Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ବଦଳିଲା କ୍ୱାରେଂଟିନ୍ ନିୟମ, ଏଣିକି ୧୪ ଦିନ ସଂଗରୋଧ କେନ୍ଦ୍ରରେ ରହିବେ ପ୍ରବାସୀ

ଭୁବନେଶ୍ୱର: ରାଜ୍ୟରେ ବଦଳିଲା କ୍ୱାରେଂଟିନ୍ ନିୟମ । ଆସିଲା ନୂଆ ନିୟମ । ଏଣିକି ୨୮ ଦିନିଆ ବଦଳରେ ୧୪ ଦିନ ପାଇଁ ରହିବାକୁ ପଡିବ ସଂଗରୋଧରେ । ରାଜ୍ୟକୁ ଆସୁଥିବା ପ୍ରବାସୀଙ୍କ ପାଇଁ ଏଥର ୧୪ ଦିନିଆ ସଂଗରୋଧ ରହିବା ନିୟମ କରାଯାଇଛି । ଉଭୟ ଗ୍ରାମାଂଚଳ ଓ ସହରାଂଚଳ ପାଇଁ ଏହି ୧୪ ଦିନିଆ…

କରୋନା ଅପଡ଼େଟ୍‌: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ରବିବାର ଦିନ ୧୨ଟା ୩୦ମି. ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୪୯୭ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୭ କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ମାଡି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୬୭ କରୋନା ପଜିଟିଭ । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬ ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।…

ବଲାଙ୍ଗୀରରେ ଚିହ୍ନଟ ୭ ପଜିଟିଭଙ୍କ ସମ୍ପର୍କରେ ତଥ୍ୟ ଦେଲେ ପ୍ରଶାସନ

ବାଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ରବିବାର ଦିନ ଚିହ୍ନଟ ହୋଇଛନ୍ତି ଆଉ ସାତଟି କରୋନା ପଜିଟିଭ। ଯାହା ଫଳରେ ଓଡିଶାରେ ମୋଟ୍ ଆକ୍ରାନ୍ତ ଙ୍କ ସଂଖ୍ୟା ୧,୨୭୬କୁ ଛୁଇଁଛି। ଏହି ସାତଟି ମାମଲା ମଧ୍ୟରୁ ଦୁଇଟି ଅଗଲପୁର ଏବଂ ସଇଁତଲା ବ୍ଲକ ଏବଂ ଗୋଟିଏ ଲେଖାଏଁ ମାମଲା ଜିଲ୍ଲାର ଲୋଇସିଂହା,…

ବରଗଡ଼କୁ ଛୁଇଁଲା କରୋନା: ଚିହ୍ନଟ ହେଲେ ଜଣେ ପଜିଟିଭ

ବରଗଡ଼: ରାଜ୍ୟରେ ହୁ ହୁ ହୋଇ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲ୍ଲା ପରେ ଜିଲ୍ଲାକୁ ଏହା ନିଜ କବଳକୁ ନେଇ ଚାଲିଛି ।ଓଡ଼ିଶାର ଆଉ ଏକ ଜିଲ୍ଲା ବରଗଡ଼କୁ ନିଜ କବଳକୁ ନେଇଛି କରୋନା । ବରଗଡ଼ ଜିଲ୍ଲାରେ ପ୍ରଥମ କରି ଚିହ୍ନଟ ହୋଇଛନ୍ତି ଜଣେ କରୋନା ପଜିଟିଭ୍ । ଏହି…

ବଢୁଛି ଚିନ୍ତା: ୨୪ ଘଣ୍ଟାରେ ସର୍ବାଧିକ ୬୭୬୭ ସଂକ୍ରମିତ, ୧୪୭ ମୃତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

କରୋନା ପଜିଟିଭ ଚିହ୍ନଟ ହେଲେ ବଲିଉଡର ଏହି ବରିଷ୍ଠ ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତା କିରଣ କୁମାର କରୋନା ପଜିଟିଭ ଚିହ୍ନଟ ହୋଇଥିବା ଶନିବାର ବିଳମ୍ବିତ ରାତିରେ ପ୍ରକାଶ କରିଛନ୍ତି । ମେ ୧୪ ରୁ ସେ କରୋନା ପଜିଟିଭ ଚିହ୍ନଟ ହେବା ପରଠାରୁ ସେ ହୋମ କ୍ୱାରେଣ୍ଟାଇନରେ ରହୁଥିବା କହିଛନ୍ତି କିରଣ। ଉଭୟ ବଡ ଏବଂ ଛୋଟ ପରଦାରେ କାମ କରି ଲୋକଙ୍କ ପ୍ରିୟ…

୧୦୦ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଠାରେ କରୋନା ଭ୍ୟାକ୍ସିନର ସଫଳ ପରୀକ୍ଷଣ କଲା ଚୀନ !

ନୂଆଦିଲ୍ଲୀ: କରୋନା ଭାଇରସକୁ ନଷ୍ଟ କରିବାରେ ସଫଳ ହୋଇଛି ଚାଇନରେ ପ୍ରସ୍ତୁତ ହୋଇଥିବା ଏକ ଭ୍ୟାକ୍ସିନ୍‌ । ଏସମ୍ପର୍କରେ ମେଡିକାଲ ଜର୍ଣ୍ଣାଲ ଲାନସେଟ୍‌ରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟରେ ପ୍ରକାଶ ଯେ, ଚୀନରେ ପ୍ରସ୍ତୁତ ଏହି ଭ୍ୟାକ୍ସିନ୍‌ ୧୦୦ ରୁ ଉର୍ଦ୍ଧ୍ବ କରୋନା…

ବଢୁଥିବା ସଂକ୍ରମଣ ସତ୍ତ୍ୱେ ଏହି ରାଜ୍ୟରେ କୋହଳ ହେଲା କ୍ୱାରେଣ୍ଟାଇନ ନିୟମ !

ବେଙ୍ଗାଲୁରୁ: ସାରା ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟାଭି। ଏହି ସଂକ୍ରମଣ ବିସ୍ତାରରେ ସାମାନ୍ୟ ରୋକ ଲଗାଇବା ପାଇଁ ସାରା ଦେଶ ଏବେ ଲକଡାଉନ । ତେବେ ଏଓଆରୀ ଘଡିସନ୍ଧି ମୁହୂର୍ତ୍ତରେ ନିଜ ରାଜ୍ୟରେ କ୍ୱାରେଣ୍ଟାଇନ କେନ୍ଦ୍ରର ନିୟମକୁ କୋହଳ କରିଛନ୍ତି…

ରବିବାର ଓଡିଶା ପହଞ୍ଚିବ ୨୧ ଶ୍ରମିକ ସ୍ପେଶାଲ ଟ୍ରେନ

ଭୁବନେଶ୍ୱର : କୋଭିଡ୧୯ ଓ ଲକ୍‌ଡାଉନ ପାଇଁ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ନେଇ ୨୧ଟି ଶ୍ରମିକ ସ୍ପେଶାଲ ଟ୍ରେନ ରବିବାର ଓଡିଶାର ବିଭିନ୍ନ ଅଂଚଳରେ ପହଞ୍ଚିବ । ଏଥି ନେଇ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଗୋଟିଏ ଦିନରେ ରାଜ୍ୟରେ ଶ୍ରମିକ ସ୍ପେଶାଲ ଟ୍ରେନ…