Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଗୋଟିଏ ଦିନରେ ଭୁବନେଶ୍ୱରରୁ ୩୨୯ ପଜିଟିଭ; ୩୪୧ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୨୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୧୦ ଜଣ…

ହୋମ୍ ଆଇସୋଲେସନରେ କେମିତି ଖାଇବେ ଫାଭିପିରାଭିର୍ ଟାବଲେଟ୍, ସ୍ୱାସ୍ଥ୍ୟ ବିଭାଗର SOP

ଭୁବନେଶ୍ୱର: ରାଜ୍ୟରେ ହୋମ୍ ଆଇସୋଲେସନରେ ଥିବା କରୋନା ଆକ୍ରାନ୍ତଙ୍କୁ ଏଣିକି ଫାଭିପିରାଭିର୍ ଟାବଲେଟ୍ ଦିଆଯାଇ ପାରିବ । ଏଥିପାଇଁ ଏସଓପି ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । କେମିତି ଓ କେଉଁ ପରିସ୍ଥିତିରେ କରୋନା ରୋଗୀଙ୍କ ଏହି ଔଷଧ ହୋମ୍ ଆଇସୋଲେସନ ବେଳେ ଦିଆାଇପାରିବ ସେନେଇ ସବୁ…

କରୋନା ମୃତ୍ୟୁସଂଖ୍ୟାରେ ଦେଶର ଏସବୁ ରାଜ୍ୟଠୁ ଢେର ପଛରେ ଓଡ଼ିଶା

ଭୁବନେଶ୍ୱର: କରୋନା ସଂକ୍ରମିତ ରାଜ୍ୟ ତାଲିକାର ୮ ନମ୍ୱର ସ୍ଥାନରେ ରହିଛି ଓଡିଶା । ରାଜ୍ୟରେ ୨ ଲକ୍ଷ ୨୯ ହଜାରରୁ ଅଧିକ ପଜିଟିଭ୍ କେସ୍ ରହିଛି । କିନ୍ତୁ ମୃତ୍ୟୁସଂଖ୍ୟା ଗୁଜରାଟ, ମଧ୍ୟପ୍ରଦେଶ, ପଞ୍ଜାବ, ହରିୟାଣା, ଜମ୍ମୁ କଶ୍ମୀର ଭଳି ରାଜ୍ୟଠାରୁ ବହୁ ପଛରେ ରହିଛି ଓଡ଼ିଶା । ଏସବୁ…

ଟ୍ରମ୍ପଙ୍କ ଆଶୁ ଆରୋଗ୍ୟ କାମନା କଲେ କିମ୍ ଜଙ୍ଗ

ସିଓଲ: ଟ୍ରମ୍ପଙ୍କ ପାଇଁ ଆରୋଗ୍ୟ କାମନା କଲେ କିମ୍ । ଉତ୍ତର କୋରିଆରେ ନେତା କିମ୍ ଜଙ୍ଗ ଉନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କୁ ଆରୋଗ୍ୟ ବାର୍ତ୍ତା ପଠାଇଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ ଓ ପତ୍ନୀ ମେଲାନିଆ ଟ୍ରମ୍ପ କରୋନାରୁ ଶୀଘ୍ର ସୁସ୍ଥ ହେବା କାମନା କରିଛନ୍ତି କିମ୍। ସେ…

ନଅ ଶହ ଛୁଇଁବ ରାଜ୍ୟରେ କରୋନା ଡେଥ୍ କେସ୍, କେଉଁ ଜିଲ୍ଲାରୁ କେତେ ଜାଣନ୍ତୁ ?

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ଡେଥ୍ କେସ୍ । ଆସନ୍ତାକାଲି ସୁଦ୍ଧା ନଅ ଶହ ଛୁଇଁପାରେ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୧୭ ଜୀବନ ନେଇଛି କରୋନା । ଚିକିତ୍ସାଧୀନ ଅବସ୍ଥାରେ ୧୦ଟି ଜିଲ୍ଲାର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୮୯୨କୁ ବୃଦ୍ଧି ପାଇଛି ।…

ଦିନକରେ ରାଜ୍ୟରୁ ୩୦୫୩ ପଜିଟିଭ୍, ୯ ଜିଲ୍ଲାରୁ ଅଧିକ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ କମିଛି ନୂଆ କରୋନାଙ୍କ ସଂଖ୍ୟା । ଚିହ୍ନଟ ହୋଇଛନ୍ତି ୩ ହଜାର ୫୩ ନୂଆ ସଂକ୍ରମିତ । ୯ଟି ଜିଲ୍ଲାରୁ ଶହେରୁ ଅଧିକ ନୂଆ ଆକ୍ରାନ୍ତ ବାହାରିଛନ୍ତି । ବାକି ୨୧ ଜିଲ୍ଲାରୁ ଶହେରୁ କମ୍ ସଂକ୍ରମିତ ହୋଇଛନ୍ତି । Covid-19 Report For 2nd October…

ଲକ୍ଷେ ଟପିଲା ଦେଶରେ କରୋନା ମୃତ୍ୟୁସଂଖ୍ୟା, ୬୪ ଲକ୍ଷ ପଜିଟିଭ୍ କେସ୍

ନୂଆଦିଲ୍ଲୀ: ସାରା ଦେଶରୁ ଲକ୍ଷେ ମୁଣ୍ଡ ନେଲାଣି ମହାମାରୀ । କରୋନା ମୃତ୍ୟୁସଂଖ୍ୟା ଆଜି ଲକ୍ଷେ ପାର କରିଛି । ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ଆଉ ୧ ହଜାର ୬୯ ଆକ୍ରାନ୍ତ । ଏମାନଙ୍କୁ ମିଶାଇ ଦେଶରେ ମୃତ୍ୟୁସଂଖ୍ୟା ୧ଲକ୍ଷ ୮୪୨କୁ ବୃଦ୍ଧି ପାଇଛି । ମୃତ୍ୟୁହାର ରହିଛି ୧.୫୫% । କରୋନା…

ଆର୍ମି ହସ୍ପିଟାଲରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ: ଆର୍ମି ହସ୍ପିଟାଲକୁ ଗଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଚିକିତ୍ସା ପାଇଁ ୱାଲ୍ଟର ରିଡ୍ ଆର୍ମି ମେଡିକାଲ ସେଂଟରରେ ଭର୍ତ୍ତି କରାଯାଇଛି । ଏନେଇ ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ଟ୍ରମ୍ପ ଏବେ କ୍ଲାନ୍ତ ଅନୁଭବ କରୁଥିଲେ…

ଦୁଇ ତିନି ଦିନରେ ରାଜ୍ୟରେ ଦୁଇ ଲକ୍ଷ ଛୁଇଁବ କରୋନା ସୁସ୍ଥ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମିତଙ୍କ ଅପେକ୍ଷା ଦୈନିକ ବଢୁଛି କରୋନା ସୁସ୍ଥ ସଂଖ୍ୟା । ଦୁଇ ତିନି ଦିନ ଭିତରେ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ଦୁଇ ଲକ୍ଷ ପାର କରିଯିବ । ଗତ ୨୪ ଘଣ୍ଟାରେ ଆଉ ୪ ହଜାର ୪୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନାରୁ ଆରୋଗ୍ୟ ଲାଭ କଲେଣି…

ରାଜ୍ୟରେ ଆଉ ୧୬ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଶୁକ୍ରବାର ଦିନ ଆଉ ୧୬ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୮୭୫ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବାଲେଶ୍ୱରରୁ ୨, ବରଗଡରୁ ୧, ଭୁବନେଶ୍ୱରରୁ ୪, କଟକରୁ ୨, ଜଗତସିଂହପୁରରୁ ୧,…