Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଗୋଟିଏ ଦିନରେ ସର୍ବାଧିକ ୧୭୮ କରୋନା ସଂକ୍ରମିତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ସୁସ୍ଥ ହାର ମଧ୍ୟ ବଢ଼ୁଛି । ଆଜି ଗୋଟିଏ ଦିନରେ ସର୍ବାଧିକ ୧୭୮ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଟେଷ୍ଟ ପରେ ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଛି । ଏହାପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏନେଇ…

ପଟିଆ ଅଞ୍ଚଳରେ ବାପ-ଝିଅ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ଆଉ ଦୁଇ ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୮କୁ ଛୁଇଁଛି। ସରକାରୀ ସୂତ୍ର ଅନୁଯାୟୀ, ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି ୪୦ ବର୍ଷ ବୟସ୍କା ବ୍ୟକ୍ତି ଏବଂ ତାଙ୍କର ୮…

ଆଜି ଯାଜପୁରରୁ ଚିହ୍ନଟ ୭ ପଜିଟିଭଙ୍କ ସବିଶେଷ ତଥ୍ୟ, ଜାଣନ୍ତୁ

ଯାଜପୁର : ଆଜି ରାଜ୍ୟରେ ୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୭୫ ଜଣଙ୍କ ମଧ୍ୟରେ ଯାଜପୁର ଜିଲ୍ଲାରୁ ୭ ଜଣ ରହିଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ଏହି ୭ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧୯ ରେ ପହଞ୍ଚିଛି। ଏଥିମଧ୍ୟରୁ ୨୫୩ ଜଣ ସୁସ୍ଥ ହୋଇ…

ସ୍ପେନକୁ ପଛରେ ପକାଇ କରୋନା ପ୍ରଭାବିତ ୫ମ ଦେଶ ହେଲା ଭାରତ

ନୂଆଦିଲ୍ଲୀ: କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ସ୍ପେନକୁ ପଛରେ ପକାଇ ୫ମ କରୋନା ପ୍ରଭାବିତ ଦେଶ ହୋଇଛି ଭାରତ । ଜନ୍ ହପକିନ୍ସ ରିପୋର୍ଟ ଅନୁଯାୟୀ ଗତ ଶନିବାର ଦିନ ଭାରତ ଇଟାଲିକୁ ଟପିଯାଇ ବିଶ୍ୱରେ କରୋନା ପ୍ରଭାବିତ ୬ଷ୍ଠ ଦେଶ ଭାବେ ପରିଗଣିତ ହୋଇଥିଲା ।…

ସୁନ୍ଦରଗଡ଼ରେ ୨ ଡାକ୍ତରଙ୍କ ସହ ୬ ଜେଲ୍ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ

ରାଉରକେଲା: ସୁନ୍ଦରଗଡ ଜିଲ୍ଲାରେ ଗତ ୧୨ ଘଣ୍ଟା ମଧ୍ୟରେ ନୂଆ ୧୮ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ୨ ଜଣ ରାଉରକେଲା ସରକାରୀ ଡାକ୍ତରଖାନାର ଡାକ୍ତର ଏବଂ ୬ ଜଣ ଜେଲ୍ ଅନ୍ତେବାସୀ ରହିଛନ୍ତି। ଏନେଇ ଜିଲ୍ଲାପାଳ ନିଖିଳ ପୱନ କଲ୍ୟାଣ ସୂଚନା ଦେଇ କହିଛନ୍ତି ଯେ ୧୮ ଟି…

କରୋନା ଅପଡେଟ: ଆଜି ରାଜ୍ୟରେ ଚିହ୍ନଟ ହେଲେ ୭୫ ପଜିଟିଭ, ଆଉ ଜଣେ ମୃତ

ଭୁବନେଶ୍ୱର: ଓଡ଼ିଶାରେ ଆଜି ଚିହ୍ନଟ ହୋଇଛନ୍ତି ଆଉ ୭୫ ଟି ନୂଆ କରୋନା ପଜିଟିଭ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଦେଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୬ରେ ପହଞ୍ଚିଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୭୨ ଟି ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୩…

ଥମୁନି କରୋନା: ଗୋଟିଏ ଦିନରେ ଭାରତରେ ୨୮୭ ମୃତ, ୯୯୭୧ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ରବିବାର ଦିନ ୨,୪୬,୬୨୮ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନା ସଂକ୍ରମଣର ପ୍ରାୟ ୧,୨୦,୪୦୬ ସକ୍ରୀୟ ମାମଲା ରହିଥିବା ବେଳେ ପାଖାପାଖି ୬୯୨୯…

ଆଗାମୀ ୨ ମାସ ମଧ୍ୟରେ ଆସିବ କରୋନା ପ୍ରତିଷେଧକ ବଟିକା: ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଦିନକୁ ଦିନ ଅଣାୟତ ହୋଇ ଚାଲିଛି କରୋନା । ଏହାର ପ୍ରତିଷେଧକ କେବେ ଆସିବ ସେନେଇ ଚିନ୍ତାରେ ବିଶ୍ୱବାସୀ । ତେବେ ତୁହାକୁ ତୁହା ନକରାତ୍ମକ ଖବର ମଧ୍ୟରେ ଆସିଛି ଏକ ଖୁସି ଖବର । ଆଗାମୀ ୨ ରୁ ୩ ମାସ ମଧ୍ୟରେ କରୋନାର ପ୍ରତିଷେଧକ ବଟିକା ଆସିପାରେ। ଏନେଇ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍…

ଖୋର୍ଦ୍ଧା ଜିଲ୍ଲାରେ ବଢିଲା କ୍ୱାରେଣ୍ଟାଇନ ସମୟ ଅବଧି

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ସରକାରୀ କ୍ୱାରେଣ୍ଟାଇନ ସମୟ ସୀମାକୁ ବୃଦ୍ଧି କରାଯାଇଛି । ଏଣିକି ୭ ଦିନ ପରିବର୍ତ୍ତେ ୧୪ ଦିନ ପ୍ରବାସୀଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ । ଏ ନେଇ ଜିଲ୍ଲାପାଳ ସବୁ ବ୍ଲକର ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରେ ସାତ ଦିନ ରହି…

ଆଜି ୧୧ଟି ଜିଲ୍ଲାରେ ସଟ୍ ଡାଉନର ଆଜି ଦ୍ୱିତୀୟ ଦିନ

ଭୁବନେଶ୍ୱର : ୧୧ଟି ଜିଲ୍ଲାରେ ସପ୍ତାହକୁ ଦୁଇ ଦିନ ପାଳନ କରାଯାଉଥିବା ସଟ୍ ଡାଉନର ଆଜି ଦ୍ୱିତୀୟ ଦିନ । ଗତକାଲି କେବଳ ପୁରୀକୁ କଟକଣା ମୁକ୍ତ କରାଯାଇଛି । କିନ୍ତୁ ଅନ୍ୟ ସବୁ ଜିଲ୍ଲାରେ ସଟ୍‌ଡାଉନର ପ୍ରଭାବ ରହିଛି । ଗତକାଲି ପ୍ରଥମ ଦିନରେ ଲୋକେ ସଟ୍ ଡାଉନ ମାନି ଘରେ ରହିଥିବା ଦେଖିବାକୁ…