Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଟୋକିଓ ଅଲିମ୍ପିକ୍ସ ଭିଲେଜରେ ମାଡୁଛି କରୋନା: ଦୁଇ ଆଥଲେଟ୍ ସଂକ୍ରମିତ

ଟୋକିଓ: ଅଲିମ୍ପିକ୍ସକୁ ଘାରିଲାଣି କରୋନା କଳାବାଦଲ । କ୍ରୀଡ଼ା ମହାକୁମ୍ଭ ପାଖେଇ ଆସିବା ବେଳେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ପୂର୍ବରୁ ଜଣେ ଆୟୋଜକ ସଦସ୍ୟ ସଂକ୍ରମିତ ହୋଇଥିବା ବେଳେ ଏବେ ଦୁଇ ଜଣ ଆଥଲେଟ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଟୋକିଓ ଅଲିମ୍ପିକ୍ସ ଆୟୋଜକ କମିଟି ଏହି…

ରାଜ୍ୟରୁ ଆଉ ୬୬ ଜୀବନ ନେଲା କରୋନା, ୫ ହଜାର ଡେଇଁଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଆଉ ୬୬ ଜଣଙ୍କର ମୃତ୍ୟୁ ହୋଇଛି । ୧୬ ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩ ଜଣ । ସେହିପରି ଗଞ୍ଜାମ ଜିଲ୍ଲାରୁ ଆଉ ୮ ଜଣଙ୍କର ମୃତ୍ୟୁ ହୋଇଛି ।…

ଆଜି ଓଡ଼ିଶାରୁ ୨୨୧୫ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ୍ ହାର ୨.୮୫%

ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ପ୍ଲାଟ୍ୟୁ ସ୍ଥିତିରେ ରହିଛି । ୭୦ହଜାରରୁ ଅଧିକ ଟେଷ୍ଟ ହେଉଛି । ଚିହ୍ନଟ ହେଉଛନ୍ତି ଦୁଇ ହଜାରରୁ ଅଢ଼େଇ ହଜାର ଭିତରେ ଆକ୍ରାନ୍ତ । ୨୪ ଘଣ୍ଟାରେ ୨ହଜାର ୨୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୨ଶହ ୭୨ ଓ…

କରୋନାର ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ

ଭୁବନେଶ୍ବର : କରୋନାର ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ସର୍ଭେଲାନ୍ସ ଟିମ । ଟେଷ୍ଟିଂ ବଢ଼ାଯିବା ସହିତ ଟିକା ମିଳିବା ଅନୁଯାୟୀ ଟିକାକରଣ ଚାଲିଛି । ଭ୍ୟାକ୍ସିନ ନେଇଥିଲେ ମଧ୍ୟ କୋଭିଡ କଟକଣା ମାନିବାକୁ ପଡ଼ିବ । କାରଣ କରୋନା ଏବେ ବି…

ଟୋକିଓ ଅଲିମ୍ପିକ୍ସ ଭିଲେଜରେ ପଶିଲା କରୋନା

ଟୋକିଓ: ଆଉ ଦିନ କେଇଟା ପରେ ଆରମ୍ଭ ହେବ କ୍ରୀଡ଼ାର ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ । ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ପହଞ୍ଚିଲେଣି ବିଭିନ୍ନ ଦେଶର ଖେଳାଳି । ଏହାରି ଭିତରେ ଅଲିମ୍ପିକ୍ସ ଭିଲେଜରୁ ସାମନାକୁ ଆସିଛି ପ୍ରଥମ କରୋନା କେସ୍ । ଏନେଇ ଆୟୋଜନଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।…

ମୃତ୍ୟୁସଂଖ୍ୟା କମୁନି: ଓଡ଼ିଶାରୁ ଆଉ ୬୭ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ସ୍ଥିର ରହିଛି । କିନ୍ତୁ ମୃତ୍ୟୁସଂଖ୍ୟା ଥମୁନି । ଆଉ ୬୭ ଜଣଙ୍କର ଜୀବନ ନେଇଛି କରୋନା । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଚିକିତ୍ସାଧୀନ ଅବସ୍ଥାରେ ୧୫ ଜିଲ୍ଲାର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫ ଜଣଙ୍କର ମୃତ୍ୟୁ…

ଓଡ଼ିଶାରେ କରୋନା ସଂକ୍ରମଣ ସ୍ଥିର: ଆଜି ୨୧୮୨ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ସ୍ଥିର ରହିଛି । ପ୍ରତିଦିନ ପାଖାପାଖି ୨ହଜାର ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । କେବେ ସାମାନ୍ୟ କମୁଛି ତ କେବେ ବଢୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ହଜାର ୧୮୨ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୨ଶହ ୫୮ ଓ ଲୋକାଲ୍…

ରିଷଭ ପନ୍ଥ କରୋନା ପଜିଟିଭ୍, ଇଂଲଣ୍ଡ ସିରିଜ ପୂର୍ବରୁ ବଢ଼ିଲା ଟିମ୍ ଇଣ୍ଡିଆ ଟେନସନ୍

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ କରୋନା ଦେଇଛି ଝଟକା । କରୋନା ସଂକ୍ରମିତ ହୋଇଛନ୍ତି ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ଥ । ଏହା ପୂର୍ବରୁ ଦୁଇ ଜଣ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଥିଲା । ସେମାନଙ୍କ ଭିତରେ ଜଣେ ସୁସ୍ଥ…

ଦିନ ସାଢ଼େ ୨ଟାରେ ମୁଖ୍ୟ ସଚିବଙ୍କ ପ୍ରେସ ବିବୃତ୍ତି, ଗୁରୁତ୍ୱପୂର୍ଣ୍ଣ ଘୋଷଣାକୁ ଅପେକ୍ଷା

ଭୁବନେଶ୍ୱର: ରାଜ୍ୟରେ ଆସନ୍ତାକାଲି ସକାଳେ ସରୁଛି ଆଂଶିକ ଲକଡାଉନ୍ । ତାପରେ କଣ ରହିବ ମୁକାବିଲା ରଣନୀତି । ଆଜି ଦିନ ସାଢ଼େ ୨ଟାରେ ପରବର୍ତ୍ତୀ କାର୍ୟ୍ୟପନ୍ଥା ବାବଦରେ ସୂଚନା ଦେବେ ମୁଖ୍ୟ ସଚିବ ସୁରେଶ ମହାପାତ୍ର । ପ୍ରେସ ବିବୃତ୍ତି ଜାରି କରିବେ । ଜୁଲାଇ ୩୦ ତାରିଖ ଯାଏ କଣ ରହିବ କୋଭିଡ୍…

ଓଡ଼ିଶାର ୩ ଜିଲ୍ଲାରୁ ହଟି ନପାରେ ଆଂଶିକ ଲକଡାଉନ୍ ! ଆଜି ଆସିବ ନୂଆ ଗାଇଡଲାଇନ୍

ଭୁବନେଶ୍ୱର: ଆସନ୍ତାକାଲି ସକାଳେ ସରୁଛି ଆଂଶିକ ଲକଡାଉନ୍ । ଆଜି ନୂଆ ଗାଇଡଲାଇନ୍ ଆସିବ । ବର୍ତ୍ତମାନ କରୋନାର ସ୍ଥିତି ଓ ସଂକ୍ରମଣ ହାରକୁ ଦେଖି ସରକାର କଟକଣା କୋହଳ ନେଇ ରୂପରେଖ ପ୍ରସ୍ତୁତ କରିଛନ୍ତି । ଅନୁମାନ କରାଯାଉଛି ପାଖାପାଖି ୨୫-୨୬ ଜିଲ୍ଲାରେ କଟକଣାକୁ ଅଧିକ କୋହଳ କରିପାରନ୍ତି…