Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅସୁସ୍ଥ, ହୋଇପାରେ କରୋନା ଟେଷ୍ଟ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଅସୁସ୍ଥ ହେବା କାରଣରୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସାମାନ୍ୟ ଜ୍ୱର ଏବଂ କାଶ ହେଉଥିବାରୁ ତାଙ୍କର କୋଭିଡ-୧୯ ପରୀକ୍ଷା କରାଯିବ। ଖବର ଅନୁଯାୟୀ ଗତ ରବିବାର ଦିନ କେଜ୍ରିୱାଲଙ୍କୁ ଜ୍ୱର ଓ…

ବିଜେପି ନେତା ସମ୍ବିତ ପାତ୍ରଙ୍କ କରୋନା ଟେଷ୍ଟ ନେଗେଟିଭ

ଭୁବନେଶ୍ୱର: ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କର କରୋନା ଟେଷ୍ଟ ରିପୋର୍ଟ ରବିବାର ଦିନ ନେଗେଟିଭ ବାହାରିବା ପରେ ସେ ଗୁରୁଗାଓଁ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ଗତ ମେ ୨୮ ତାରିଖରେ ତାଙ୍କ ଶରୀରରେ କୋଭିଡ-୧୯ ଲକ୍ଷଣ ଦେଖାଯିବା ପରେ ଶ୍ରୀ ପାତ୍ରଙ୍କୁ ଚିକିତ୍ସା ନିମନ୍ତେ…

କରୋନାରେ ଆକ୍ରାନ୍ତ ହେଲେ ପିଆଇବି ଡିଜି

ନୂଆଦିଲ୍ଲୀ: ପ୍ରେସ ଇନଫରମେସନ୍ ବ୍ୟୁରୋ (ପିଆଇବି)ର ମୁଖ୍ୟ ମହାନିର୍ଦ୍ଦେଶକ କେ.ଏସ୍ ଧତାଭାଲିଆଙ୍କ କରୋନା ଟେଷ୍ଟ ରିପୋର୍ଟ ରବିବାର ଦିନ ପଜିଟିଭ୍ ବାହାରିବା ପରେ ତାଙ୍କୁ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଥିଲା। ଦି ହିନ୍ଦୁରେ ପ୍ରକାଶିତ ଏକ ରିପୋର୍ଟ…

ସୁନ୍ଦରଗଡରେ ୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ସୋମବାର ଦିନ ୧୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ପ୍ରଶାସନ।…

କରୋନା ସଂକ୍ରମଣରେ ନୂଆଦିଲ୍ଲୀରେ ଓଡିଆଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନୂଆଦିଲ୍ଲୀରେ କାର୍ଯ୍ୟରତ ଜଣେ ଓଡିଆ ବ୍ୟକ୍ତିଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି । ଏହି ଦୁଃଖଦ ଖବର ମିଳିବା ପରେ ଆଳି ଥାନା ଅନ୍ତର୍ଗତ ବାଳକାଟୀ ପଞ୍ଚାୟତର ବଡଙ୍କୋ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ମୃତ ବ୍ୟକ୍ତିଙ୍କ ନାମ ନରେନ୍ଦ୍ର ସ୍ୱାଇଁ ବୋଲି ଜଣାପଡିଛି ।…

ଗଞ୍ଜାମର ଘରେ ଘରେ ହେବ ସ୍ୱାସ୍ଥ୍ୟ ପରୀକ୍ଷା ସହ ଥର୍ମାଲ ସ୍କ୍ରିନିଂ

ହିଞ୍ଜିଳିକାଟୁ : ରାଜ୍ୟର ସମସ୍ତ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନ କୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସଂକ୍ରମଣରୁ ବର୍ତ୍ତିବା ପାଇଁ ସରକାରଙ୍କର ରହିଛି ବହୁ ସଚେତନତା କାର୍ଯ୍ୟକ୍ରମ । କରୋନା ସଂକ୍ରମଣ କୁ ପ୍ରତିହିତ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଘର ଘର…

ଓଡିଶାରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୧୮ ଜିଲ୍ଲାରୁ ୧୩୮ ରୋଗୀ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୧୩୮ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୪ ଛୁଇଁଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ।…

ସଂକ୍ରମଣରେ ଚାଇନାକୁ କାଟିଲା ମହାରାଷ୍ଟ୍ର; ଦେଶରେ ୭ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ବିଜୁଳି ବେଗରେ ମାଡି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଅନ୍ୟ ସଂକ୍ରମିତ ଦେଶ ଗୁଡିକୁ ପଛରେ ଛାଡି ଆଗକୁ ଆଗକୁ ବଢି ଚାଲିଛି ଭାରତ । ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ସଂକ୍ରମଣରେ ଚାଇନାକୁ ଟପିଛି ଭାରତର ଗୋଟିଏ ରାଜ୍ୟ ମହାରାଷ୍ଟ୍ର। ଚାଇନାରେ କରୋନା ସଂକ୍ରମିତଙ୍କ…

ସୋମବାର ଖୋଲିବନି ମନ୍ଦିର, ଜୁନ ୩୦ ଯାଏଁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି

ଭୁବନେଶ୍ୱର: ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ ବା ଏଏସଆଇ ପକ୍ଷରୁ ରାଜ୍ୟର ୪୬ ଟି ମନ୍ଦିର ଖୋଲିବା ନେଇ ଯେଉଁ ବିଜ୍ଞପ୍ତି ଜାରି ହୋଇଥିଲା ସେ ନେଇ ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର । ଜୁନ ୩୦ ଯାଏଁ ବନ୍ଦ ରହିବ ରାଜ୍ୟର ସମସ୍ତ ମନ୍ଦିର । ପୂର୍ବ ଭଳି ସମସ୍ତ କଟକଣା ଜାରି ରହିବ ବୋଲି…

ଆଇଜି ପିନ୍ଧିନଥିଲେ ମାସ୍କ, କଟିଲା ଚାଲାଣ

କାନପୁର: ଦେଶରେ ହୁ ହୁ ବଢ଼ି ଚାଲିଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ମାସ୍କ ପିନ୍ଧିବାକୁ ବାରମ୍ବାର ଅପିଲ କରାଯାଉଛି । ଏପରିକି ସର୍ବସାଧାରଣ ସ୍ଥାନରେ ମାସ୍କ ନପିନ୍ଧିଲେ ଜରିମାନା ଆଦୟ କରାଯିବା ନେଇ କଡା ନିୟମ ମଧ୍ୟ ରହିଛି । ତେବେ ଏହି ନିୟମକୁ ଖୋଦ୍ ଭାଙ୍ଗିଛନ୍ତି ଜଣେ…