Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଶ୍ରୀମନ୍ଦିର ମେଘନାଦ ପାଚେରୀ କଡରେ ଷଣ୍ଢ ଖାଉଛି ମହାପ୍ରସାଦ

ପୁରୀ: ଶ୍ରୀମନ୍ଦିର ମେଘନାଦ ପାଚେରୀ କଡରେ ପଡିରହିଛି କିଲୋ କି ଦୁଇ କିଲୋ ନୁହେଁ କ୍ୱିଂଟାଲ ଶୁଖିଲା ମହାପ୍ରସାଦ । ଏ ସବୁ ମହାପ୍ରସାଦକୁ ଖାଉଛନ୍ତି ଷଣ୍ଢ । ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ପେଜନାଳ ପାଖ ମେଘନାଦ ପାଚେରୀ କଡରେ ଖଜା, ବଲ୍ଲଭ, ଲୁଣି ଖୁଡୁମା ଆଦି ଭୋଗ ସହ ତାଳପତ୍ର ପେଡିରେ ଭର୍ତି…

ଅଗଷ୍ଟ ୧୫ ପାଇଁ ସଟ୍‌ଡାଉନ୍ କୋହଳ

ଭୁବନେଶ୍ୱର: ଅଗଷ୍ଟ ୧୫ ପାଇଁ କୋହଳ ହେଲା କଟକଣା । ୪ ଜିଲ୍ଲା ଗଂଜାମ, ଖୋର୍ଦ୍ଧା, ଗଜପତି, କଟକ ସମେତ ରାଉରକେଲା ସହରରେ ସଟଡାଉନ୍ କିଛି ଘଂଟା ପାଇଁ କୋହଳ ହେବ । ଏହି ୪ ଜିଲ୍ଲା ଏବଂ ରାଉରକେଲା ମ୍ୟୁନିସପାଲଟିରେ ସପ୍ତାହିକ ସଟଡାଉନ୍‌କୁ କିଛି ଘଂଟା ପାଇଁ କୋହଳ କରାଯିବ । ଏନେଇ ଆଜି ରାଜ୍ୟ…

ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇ ଆଜି ଧାର୍ଯ୍ୟ ହୋଇଛି ଲଗ୍ନ । ମାଆ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ପାଇଁ ଲଗ୍ନ ସ୍ଥିର ହୋଇଛି ।ସମ୍ବଲପୁର ଝାଡୁଆପଡାର ବ୍ରହ୍ମପୁରା ମନ୍ଦିର ପରିସରରେ ଆଜି ଲଗ୍ନ ବାହାର କରଯାଇଛି । ଭଦ୍ରାବମାସ ଶୁକ୍ଳପକ୍ଷ ପଂଚମୀ ତିଥି ସକାଳ ୯ଟା ୩୫…

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଆସୁନି ସୁଧାର

ନୂଆଦିଲ୍ଲୀ: ବିଗିଡିବାରେ ଲାଗି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା । ବ୍ରେନ୍ ସର୍ଜରୀ ପରଠାରୁ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସୁନାହିଁ । ଏନେଇ ଆଜି ଦିଲ୍ଲୀ ସ୍ଥିତ ସେନା ହସ୍ପିଟାଲ ପକ୍ଷରୁ ଜାରି ହେଲ୍‌ଥ ବୁଲେଟିନରୁ ସୂଚନା ମିଳିଛି । ୮୪ ବର୍ଷୀୟ ଭାରତ ରତ୍ନ…

ଅଡିଓ ଭାଇରାଲ ମାମଲା: ଗିରଫ ୨ଜଣଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ଅଡିଓ ଭାଇରାଲ ଘଟଣାରେ ଗିରଫ ହୋଇଥିବା ୨ ଜଣଙ୍କୁ ଜାମିନ୍ ମିଳିଛି । ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟ ୨ ଜଣଙ୍କୁ ସର୍ତମୂଳକ ଜାମିନ ଦେଇଛନ୍ତି । ଜଣେ ଜାମିନଦାର ଓ ୧୦ ହଜାର ଟଙ୍କା ମୁଚଲିକାରେ ଉଭୟ ଲକ୍ଷ୍ମୀକାନ୍ତ ବେହେରା ଓ ବିଶ୍ୱଜିତ ମହାନ୍ତିଙ୍କୁ ଜାମିନ୍ ମିଳିଥିବା…

୪ ଜିଲ୍ଲା ଉପରେ ମୁଖ୍ୟମନ୍ତ୍ରୀଙ୍କ ଫୋକସ୍‌

ଭୁବନେଶ୍ୱର: ଅର୍ଥ ଅଭାବରୁ କେହି ଜଣେ ବି ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ । ଏନେଇ ଆଜି ଭିଡିଓ କନଫରେନ୍ସିଂହରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ସେ କହିଛନ୍ତି, କୋଭିଡ୍‌ ଚିକିତ୍ସା ପାଇଁ ରାଜ୍ୟ ସରକାର…

‘ରାଜ୍ୟରେ ଦିନକୁ ହେବ ଲକ୍ଷେ ଟେଷ୍ଟ’

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟରେ ବଢ଼ିବ ଟେଷ୍ଟ ସଂଖ୍ୟା । ଦିନକୁ ଏକ ଲକ୍ଷ ନମୁନା ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି । ରାପାଡ ଆଂଟିଜେନ୍ ଟେଷ୍ଟ ମଧ୍ୟ ବଢ଼ିବ । ଏନେଇ ଆଜି ଆଇଏଲ୍‌ଏସ୍ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି । ଭୁବନେଶ୍ୱରର ବିଭିନ୍ନ କର୍ପୋରେସନରେ…

ଭାରତରେ କେଉଁ କମ୍ପାନୀ ତିଆରି କରୁଛି କରୋନା ଟିକା, କେବେ ଆସିବ ?

ନୂଆଦିଲ୍ଲୀ: କରୋନାକୁ ମାରିବାକୁ ହେଲେ ଟିକା ହିଁ ଏକମାତ୍ର ଭରସା । ଋଷ୍ ବିଶ୍ୱର ପ୍ରଥମ ଟିକୀ ସ୍ପୁଟନିକ-୫ ନେଇ ଘୋଷଣା କରିଥିବା ବେଳେ ଆମେରିକା, ବ୍ରିଟେନ୍ ଭଳି ଦେଶ ଜୋରସୋରରେ ଉଦ୍ୟମ ଚଳାଇଛନ୍ତି । ବିଭିନ୍ନ ଷ୍ଟେଜରେ ଚାଲିଛି ଟ୍ରାଏଲ୍ । ମହାମାରୀ କରୋନାକୁ ମାଡ ଦେବା ପାଇଁ ଭାରତରେ…

ସିଦ୍ଧରମୈୟାଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍, କାଲି ହେବେ ଡିସଚାର୍ଜ

ବେଙ୍ଗାଳୁରୁ: କରୋନାକୁ ହରାଇଛନ୍ତି କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ସେ ସୁସ୍ଥ ହୋଇଛନ୍ତି । କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଛି । ଏନେଇ ତାଙ୍କ କାର‌୍ୟ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଆସନ୍ତାକାଲି ହସ୍ପିଟାଲରୁ ଡିସଚାର୍ଜ ହେବେ ସିଦ୍ଧରମୈୟା । ବର୍ତ୍ତମାନ…

ଆଉ ୯ଜଣଙ୍କୁ ମିଶାଇ ରାଜ୍ୟରେ ତିନି ଶହ ପାର କଲା କରୋନା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ୫୦ ହଜାର ଡେଇଁଛି କରୋନା ପଜିଟିଭ୍ କେସ୍ । ଆଜି ମୃତ୍ୟୁସଂଖ୍ୟା ୩ ଶହ ପାର କରିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୯ ଜଣ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ତିନି ଜଣ ମହିଳା ଓ ଛଅ ଜଣ ପୁରୁଷ । ଗତ ୨୪ ଘଣ୍ଟାରେ ଗଞ୍ଜାମ…