକୁ ପ୍ରଶାସନ…

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦାବି; ୨୦୨୧ ପହିଲାରେ ଆସିପାରେ କରୋନା ଟିକା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଆସନ୍ତା ବର୍ଷ ତଥା ୨୦୨୧ ମସିହା ପହିଲାରେ କରୋନା ଟିକା ଆସିବାର ସମ୍ଭାବନା ରହିଛି ବୋଲି ପ୍ରକାଶ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ । ନ୍ୟୁଜ୍ ଏଜେନ୍ସି ଏଏନଆଇର ରିପୋର୍ଟ ମୁତାବକ, କେନ୍ଦ୍ର…

ରାଜ୍ୟରେ ଆଉ ୧୭ ଜୀବନ ନେଲା କରୋନା, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

ଭୁବନେଶ୍ୱର: ଜୀବନ ନେଉଛି ମହାମାରୀ । ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୭ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୧୦ଟି ଜିଲ୍ଲାର ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ୧୫ ଜଣ ପୁରୁଷ ଓ ଦୁଇ ଜଣ ମହିଳା ଅଛନ୍ତି । ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧ ହଜାର…

ରାଜ୍ୟରେ କମୁଛି କରୋନା ଗ୍ରାଫ, ଆଜି ୨୨୭୫ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ଖୁସୁଛି କରୋନା ମିଟର । ତଳମୁହାଁ ହୋଇଛି କରୋନା ଗ୍ରାଫ । ଲଗାତର ୪ ଦିନ ଧରି ରାଜ୍ୟରେ ୩ ହଜାରରୁ ତଳେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ରାଜ୍ୟରେ ୨୨୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୧୮ ଜଣ…

ଦେଶରେ କମୁଛି: ଦୁଇ ମାସ ପରେ ୬୦ ହଜାର ତଳକୁ ଖସିଲା ଦୈନିକ କରୋନା କେସ୍

ନୂଆଦିଲ୍ଲୀ: ଦେଶରେ କରୋନା ଟ୍ରେଣ୍ଡ ଖସୁଛି । କମୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ପାଖାପାଖି ଦୁଇ ମାସ ପରେ ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାରରୁ କମ୍ ହୋଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୫୫ ହଜାର ୩୪୨ ନୂଆ ପଜିଟିଭ୍ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୧…

କରୋନା ଟିକା ଟ୍ରାଏଲ ସ୍ଥଗିତ ରଖିଲା ଜନ୍‌ସନ୍ ଆଣ୍ଡ ଜନ୍‌ସନ୍

ନୂଆଦିଲ୍ଲୀ: ପୁଣି କରୋନା ଟିକା ଟ୍ରାଏଲକୁ ଝଟ୍‌କା । ଟିକା ପରୀକ୍ଷା ସ୍ଥଗିତ ରଖିଲା ଜନ୍‌ସନ୍ ଆଣ୍ଡ ଜନ୍‌ସନ । କ୍ଲିନିକାଲ ଟ୍ରାଏଲ ବେଳେ କିଛି ବ୍ୟକ୍ତି ଗୁରୁତର ଅସୁସ୍ଥ ହୋଇପଡିଥିବାରୁ ଆମେରିକାର କରୋନା ଟିକା ପ୍ରସ୍ତୁତ କରୁଥିବା ସଂସ୍ଥା ଜନ୍‌ସନ୍ ଆଣ୍ଡ ଜନସନ୍ ଟିକା ଟ୍ରାଏଲକୁ ସ୍ଥିଗିତ…