Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କୋଭିଡ୍‌-୧୯ ମହାମାରୀ ବିରୋଧରେ ଲଢେଇ: ଖ୍ରୀଷ୍ଟ (ସମ୍ମିଳିତ) ମଣ୍ଡଳୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫…

ଭୁବନେଶ୍ୱର: ସାରା ରାଜ୍ୟରେ କୋଭିଡ୍‌-୧୯ ମହାମାରୀ ବିରୁଦ୍ଧରେ ଚାଲିଥିବା ସଂଗ୍ରାମରେ ସାମିଲ୍ ହୋଇ ସ୍ଥାନୀୟ ଲୋକ ସେବା ମାର୍ଗରେ ଅବସ୍ଥିତ ଖ୍ରୀଷ୍ଟ (ସମ୍ମିଳିତ) ମଣ୍ଡଳୀ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ ଲକ୍ଷ ଟଙ୍କା ଦାନ କରିଛି । ମଣ୍ଡଳୀ ପକ୍ଷରୁ ଏକ ପ୍ରତିନିଧି ଦଳ ବୁଧବାର…

ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ମାର୍ଗଦର୍ଶିକା

ନୂଆଦିଲ୍ଲୀ: ସଂପ୍ରତି ଦେଶର ବିଭିନ୍ନ ଭାଗରେ କାର୍ଯ୍ୟ ସଂପାଦନ ସମୟରେ ଗଣମାଧ୍ୟମର ପ୍ରତିନିଧି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବାରୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଛାପା  ଓ ବୈଦ୍ୟୁତିକ ଗଣମାଧ୍ୟମ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ରିପୋର୍ଟର, …

କରୋନା ଭାଇରସ ଭୟ: ୧ ଲକ୍ଷ ଟୁଲିପ ଫୁଲ କାଟିଦେଲା ଜାପାନ

ଟୋକିଓ: କରୋନା ଭାଇରସକୁ ରୋକିବା ପାଇଁ ସମସ୍ତ ଦେଶ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ବୁଧବାର ଜାପାନ ସରକାର ଏକ ନୈରାଶ୍ୟଜନକ ପଦକ୍ଷେପ ନେଇଛି । ଯାହା କି ସୌନ୍ଦର୍ଯ୍ୟ, ପ୍ରକୃତି ଓ ଫୁଲପ୍ରେମୀକୁ କଷ୍ଟ ଦେଇଛି । ଜାପାନାର ଟୁଲିପ ଫୁଲ ସର୍ବଦା ଆକର୍ଷଣର କେନ୍ଦ୍ର ସାଜିଥାଏ ।…

ଟୋକିଓ ଅଲିମ୍ପିକ୍ସ ଆୟୋଜକ କମିଟିର ସଦସ୍ୟ କରୋନା ଭାଇରସ ପଜିଟିଭ

ଟୋକିଓ: ଟୋକିଓ ଅଲିମ୍ପିକ କମିଟି ଅୟୋଜକ ଟିମର ଜଣେ ସଦସ୍ୟ କରୋନାରେ ଆକ୍ରାନ୍ତ ଥିବା ଜଣାପଡିବା ପରେ ଏହାର ଆୟୋଜନ ନେଇ ଚିନ୍ତା ବଢ଼ିଛି । ପୂର୍ବରୁ କେତେକ ଦେଶ ଏଥିନେଇ ଅନିଚ୍ଛା ପ୍ରକାଶ କରି ସାରିଛନ୍ତି ।  ୩୦ ବର୍ଷ ବୟସ୍କ ଜଣେ ପୁରୁଷ ସଦସ୍ୟ ରାଜଧାନୀ ଟୋକିଓର ହାରୁମିଠାରେ ମୁଖ୍ୟ…

କରୋନା ଲକ୍‌-ଡାଉନ୍‌; ଲୋକଙ୍କ ଭୋକ ମେଣ୍ଟାଇବାକୁ ଜମି ବିକିଲେ ୨ ଭାଇ !

କର୍ଣ୍ଣାଟକ: କରୋନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍‌-ଡାଉନ୍ ଘୋଷଣା କରିଥିଲେ । ଏପରି ସ୍ଥିତିରେ କୋଲାରର ଦୁଇ ଭାଇ ତାଜାମୁଲ୍ ଓ ମୁଜାମିଲ୍ ପାସା ଆର୍ଥିକ ସମସ୍ୟା ପାଇଁ ଜମି ବିକି ଅଭାବି ଓ ଅସହାୟ ଲୋକଙ୍କ ଭୋକିଲା ପେଟକୁ ଶାନ୍ତ କରିଥିଲେ । ଲକ୍‌-ଡାଉନ୍ ସମୟରେ କାମ ଓ…

୧୦୪କୁ ଫେକ୍ କଲ ଘଟଣାରେ ୩୮ଜଣଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର : ୧୦୪କୁ ଫେକ୍ କଲ ପାଇଁ ଭୁବନେଶ୍ୱରର ସହିଦ ନଗର ଥାନାରେ ପୋଲିସ ପକ୍ଷରୁ ମାମଲା ରୁଜୁ ହୋଇଛି । ମୋଟ ୩୮ ଜଣଙ୍କ ନାଁରେ ଏହି ମାମଲା ରୁଜୁ ହୋଇଛି । କେବଳ ଗୋଟିଏ ନମ୍ବରରୁ ସର୍ବାଧିକ ୨୭୯ ଥର କଲ ଆସିଥିବା ଜଣାପଡିଛି । ରାଜ୍ୟରେ କରୋନା ସଂକ୍ରମଣ ମୁକାବିଲା ନେଇ ସରକାରଙ୍କ…

କରୋନା ଅପଡେଟ୍‌; ବିଦେଶରେ ଅନନ୍ୟ ଢଙ୍ଗରେ ଭାରତୀୟ ମହିଳା ଡାକ୍ତର ସମ୍ମାନିତ !

ଆମେରିକା: କରୋନା ଯୁଦ୍ଧରେ ସାରା ବିଶ୍ୱର ଡାକ୍ତର ସାଜିଛନ୍ତି ଆଗଧାଡିର ଯୋଦ୍ଧା । ଖାସ କରି ବିଦେଶରେ ଭାରତୀୟ ଡାକ୍ତରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ନିକଟରେ ଜଣେ ଭାରତୀୟ ମହିଳା ଡାକ୍ତରଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଯାହାଙ୍କୁ ବେଶ ଅନନ୍ୟ ଢଙ୍ଗରେ ସ୍ଥାନୀୟ…

ଫୋବର୍ସ ରିପୋର୍ଟ: କରୋନା ସଂକ୍ରମଣ ରୋକିବାରେ ଚୀନଠାରୁ ଭାରତ ଆଗରେ

ୱାଶିଂଟନ: ଫୋବର୍ସ ପତ୍ରିକାରେ କରୋନା ଭାଇରସ ନେଇ ଏକ ତଥ୍ୟଭିତିକ ରିପୋର୍ଟ ପ୍ରକାଶ ପାଇଛି । ହଂକଂର ଲୋକପ୍ରିୟ ଏଜେନ୍ସି ଡିପ ନଲେଜ ଗ୍ରୁପ ଲୋକଙ୍କ ସୁରକ୍ଷା, ଚିକିତ୍ସା ଓ ସରକାରୀ ମ୍ୟାନେଜମେଂଟ ପରି ୭୬ ବିଷୟରେ ୨୦୦ ଦେଶକୁ ନେଇ ସର୍ଭେ କରିବା ସହ ରିପୋର୍ଟ ପ୍ରକାଶ କରିଛି । ସଂକ୍ରମଣ…

କରୋନା ପ୍ରଭାବ: ଅମରନାଥ ଯାତ୍ରା ରଦ୍ଦ

ଜମ୍ମୁ: କରୋନା ଭାଇରସ ପ୍ରଭାବ ଯୋଗୁ ୨୦୨୦ ପାଇଁ ଅମରନାଥ ଯାତ୍ରାକୁ ରଦ୍ଦ କରି ଦିଆଯାଇଛି । ଚଳିତ ବର୍ଷ ୨୩ ଜୁନରୁ ଏହି ଯାତ୍ରା ଆରମ୍ଭ ହେବାର ଥିଲା । ଜମ୍ମୁ ରାଜଭବନରେ ବୁଧବାର ରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୂ ଏହା ଘୋଷଣା କରିଥିଲେ । ଗତବର୍ଷ ଅଗଷ୍ଟରେ ୩୭୦ ଧାରା ଉଠିବା ପରେ ସୁରକ୍ଷା…

ଗୃହମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ପ୍ରତିବାଦରୁ ହଟିଲେ ଆଇଏମ୍ଏ ଡାକ୍ତର

ନୂଆଦିଲ୍ଲୀ: ସୁରକ୍ଷା ପ୍ରତିଶ୍ରୁତି ମିଳିବା ପରେ ପ୍ରତ୍ୟହାର ହେଲା ଆଇଏମଏ ଡାକ୍ତରଙ୍କ ପ୍ରତିବାଦ । ଗୃହମନ୍ତ୍ରୀ ଅମିତ ଶାହା ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନଙ୍କ ସହ ଭିଡିଓ କନ୍‌ଫରେନ୍ସ କରିବା ପରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍‌ର ଡାକ୍ତରମାନେ ଦୁଇ ଦିନ ହେବ…