Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଆଉ ୬୦ ହଜାର ନୂଆ ସଂକ୍ରମିତଙ୍କ ସହ ଦେଶରେ ୨୩ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ୍ତ ହୋଇ ଚାଲିଛି । ଆଖି ପିଛୁଳାକେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ୬୦,୯୬୩ ଜଣ ସଂକ୍ରମିତ ହୋଇଥିବା ବେଳେ ୮୩୪ ଜଣଙ୍କର ଜୀବନ ଯାଇଛି ।…

ଭାରତରେ କିଭଳି ହେବ ଟିକାର ପ୍ରୟୋଗ, ସ୍ଥିର ହେବ ରଣନୀତି

ନୂଆଦିଲ୍ଲୀ: କରୋନା ମହାମାରୀକୁ ମାତ ଦେବା ପାଇଁ ସବୁ ଦେଶ ଅଣ୍ଟା ଭିଡିଛନ୍ତି । ଟିକା ବିକଶିତ କାମକୁ ତ୍ୱରାନ୍ୱିତ କରାଯାଇଛି । ଭାରତରେ କିଭଳି ଭ୍ୟାକସିନର ପ୍ରୟୋଗ କରାଯିବ ? କିଭଳି କରାଯିବ ବଣ୍ଟନ ? ଆଜି ଟିକା ପରିଚାଳନା ନେଇ ବସୁଛି ବୈଷୟିକ କମିଟି ବୈଠକ । ନୀତି ଆୟୋଗ କମିଟି…

ବିଗୁଡୁଛି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା

ନୂଆଦିଲ୍ଲୀ: ବିଗିଡିବାରେ ଲାଗିଛି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା । ସେ ଗତକାଲିଠୁ ଭେଂଟିଲେଟରରେ ଅଛନ୍ତି । ନୂଆଦିଲ୍ଲୀରେ ଥିବା ଆର୍ମି ରିସର୍ଚ୍ଚ ଓ ରେଫରାଲ ହସ୍ପିଟାଲ ପକ୍ଷରୁ ଦିଆଯାଇଥିବା ସୂଚନାରୁ ଏହା ଜଣାପଡିଛି । ପ୍ରଣବ ମୁଖାର୍ଜୀଙ୍କ ସ୍ଵାସ୍ଥ୍ୟରେ…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୭୮୫ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୭୮୫ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏନେଇ ଟ୍ୱିଟ୍ କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଉଲ୍ଲେଖଯୋଗ୍ୟ,…

ଭୁବନେଶ୍ୱରରେ ୨୪ ଘଣ୍ଟାରେ ୧୦୯ କରୋନା ଆକ୍ରାନ୍ତ, ୧୩୪ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୧୦୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ…

ବିଡିଓ କରୋନା ସଂକ୍ରମିତ ହେବା ପରେ ବ୍ଲକ୍ ଅଫିସ୍ ବନ୍ଦ

ଭଦ୍ରକ: ବ୍ଲକ୍ ଉନ୍ନୟନ୍ ଅଧିକାରୀ (ବିଡିଓ) କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାସୁଦେବପୁର ବ୍ଲକ୍ କାର୍ଯ୍ୟାଳୟକୁ ୨ ଦିନ ପାଇଁ ବନ୍ଦ କରାଯାଇଛି । ଏନେଇ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ଜିଲ୍ଲା ପ୍ରଶାସନ । ପ୍ରଶାସନର ସୂଚନାନୁଯାୟୀ ସାନିଟାଇଜେସନ ପରେ ପୁଣି…

ଆଉ ନାହାନ୍ତି ପ୍ରଖ୍ୟାତ କବି ରାହତ ଇନ୍ଦୋରୀ !

ମଧ୍ୟପ୍ରଦେଶ: କରୋନା ସଂକ୍ରମଣରେ ପ୍ରାଣତ୍ୟାଗ କଲେ ଜଣାଶୁଣା କବି ଓ ଗୀତିକାର ରାହତ ଇନ୍ଦୋରି । ଆଜି ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ବାହାରିଥିଲା । ସୋମବାର ତାଙ୍କ ନିକଟରେ କରୋନା ଜନିତ ଲକ୍ଷଣ ପରିଲକ୍ଷିତ ହେବା ପରେ ଇନ୍ଦୋରର ଅରୋବିନ୍ଦୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୋମବାର…

କଟକରେ କମିଲା ସ୍ଥାନୀୟ ସଂକ୍ରମଣ, ସିଏମ୍‌ସିରୁ ୭୩ ପଜିଟିଭ

କଟକ: କଟକ ସହରରେ କାୟା ମେଲାଇଛି ମହାମାରୀ କରୋନା । ଦିନକୁ ଦିନ ଏଠି ବଢ଼ୁଛି ସଂକ୍ରମଣ । ତେବେ ଆଜି ପୁଣି ସିଲଭର ସିଟିରୁ ଆଉ ୭୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ମଧ୍ୟ କମିଛି । ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୬୮ଜଣ କ୍ୱାରେଣ୍ଟାଇନରେ…

ମୁଖ୍ୟମନ୍ତ୍ରୀମାନଙ୍କ ସହ ମୋଦୀଙ୍କ ଆଲୋଚନା, ଦେଲେ ୭୨ ଘଂଟିଆ ଫର୍ମୁଲା

ନୂଆଦିଲ୍ଲୀ: ଦେଶରେ ବ୍ୟାପୀ ଚାଲିଛି କରୋନା । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଦେଶର ୧୦ଟି ରାଜ୍ୟ । ମହାରାଷ୍ଟ୍ର, ତାମିଲନାଡୁ, ବିହାର, ଗୁଜରାଟ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ତେଲଙ୍ଗାନା, ଅନ୍ଧ୍ରପ୍ରଦେଶ, ପଂଜାବ ଓ କର୍ଣ୍ଣାଟକ । ଏହି ୧୦ଟି ରାଜ୍ୟ କରୋନାକୁ ମାତ୍ ଦେଇପାରିଲେ ଭାରତ…

ନୂଆଁଖାଇରେ ସଟ୍‌ଡାଉନ୍ ହେବନି ସମ୍ବଲପୁର

ସମ୍ବଲପୁର: ସମ୍ବଲପୁର ଜିଲ୍ଲାବାସୀଙ୍କ ପାଇଁ ଆସିଲା ଖୁସି ଖବର । ନୂଆଁଖାଇରେ ସଟ୍‌ଡାଉନ୍ ହେବନି ସମ୍ବଲପୁର । କେବଳ ନୂଆଁଖାଇ ନୁହେଁ ସ୍ୱାଧୀନତା ଦିବସରେ ମଧ୍ୟ ସମ୍ବଲପୁର ସହର ସ୍ୱାଭାବିକ ରହିବ । ନୂଆଁଖାଇ ପାଇଁ ୨୨ ଓ ୨୩ ତାରିଖରେ ମଧ୍ୟ ସେଠାରେ ସଟଡାଉନ ହେବ ନାହିଁ ବୋଲି ସୂଚନା ମିଳିଛି ।…