Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ସୁସ୍ଥ ହୋଇଥିବା ରୋଗୀଙ୍କ ଠାରୁ ବ୍ୟାପିବନି କରୋନା ସଂକ୍ରମଣ: ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରୁ ସଂକ୍ରମଣ ବ୍ୟାପିବ ନାହିଁ । ବରଂ ପ୍ଲାଜମା ଚିକିତ୍ସା ମାଧ୍ୟମରେ ସେମାନଙ୍କ ଦ୍ୱାରା ଅନ୍ୟମାନେ ଆରୋଗ୍ୟ ହୋଇପାରିବେ । ଏଣୁ ସୁସ୍ଥ ହୋଇଥିବା ରୋଗୀଙ୍କୁ ନେଇ ଲୋକମାନଙ୍କ ମଧ୍ୟରେ ଥିବା ଭ୍ରାନ୍ତ ଧାରଣା ଦୂର ହେବା ଆବଶ୍ୟକ…

ଡାକ୍ତରଙ୍କ ଦି ସଙ୍ଗ ଅଫ ହୋପ୍ ଲୋକଙ୍କ ମନ କିଣୁଛି

ନୂଆଦିଲ୍ଲୀ: କରୋନା ଭାଇରସ ଏବେ ସମସ୍ତଙ୍କ ମନକୁ ଭୟଭୀତ କରି ରଖିଛି କହିଲେ ଭୁଲ ହେବ ନାହିଁ । ଏହି ରୋଗ ଏବଂ ଭୟରୁ ଆମକୁ ମୁକୁଳାଇବାରେ ଡାକ୍ତର ତଥା ସ୍ୱାସ୍ଥ୍ୟ କର୍ମୀଙ୍କ ଭୂମିତର ଗୁରୁତ୍ୱପୂର୍ଣ୍ଣ । ଲୋକଙ୍କ ମନୋବଳ ବଢ଼ାଇବା ପାଇଁ ୬୦ ଜଣ ଡାକ୍ତର ମିଶି ପ୍ରସ୍ତୁତ କରିଛନ୍ତି ଦି ସଙ୍ଗ ଅଫ…

ଭଦ୍ରକରେ ସାରା ଜିଲ୍ଲାର କରୋନା ସ୍ଥିତି ତଦାରଖ କରିବେ ବରିଷ୍ଠ ଅଧିକାରୀ

ଭଦ୍ରକ: ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଢ ପଦକ୍ଷେପ ଗ୍ରହଣ କରାଯାଇଛି । ବିଭିନ୍ନ ବ୍ଳକରେ କୋରନା ସ୍ଥିତିର ତଦାରଖ କରିବାକୁ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି ଜିଲ୍ଲାପାଳ…

ଯାଜପୁରରୁ ଚିହ୍ନଟ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ, ୧୧୧ ଛୁଇଁଲା ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ପୁଣି ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ବ୍ୟକ୍ତି ଜଣକ ହେଲେ ଯାଜପୁର ବାସୁଦେବପୁରର । ତାଙ୍କ ବୟସ ୩୪ ବର୍ଷ । ସେ ନିକଟରେ କୋଲକତାରୁ ଫେରିଥିବା ଜଣାପଡିଛି । ଆକ୍ରାନ୍ତ ବ୍ୟକ୍ତିଙ୍କ କଂଟାକ୍ଟ ଟ୍ରେସିଂ କାମ ଜାରି ରହିଛି । ଏହାକୁ ମିଶାଇ…

କରୋନା ଅପଡ଼େଟ୍‌: ଓଡ଼ିଶା,ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଆଜି ସନ୍ଧ୍ୟା ସୁଦ୍ଧା ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ରେ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୩୭ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ।…

କୋରାପୁଟରେ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା, ରହିଛି କୋଲକାତା ଲିଙ୍କ

ଭୁବନେଶ୍ୱରେ: କରୋନା ପଞ୍ଝାରେ କୋରାପୁଟର ସ୍ୱାସ୍ଥ୍ୟକର୍ମୀ । ରାଜ୍ୟରେ ପ୍ରଥମ ଥର ଲାଗି ଜଣେ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ୍ ଚିହ୍ନଟ ହେବା ସହ କରୋନା ମାନଚିତ୍ରରେ ସାମିଲ ହୋଇଛି କୋରାପୁଟ ଜିଲ୍ଲା। ଏଥିସହ ଦକ୍ଷିଣ ଓଡ଼ିଶାରେ ପାଦ ରଖିଛି କୋଭିଡ୍ ୧୯ ଭାଇରସ୍ । କୋରାପୁଟ୍ ଜିଲ୍ଲା…

ଚୀନ୍‌ର ବିସ୍ତାରବାଦୀ ଅର୍ଥନୈତିକ ଚାଲ୍‌; ଭାରତ କିପରି କରୁଛି ଏହାର ମୁକାବିଲା…

ବିଶ୍ବର ଦୁଇ ବୃହତ୍ ଅର୍ଥନୀତି ଭାବେ ଆମେରିକା ଓ ଚୀନ୍ ଏବେ ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ| କୋଭିଡର ପ୍ରବଳ ପ୍ରତାପ ସମୟରେ ଅବଶ୍ୟ ବାଣିଜ୍ୟ ଯୁଦ୍ଧରେ ଟିକେ ଭଟ୍ଟା ପଡ଼ିଛି| ମାତ୍ର ଭୂତାଣୁ ସଂକ୍ରମଣଜନିତ ପରିସ୍ଥିତି ଆପାତତଃ ସୁଧୁରିଥିବା ଚୀନ୍ ପକ୍ଷରୁ କୁହାଯାଉଥିବା ବେଳେ କମ୍ୟୁନିଷ୍ଟ…

ରାଜ୍ୟରେ ପୁଣି ୨ କରୋନା ପଜିଟିଭ ଚିହ୍ନଟ, ୧୧୦ ଛୁଇଁଲା ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ଆଉ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ୨ଜଣଙ୍କ ମଧ୍ୟରେ  କରୋପୁଟ ଦଶମନ୍ତପୁରର ଜଣେ ୨୨ ବର୍ଷୀୟ ସ୍ୱାସ୍ଥ୍ୟକର୍ମୀ ଅଛନ୍ତି । କରୋପୁଟରେ ସେ ପ୍ରଥମ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି । ସେହିପରି ଅନ୍ୟବକ୍ତି ଜଣକ ବାଲେଶ୍ୱରରୁ ଚିହ୍ନଟ…

କଟକଣା ଯୁକ୍ତ ରଥଯାତ୍ରା ହେଉ: ମୁକ୍ତି ମଣ୍ଡପ

ପୁରୀ: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଛି । ସେପଟେ କରୋନା ନେଇ ସମଗ୍ର ରାଜ୍ୟରେ ଲକଡାଉନ୍ ମଧ୍ୟ ଜାରି ରହିଛି । ଲକଡାଉନ୍ କଟକଣା ଭିତରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେବ ନା ନାହିଁ ତାକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ଲାଗି ରହିଛି । ଏହାକୁ ନେଇ ଆଜି ଜଗନ୍ନାଥ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆସିଲା ଆଉ ଏକ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ଦୁଇ କରୋନା ଆକ୍ରାନ୍ତ । ଭୁବନେଶ୍ୱରର ଦୁଇ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଚିକିତ୍ସା ପରେ ସମ୍ପୃକ୍ତ ୨ଜଣଙ୍କ ନମୂନା ନେଗେଟିଭ ଆସିଛି । Happy to share that two #COVID19 patients of…