Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ବିଶ୍ବରେ ୩୦ ଲକ୍ଷ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା

ନୂଆଦିଲ୍ଲୀ: କରୋନା କବଳରେ ସାରାବିଶ୍ୱ । ଏହାର ପ୍ରଭାବରେ ସମ୍ପୂର୍ଣ୍ଣ ବିଶ୍ୱରେ ମୃତ୍ୟୁ ସଂଖ୍ୟା ଅସମ୍ଭବ ଭାବେ ବଢିଚାଲିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୩୦ ଲକ୍ଷ ୬୪ ହଜାର ୮୯୪ ଜଣ…

୨ ଦିନରେ ରାଉରକେଲାରେ ୭ କରୋନା ପଜିଟିଭ ଚିହ୍ନଟ

ରାଉରକେଲା: ସୁନ୍ଦରଗଡ ଜିଲ୍ଲାରେ ଗତ ଦୁଇ ଦିନ ମଧ୍ୟରେ ୭ଟି କରୋନା ମାମଲା ଚିହ୍ନଟ ହୋଇଛି। ଏପ୍ରିଲ ୨୬ ରେ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ରାଉରକେଲାର ପ୍ରାୟ ତିନି ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଟୁଇଟ୍ କରିଥିଲେ । ସେମାନଙ୍କୁ ମଧ୍ୟରୁ ଦୁଇ ଜଣ ପୁରୁଷ ଥିବା ବେଳେ ଜଣେ…

ଭଦ୍ରକର ୨ ବ୍ଲକକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା

ଭଦ୍ରକ: ଭଦ୍ରକରେ ଆଉ ତିନି ଜଣ କରୋନା ପଜିଟିଭ୍ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଦିନ ବାସୁଦେବପୁର ଏବଂ ବନ୍ତ ବ୍ଲକର ଅନେକ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ମିଳିଥିବା ସୂଚନା ଅନୁସାରେ କଣ୍ଟାକ୍ଟ ଟ୍ରେସିଂ ଏବଂ ସକ୍ରିୟ ନୀରିକ୍ଷଣ ପାଇଁ ବନ୍ତ…

ଭାରତରେ ୨୯ ହଜାର ଟପିଲା କରୋନା ମାମଲା; ୨୪ ଘଣ୍ଟାରେ ୬୨ ମୃତ

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ଭାରତ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୨୯,୪୩୫ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । 62 deaths and…

ଗୋଟିଏ ଦିନରେ ୧୦ ଆକ୍ରାନ୍ତ; ଓଡ଼ିଶାରେ ମୋଟ୍ ସଂଖ୍ୟା ୧୧୮ ଛୁଇଁଲା

ଭୁବନେଶ୍ୱର: ଓଡିଶାରେ ସୋମବାର ଦିନ ଆଉ ୭ଟି କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି। ଯାହା ଫଳରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ସେମାନଙ୍କ ମଧ୍ୟରୁ ଚାରିଜଣ ସୁନ୍ଦରଗଡ ଜିଲ୍ଲାର ଏବଂ ତିନିଜଣ ଭଦ୍ରକ ଜିଲ୍ଲାର। ସୁନ୍ଦରଗଡରେ…

ଭୁବନେଶ୍ୱରରେ ବଦଳି ପାରେ ଅଣ-ଆବଶ୍ୟକୀୟ ଦୋକାନ ଖୋଲିବା ସମୟ

କରୋନା ପ୍ରଭାବିତ ଭୁବନେଶ୍ୱର ଅଣ-ଅତ୍ୟାବଶ୍ୟକ ଦୋକାନ ପାଇଁ ନୂତନ ସମୟ ପାଇପାରେ ଭୁବନେଶ୍ୱର: ମେ ୩ ପରେ ମଧ୍ୟ ଲକଡାଉନ ଅବଧି ବଢିବାକୁ ଥିବା ଓଡ଼ିଶା ସରକାର ଏକ ପ୍ରକାର ସୂଚାଇ ଦେଇଥିବା ବେଳେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ କିପରି ଲୋକଙ୍କ ପ୍ରକୃତ ଆବଶ୍ୟକତା ଓ କରୋନା ଲଢେଇ…

କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଲେ ହାଇଦ୍ରାବାଦରେ ରହୁଥିବା ଓଡ଼ିଆ ଯୁବକ

ବ୍ରହ୍ମପୁର: କରୋନାରେ ସଂକ୍ରମିତ ହୋଇ ହାଇଦ୍ରାବାଦରେ ପ୍ରାଣ ହରାଇଛନ୍ତି ବ୍ରହ୍ମପୁରର ଜଣେ ଯୁବକ । ମୃତ ଯୁବକଙ୍କ ନାମ ଦୀପକ ପଟ୍ଟନାୟକ । ଦୀପକ ହାଇଦ୍ରାବାଦର ଏକ ଅଗ୍ରଣୀ ଆଇଟି କମ୍ପାନୀ ସହିତ କାମ କରୁଥିଲେ। ସୂଚନାନୁସାରେ, ଦୀପକ କିଛିଦିନ ତଳେ ବିବାହ କରିଥିଲେ। ସ୍ତ୍ରୀ ସହ…

କରୋନା ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ପୋଲିସ କର୍ମଚାରୀଙ୍କ ପରିବାରକୁ ମିଳିବ ୫୦ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର: କରୋନା ଲଢେଇରେ ସାମିଲ୍ ରହିଛନ୍ତି ହଜାର ହଜାର ପୋଲିସ କର୍ମଚାରୀ । କରୋନା ଡ୍ୟୁଟିରେ ରହି କାର୍ଯ୍ୟ କରୁଥିବା ବେଳେ ମୃତ୍ୟୁ ହେଲେ ପୋଲିସ କର୍ମଚାରୀମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ମିଳିବ । ରାଜ୍ୟ ସରକାରଙ୍କ ଏହି ସ୍କିମ୍ ନେଇ ଓଡ଼ିଶା…

ଓଡ଼ିଶା ଫେରିବାକୁ ୪୮ ଘଣ୍ଟାରେ ୪.୮୬ ଲକ୍ଷ ପ୍ରବାସୀ କଲେ ପଞ୍ଜିକରଣ

ଭୁବନେଶ୍ୱର: ମେ ୩ ତାରିଖ ଯାଏଁ ରହିଛି ଲକ୍ଡ଼ାଉନ୍ ଅବଧି । ଏହି ଲକ୍ଡ଼ାଉନ୍ ଉଠିଯିବାପରେ ଓଡ଼ିଶାକୁ ଆସିବେ ପ୍ରବାସୀ । ନିଜ ରାଜ୍ୟକୁ ଫେରିବାକୁ ଉତ୍ସୁକତାର ଅପେକ୍ଷା କରିଛନ୍ତି ଲକ୍ଷ ଲକ୍ଷ ଓଡ଼ିଆ ପ୍ରବାସୀ । ଗତ ୪୮ ଘଣ୍ଟା ମଧ୍ୟରେ ୪.୮୬ ପ୍ରବାସୀ ଘରକୁ ଫେରିବା ଲାଗି ଓଡ଼ିଶା ସରକାରଙ୍କ…

କୋରାପୁଟରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ; ପୋଡ଼ାଗଡ଼ ପଞ୍ଚାୟତ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷିତ

କୋରାପୁଟ: କୋରାପୁଟ ଜିଲ୍ଲା ଅନ୍ତର୍ଗତ ଦଶମନ୍ତପୁର ବ୍ଳକରେ ଜଣେ ୨୨ ବର୍ଷିୟ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୋମବାର ଦିନ ପୋଡ଼ାଗଡ଼ ପଞ୍ଚାୟତ ଏବଂ ଏହାର ୩ କିଲୋମିଟର ପରିବ୍ୟପ୍ତ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷିତ କରିଛନ୍ତି । ଏହାବ୍ୟତୀତ,…