Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ସାରା ଦୁନିଆରେ ୯୭ ଲକ୍ଷ ଲୋକଙ୍କୁ କରୋନା

ସାରା ବିଶ୍ୱକୁ ନିଜ ହାତମୁଠାରେ କରି ସାରିଲାଣି ମାରାତ୍ମକ କରୋନା ଭାଇରସ୍ । ୯୭ ଲକ୍ଷ ଲୋକଙ୍କ ସଂକ୍ରମିତ ହେଲେଣି । ଗତ ୨୪ ଘଣ୍ଟାରେ ୧ ଲକ୍ଷ ୭୬ ହଜାର ନୂଆ ପଜିଟିଭ କେସ୍ ସାମନାକୁ ଆସିଛି । ମୃତ୍ୟୁବରଣ କରିଛନ୍ତି ଆଉ ୫ ହଜାର ଲୋକ । ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୬ ଲକ୍ଷ ୯୯…

ବ୍ରହ୍ମପୁର ସହର ୪ ଦିନ ପାଇଁ ସମ୍ପୂର୍ଣ୍ଣ ସଟ୍‌ଡାଉନ୍

ବ୍ରହ୍ମପୁର: ପ୍ରତିଦିନ ରେଶମ ସହର ବ୍ରହ୍ମପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସହର ୪ ଦିନ ପାଇଁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଆସନ୍ତାକାଲିଠାରୁ ମଙ୍ଗଳବାର ପର୍ଯ୍ୟନ୍ତସମ୍ପୂର୍ଣ୍ଣ ସଟ୍ ଡାଉନ ରହିବ ପୁରା ସହର । ଏହି ସମୟରେ ସହରରେ ୭୦ଟି…

ଅଗଷ୍ଟ ୧୨ ଯାଏ ରେଗୁଲାର ଟ୍ରେନ୍ ଚଳାଚଳ ବନ୍ଦ

ନୂଆଦିଲ୍ଲୀ: ଟ୍ରେନ୍ ଯାତ୍ରୀ ଗଣ ଦୟାକରି ଧ୍ୟାନ ଦିଅନ୍ତୁ । ଅଗଷ୍ଟ ୧୨ ତାରିଖ ପର୍ରଯ୍ୟନ୍ତ ଦେଶରେ ବନ୍ଦ ରହିବ ସମସ୍ତ ରେଗୁରାଲ ଟ୍ରେନ୍ ଚଳାଚଳ । ଗଡ଼ିବନି ମେଲ୍ ଏକ୍ସପ୍ରେସ, ଲୋକାଲ୍ ଟ୍ରେନ୍, ଇଏମୟୁ ଟ୍ରେନ୍ । ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ଏଭଳି ନିଷ୍ପତ୍ତି ନେଇଛି ରେଲଓ୍ୱେ ବୋର୍ଡ…

ବାବା ରାମଦେବଙ୍କ କୋଭିଡ଼-୧୯ ଔଷଧ ବିକ୍ରି ନେଇ ରାଜସ୍ଥାନ ମନ୍ତ୍ରୀଙ୍କ ଚେତାବନୀ

ଜୟପୁର: ରାଜସ୍ଥାନ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ଚେତାବନୀ ଦେଇ ଗୁରୁବାର ଦିନ କହିଛନ୍ତି, ବାବା ରାମଦେବଙ୍କ ଦ୍ୱାରା ପ୍ରସ୍ତୁତ କୋଭିଡ଼-୧୯ ଔଷଧ ଯେଉଁମାନେ ବିକ୍ରି କରୁଥିବେ ଧରାପଡ଼ିଲେ ଦୃଢ ପଦକ୍ଷେପ ଗ୍ରହଣ କରାଯିବ । ଏପରିକି ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ,…

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୬୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୩୫ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ୪୧୨୩ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।…

ରାଜଧାନୀରୁ ଆଉ ୩୮ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଜି ମୋଟ ୨୫୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେଥିରୁ ରାଜଧାନୀର ଅଛନ୍ତି ୩୮ ଜଣ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କରାଯାଇଥିବା ଟ୍ୱିଟ୍ ଅନୁସାରେ, ଏହି ୩୮ ଜଣଙ୍କ ମଧ୍ୟରୁ ୨୫ ଜଣ ହୋମ କ୍ୱାରେଣ୍ଟାଇନରେ ଥିବା ବେଳେ ଅନ୍ୟ ୧୩ ଜଣ ସ୍ଥାନୀୟ ଆକ୍ରାନ୍ତ…

ଦିଲ୍ଲୀ, ମହାରାଷ୍ଟ୍ରରେ ପ୍ରଥମଥର ଲାଗି ପରୀକ୍ଷା ମୂଳକ ଭାବେ ଉପଲବ୍ଧ ହେବ କୋଭିଡ଼-୧୯ ଔଷଧ !

ନୂଆଦିଲ୍ଲୀ: ଦେଶର ମହାରାଷ୍ଟ୍ର ଓ ଦିଲ୍ଲୀରେ କରୋନା ମହାମାରୀ ପରିସ୍ଥିତି ଚିନ୍ତାଜନକ । ଏପରି ପରିସ୍ଥିତିରେ ପାଞ୍ଚଟି ରାଜ୍ୟ ମଧ୍ୟରୁ ପ୍ରଥମଥର ଲାଗି ଏହି ଦୁଇଟି ରାଜ୍ୟରେ ପରୀକ୍ଷା ମୂଳକଭାବେ ୨୦,୦୦୦ ଭାୟାଲ କରୋନା -୧୯ ଔଷଧ ରେମଡ଼େସିଭିର ପହଞ୍ଚିବ । ଏନଡ଼ିଟିଭିରେ ପ୍ରକାଶିତ ଏକ ରିପୋର୍ଟ…

ବାତିଲ୍ ହେଲା ସିବିଏସଇ ଦଶମ, ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ (ସିବିଏସଇ) ଚଳିତ ବର୍ଷର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ୍ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି । ଏନେଇ ବୁଧବାର ଦିନ ସିବିଏସଇ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି । ଏପରିକି ଦଶମ ବୋର୍ଡ଼ ପରୀକ୍ଷାର ଯେଉଁ କେତେକ ପରୀକ୍ଷା…

ହସ୍ପିଟାଲରୁ ଖସି ଚାଲିଗଲେ ସଂଦିଗ୍ଧ କରୋନା ରୋଗୀ !

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବୁର୍ଲ୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ୍ ସାଇନ୍ସ ଇନଷ୍ଟିଚ୍ୟୁଟ୍ (ଭିମସାର)ର ଆଇସୋଲେସନ ୱାର୍ଡ଼ରୁ ଜଣେ ସନ୍ଦିଗ୍ଧ କରୋନା ରୋଗୀ ଖସି ଚାଲିଯାଇଛନ୍ତି । ଏହି ଘଟଣା ସମ୍ପର୍କରେ ବୁଧବାର ଜଣାପଡ଼ିଥିବା ନେଇ ଭିମସାର୍ ସୂତ୍ରରୁ ସୂଚନା ମିଳିଛି । ଅଧିକ…

ଘରୋଇ ହସ୍ପିଟାଲ ଲାଗି କୋଭିଡ ନିୟମ ଜାରି କଲେ ଓଡିଶା ସରକାର

ଭୁବନେଶ୍ୱର: ଘରୋଇ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ମଧ୍ୟରେ ବଢୁଥିବା କରୋନା ମାମଲା ଯୋଗୁଁ ରାଜ୍ୟ ସରକାର ସାତ ଦିନ ମଧ୍ୟରେ ସେମାନଙ୍କ କର୍ମଚାରୀଙ୍କୁ ସଂକ୍ରମଣ ନିରାକରଣ ଏବଂ ନିୟନ୍ତ୍ରଣ (ଆଇପିସି) ଉପରେ ତାଲିମ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମେଡିକାଲ ଏଜୁକେସନ୍…