Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଲକଡାଉନ ସମୟରେ ଖୋଲା ହୋଇପାରିବ ନାହିଁ ମଦ ଦୋକାନ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଲକଡାଉନ ସମୟରେ ରାଜ୍ୟରେ ମଦ ଦୋକାନ ଖୋଲିବାକୁ ପଞ୍ଜାବ ସରକାରଙ୍କ ଅନୁରୋଧକୁ ଗୃହ ମନ୍ତ୍ରଣାଳୟ ପ୍ରତ୍ୟାଖ୍ୟାନ କରିଛି। ଲକଡାଉନ ସମୟରେ ସରକାର ଅନ୍ୟ ଦ୍ରବ୍ୟ ମଧ୍ୟରେ ମଦ, ତମାଖୁ ଏବଂ ଗୁଟୁଖା ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲେ। ନିର୍ଦ୍ଦେଶାବଳୀ ସତ୍ତ୍ୱେ କେନ୍ଦ୍ର…

କରୋନାରେ ସଂକ୍ରମିତ ୩୪ ପୋଲିସ କର୍ମଚାରୀ; ତାବଲିଗି ଜମାତିଙ୍କ ସଂସ୍ପର୍ଶରେ ଆସିଥିଲେ !

ମଧ୍ୟପ୍ରଦେଶ: ଗୁରୁବାର ଭୋପାଳର ୩୪ଜଣ ପୋଲିସ କର୍ମଚାରୀଙ୍କ କୋଭିଡ୍‌-୧୯ ଟେଷ୍ଟ ପଜିଟିଭ ବାହାରିଛି । ଯେଉଁଥିରେ କିଛି ଉଚ୍ଚପଦସ୍ତ ଅଧିକାରୀ ବି ସାମିଲ ଅଛନ୍ତି । ଭୋପାଳର ଅତିରିକ୍ତ ମହାନିର୍ଦ୍ଦେଶକ ଉପେନ୍ଦ୍ର ଜୈନ କହିଥିଲେ ସଂକ୍ରମିତ ସମସ୍ତ ପୋଲିସ କର୍ମଚାରୀ ଦିଲ୍ଲୀର ନିଜାମୁଦ୍ଦିନ…

ଗୋଟିଏ ଦିନରେ ଭାରତରେ ୧୬୮୪ କରୋନା ଆକ୍ରାନ୍ତ, ୩୭ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଶୁକ୍ରବାର ଦିନ ୨୩,୦୭୭ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନା ସଂକ୍ରମଣର ପ୍ରାୟ ୧୭,୬୧୦ ସକ୍ରୀୟ ମାମଲା ରହିଥିବା ବେଳେ ପାଖାପାଖି ୭୧୮ ଜଣ…

ଆମେରିକାରେ ୫୦ ହଜାର ଛୁଇଁଲା କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା

ୱାଶିଂଟନ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ବିଶ୍ୱବ୍ୟାପୀ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଆମେରିକାରେ ମୃତ୍ୟୁ ସଂଖ୍ୟା ୫୦,୦୦୦ରୁ ଅଧିକ ଟପିଲାଣି । ଏହାବ୍ୟତିତ ୮ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ରିପୋର୍ଟ ଅନୁଯାୟୀ କରୋନାଭାଇରସ୍…

କରୋନା ମୁକାବିଲା, ଗୁରୁବାର ରାଜ୍ୟରେ ରେକର୍ଡ ସଂଖ୍ୟକ ୨୪୭୪ ନମୁନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସ୍ୱାବ ନମୁନା ପରୀକ୍ଷା ଗୁରୁବାର ରେକର୍ଡ କରିଛି । ଗୋଟିଏ ଦିନରେ ୨୪୭୪ଟି ନମୁନା ପରୀକ୍ଷା ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । Testing data for April 23,2020 Total Tested : 2474 RMRC: 1241…

ଭଦ୍ରକରେ ଜଣେ କରୋନା ପଜିଟିଭ୍ ଚିହ୍ନଟ; ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଛୁଇଁଲା

ଭଦ୍ରକ: ଓଡ଼ିଶାରେ କରୋନା ରୋଗୀଙ୍କ ସଂଖ୍ୟା ୯୦ ଛୁଇଁଲା । ଭଦ୍ରକରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣା ପଡ଼ିଛି । ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି । First Health Update, 24th April, 2020 #Covid19 One New Positive case in Bhadrak…

କରୋନା ଟେଷ୍ଟ୍ ଲାଗି ପ୍ରସ୍ତୁତ ହେଲା ଡିଆରଡ଼ିଓ ଭ୍ରାମ୍ୟମାଣ ପରୀକ୍ଷାଗାର

ହାଇଦ୍ରାବାଦ: ହାଇଦ୍ରାବାଦସ୍ଥିତ ESIC ହସ୍ପିଟାଲ, ଘରୋଇ ଶିଳ୍ପାନୁଷ୍ଠାନ ଓ ଡିଆରଡିଓର ମିଳିତ ଉଦ୍ୟମରେ ବିକଶିତ ଭ୍ରାମ୍ୟମାଣ ଭୂତାଣୁ ଗବେଷଣା ଓ ରୋଗ ନିରୂପଣ ପରୀକ୍ଷାଗାର (ଏମଭିଆରଡିଏଲ)କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭିଡିଓ କନଫରେନ୍ସ ଜରିଆରେ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ…

ପଶ୍ଚିମବଙ୍ଗରୁ ଯାଜପୁର ଫେରିଛନ୍ତି ୬ଶହରୁ ୭ଶହ ଲୋକ

ଯାଜପୁର: ଯାଜପୁରରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଆଉ ଏକ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଲକଡାଉନ୍ ବେଳେ ପଶ୍ଚିମବଙ୍ଗରୁ ଯାଜପୁରକୁ ଫେରିଛନ୍ତି ୬ଶହରୁ ୭ ଶହ ଲୋକ । ଏନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ । ତେବେ ଏହି ପଶ୍ଚିମବଙ୍ଗ ଫେରନ୍ତା ଜିଲ୍ଲାପ୍ରଶାସନ ପାଇଁ…

ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଜି ରାତି ୧୦ଟା ରୁ ୬୦ ଘଣ୍ଟା ପାଇଁ ସଟଡାଉନ୍ ଘୋଷଣା

ଭୁବନେଶ୍ୱର: ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଆଗାମୀ ୨୬ ତାରିଖ ଯାଏଁ ଯାଜପୁର, ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାରେ ସଟଡାଉନ ଘୋଷଣା କଲେ ରାଜ୍ୟ ସରକାର । ଆଜି ରାତି ୧୦ ଟାରୁ ୨୬ ତାରିଖ ସକାଳ ୧୦ ଟା ଯାଏଁ ଏହି ସଟଡାଉନ ବଳବତ୍ତର ରହିବା ନେଇ ଘୋଷଣା ହୋଇଛି । ମୁଖ୍ୟ ସଚିବ ଅସିତ…

କରୋନା ମେଡ଼ିକାଲ୍ ପାସ୍ ଲାଗି ଡାକ୍ତର ନେଲେ ଲାଞ୍ଚ; ଘୁରି ବୁଲୁଛି ଭିଡ଼ିଓ !

କାକଟପୁର: ସାରା ଦେଶ ବର୍ତମାନ କରୋନା ମହାମାରୀର ପ୍ରକୋପରେ ସ୍ତବ୍ଧ ଥିଲାବେଳେ ଏକମାତ୍ର ଭରଷା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଜନସାଧାରଣ ଭଗବାନଙ୍କ  ଭଳି  ପୂଜା କରୁଛନ୍ତି l କିନ୍ତୁ ଏହି ଅଭାବନିୟ ସ୍ଥିତିରେ ଜରୁରୀକାଳୀନ ମେଡିକାଲ ପାସ ଦେବାକୁ ଜନସାଧାରଣଙ୍କ ଠାରୁ ଲାଞ୍ଚ ନେଇ ସାରା…