Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଭାରତରେ ଓମିକ୍ରନ୍ ଚିନ୍ତା: ଆଜି ପ୍ରଧାନମନ୍ତ୍ରୀ ଡାକିଛନ୍ତି ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ଦେଶରେ ବଢ଼ି ଚାଲିଛି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । ନୂଆ ଭାରିଆଣ୍ଟରେ ବର୍ତ୍ତମାନ ସୁଦ୍ଧା ୨୧୩ ଜଣ ପଜିଟିଭ୍ ବାହାରିଲେଣି । ମହାରାଷ୍ଟ୍ର ଓ ଦିଲ୍ଲୀରେ ଆକ୍ରାନ୍ତଙ୍କ କେସ୍ ବଢୁଛି । ଆଗକୁ ଖ୍ରୀଷ୍ଟମାସ ଓ ନୂଆବର୍ଷ । ଯଦିଓ ସେଲିବ୍ରେସନ୍ ଉପରେ ବିଭିନ୍ନ ରାଜ୍ୟ କଟକଣା…

ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୧୩କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କରୋନା ଭାଇରସର ଓମିକ୍ରନ୍ ଭାରିଆଣ୍ଟର ମୋଟ ୨୧୩ ଟି ମାମଲା ରିପୋର୍ଟ ହୋଇଛି। ରାଜଧାନୀ ଦିଲ୍ଲୀରେ ସର୍ବାଧିକ ସଂଖ୍ୟକ ମାମଲା ରହିିଥିବା ଜଣାପଡ଼ିଛି। ଓମିକ୍ରନ୍ ମାମଲାରେ ମହାରାଷ୍ଟ୍ର ସବୁଠୁ ଆଗରେ ଥିଲା କିନ୍ତୁ ଏବେ ଦିଲ୍ଲୀ ଏହାକୁ ପଛରେ ପକାଇ ଦେଇଛି।…

ଓଡ଼ିଶାରୁ ଓମିକ୍ରନ୍ ଚିହ୍ନଟ ପରେ ତତ୍ପରତା, ସ୍ୱାସ୍ଥ୍ୟ ବିଭାଗ ଡାକିଲା ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଓଡିଶାରୁ ଦୁଇ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ପରେ ତତ୍ପରତା । ଜଣଙ୍କର ଘର ଜଗତସିଂହପୁର ହୋଇଥିବା ବେଳେ ସେ କଟକରେ ଟ୍ରିଟମେଣ୍ଟ ହେଉଛନ୍ତି । ଅନ୍ୟ ଜଣଙ୍କ ଘର ଖୋର୍ଦ୍ଧାରେ ବୋଲି ଜଣାପଡିଛି । ଦୁଇ ଜଣ ଯାକ ପୁରୁଷ । ଜଣଙ୍କର ବୟସ ୪୧ ଓ ଆଉ ଜଣଙ୍କର ବୟସ ୪୩ ବର୍ଷ । ଜଣେ…

ଭାରତରେ ୨୦୦ ଛୁଇଁଲା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା, ସୁସ୍ଥ ହେଲେଣି ୭୭

ନୂଆଦିଲ୍ଲୀ: ଭାରତରେ ମାଡୁଛି ଓମିକ୍ରନ୍ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଆଜି ଦୁଇ ଶହ ପାର କରିଛି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ୧୨ ରାଜ୍ୟରୁ ଚିହ୍ନଟ ହୋଇଛି ନୂଆ ଭାରିଆଣ୍ଟ । ଦିଲ୍ଲୀରେ ଦ୍ରୁତ ବଢୁଛି ଓମିକ୍ରନ୍…

ଓଡ଼ିଶାରେ ପଶିଲା ଓମିକ୍ରନ, ୨ ଜଣ ପଜିଟିଭ୍

ଭୁବନେଶ୍ୱର: ଓଡ଼ିଶାରେ ପଶିଲା ଓମିକ୍ରନ୍ । ଚିହ୍ନଟ ହେଲା ପ୍ରଥମ ଓମିକ୍ରନ ଆକ୍ରାନ୍ତ । ୨ ଜଣ ବିଦେଶ ଫେରନ୍ତା ଓମିକ୍ରନ ସଂକ୍ରମିତ ହୋଇଛନ୍ତି । ଜିନୋମ୍ ସିକ୍ୱେନ୍ସିଂରୁ ସେମାନେ ନୂଆ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣା ପଡିଛି । ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନାଇଜେରିଆ ଓ ଅନ୍ୟ ଜଣେ…

ରାଜଧାନୀରେ ଆଉ ୨ ଓମିକ୍ରନ୍‌ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ସୋମବାର ଦିନ ଦିଲ୍ଲୀରେ କରୋନାର ଓମିକ୍ରନ୍ ଭାରିଆଣ୍ଟର ଦୁଇଟି ନୂଆ ମାମଲା ରିପୋର୍ଟ ହୋଇଛି। ଏହାକୁ ମିଶାଇ ସଂକ୍ରମଣ ସଂଖ୍ୟା ୨୪ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀର ୧୨ ଜଣ ଓମିକ୍ରନ୍ ରୋଗୀ ସୁସ୍ଥ ହେବା ପରେ ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇଥିବାବେଳେ…

ଓମିକ୍ରନ୍ ନେଇ ଏମ୍ସ ନିର୍ଦ୍ଦେଶକଙ୍କ ପରାମର୍ଶ: ଯେକୌଣସି ସ୍ଥିତି ସାମନା କରିବାକୁ ଦେଶ ପ୍ରସ୍ତୁତ ରହୁ

ନୂଆଦିଲ୍ଲୀ: ଓମିକ୍ରନ୍ ସାରା ବିଶ୍ୱରେ କାୟା ମେଲାଇ ଚାଲିଲାଣି । ପୁଣି ଥରେ ସଂକ୍ରମଣ ଉପରମୁହାଁ ହେଲାଣି । ଭାରତରେ ବି ବଢୁଛି ଓମିକ୍ରନ ଜନିତ ସଂକ୍ରମଣ । ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ ଶହ ପାର କଲାଣି । ଆଗକୁ ଆହୁରି ବଢ଼ିବ । ଏହାକୁ ଦୃଷ୍ଟିରେ ରଖି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ…

ଆଜି ୧୯ ଜିଲ୍ଲାରୁ ୧୮୬ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣରେର ରହିଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଶହ ଭିତରେ ରହୁଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୮୬ ନୂଆ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧୦୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୭ । ୧୮ ବର୍ଷ ଭିତରେ ଆଉ…

ଭାରତରେ ଫେବ୍ରୁଆରୀରେ ଓମିକ୍ରନ୍ ଆଣିବ ତୃତୀୟ ଲହର !

ନୂଆଦିଲ୍ଲୀ: ବ୍ରିଟେନ୍, ଫ୍ରାନ୍ସ, ଆମେରିକା ଭଳି ଦେଶରେ ଓମିକ୍ରନ୍ ପ୍ରଭାବ ଦେଖାଉଛି । ସଂକ୍ରମଣ ହୁ ହୁ ହୋଇ ବଢୁଛି । ବିଶ୍ୱରେ ପାଖାପାଖି ୯୦ ଦେଶରେ ବ୍ୟାପିଲାଣି ଓମିକ୍ରନ୍ । ଭାରତରେ ୧୨ ରାଜ୍ୟରେ ୧୪୫ ସଂକ୍ରମିତ ଚିହ୍ନଟ ହେଲେଣି । ଏଭଳି ସ୍ଥିତିରେ ଆଗକୁ ଦେଶରେ ଓମିକ୍ରନ୍ ଦ୍ରୁତ…

ବ୍ରିଟେନ୍ ଭଳି ଭାରତରେ ଓମିକ୍ରନ୍ ବ୍ୟାପିଲେ ଦୈନିକ କେତେ ପଜିଟିଭ୍ ହେବେ ? ଜାଣନ୍ତୁ

ନୂଆଦିଲ୍ଲୀ: ବ୍ରିଟେନରେ ହୁ ହୁ ହୋଇ ବଢୁଛି କରୋନା କେସ୍ । ଏମିକ୍ରନ୍ କେସ ବଢୁଛି । ଏଥିପାଇଁ ପ୍ରତି ଦୁଇ ଦିନରେ ଡବଲିଂ ହେଉଛି କରୋନା ସଂକ୍ରମଣ । ପ୍ରତିଦିନ ସଂକ୍ରମଣ ନୂଆ ରେକର୍ଡ କରୁଛି । ଗତ ୨୪ ଘଣ୍ଟାରେ ରେକର୍ଡ ୯୩ ହଜାରରୁ ଅଧିକ ସଂକ୍ରମିତ ବାହାରିଛନ୍ତି । ବ୍ରିଟେନ୍, ଆମେରିକା,…