Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ରାଜ୍ୟରେ ୧୮ ଜିଲ୍ଲାରେ ୫%ରୁ କମ୍ ପଜିଟିଭ୍ ହାର, ମାସେ ଭିତରେ ସଂକ୍ରମଣ ହାର ୧୧% ହ୍ରାସ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା କାୟା । ଖସୁଛି ପଜିଟିଭ୍ ହାର । ରେଡ୍ ଜୋନ୍ କମୁଛି । କରୋନା ମାନଚିତ୍ରରେ ସବୁଜ ହେଉଛି ଓଡ଼ିଶା । ଏବେ ରାଜ୍ୟରେ ୧୮ ଜିଲ୍ଲାରେ ପଜିଟିଭ୍ ହାର ୫ ପ୍ରତିଶତରୁ କମ୍ ରହିଛି । ଏସବୁ ଜିଲ୍ଲାଗୁଡ଼ିକ ହେଲା ଝାରସୁଗୁଡ଼ା, ଝାରସୁଗୁଡ଼ା, ସମ୍ୱଲପୁର, ଦେବଗଡ଼,…

ଦେଶରେ ୩ କୋଟି ପାର କଲା କରୋନା ସଂକ୍ରମଣ, ସୁସ୍ଥ ହେଲେଣି ୯୬%

ନୂଆଦିଲ୍ଲୀ: ଦେଶରେ କମୁଛି କରୋନାର ଦୈନିକ ସଂକ୍ରମଣ । ଆକ୍ଟିଭ୍ କେସ୍ ଦ୍ରୁତ ଖସୁଛି । ଆଜି ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ପାର କରିଛି । ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୫୦ହଜାର ୮୪୮ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୨୮ହଜାର ୭୦୯କୁ ବୃଦ୍ଧି…

କରୋନାର ଡେଲଟା ପ୍ଲସ ଭାରିଆଣ୍ଟ ମଧ୍ୟପ୍ରଦେଶରୁ ନେଲଣି ୪ ଜୀବନ

ଭୋପାଳ: କରୋନା ସେକେଣ୍ଡ ଓ୍ୱେଭ୍ ସରି ସରି ଆସୁଥିବା ବେଳେ ଡେଲଟା ଭାରିଆଣ୍ଟ ଟେନସନ୍ ସରିନି । ଚିନ୍ତା ବଢ଼ାଇଲାଣି ଡେଲଟା ଭାରିଆଣ୍ଟର ନୂଆ ମ୍ୟୁଟେସନ୍ ଡେଲଟା ପ୍ଲସ୍ ଭାରିଆଣ୍ଟ । ମଧ୍ୟପ୍ରଦେଶ ଶିବପୁରୀରେ ଡେଲଟ୍ ପ୍ଲସ୍ ଭାରିଆଣ୍ଟ ଯୋଗୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।…

କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍: ଆଜି ଓଡ଼ିଶାରେ ୪୬ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗି ପାରୁନି । କାଲି କମିବା ପରେ ଆଜି ପୁଣି ଥରେ ବଢ଼ିଛି । ୨୪ ଘଣ୍ଟାରେ ରାଜ୍ୟରୁ କରୋନା ନେଇଛି ଆଉ ୪୬ ଆକ୍ରାନ୍ତଙ୍କ ଜୀବନ । ଗତକାଲି ଏହି ସଂଖ୍ୟା ଥିଲା ୩୮ । ଆଜି ୧୫ ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ…

କାଲି କମିଥିଲା, ଆଜି ବଢ଼ିଲା: ଆଜି ରାଜ୍ୟରୁ ୩୪୫୬ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: କାଲି ୩ ହଜାର ତଳକୁ ହ୍ରାସ ପାଇଥିଲା କରୋନା ସଂକ୍ରମଣ । ଆଜି ପୁଣି ଥରେ ତିନି ହଜାର ପାର କରିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩ହଜାର ୪୫୬ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୯ଶହ ୭୩ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୪ଶହ ୮୩ । ଖୋର୍ଦ୍ଧାରୁ ସର୍ବାଧିକ ୪୯୯…

ଆକ୍ରାନ୍ତଙ୍କ ତୁଳନାରେ ବଢୁଛି ଦୈନିକ ସୁସ୍ଥତା ମାମଲା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୨ ହଜାର ୬୪୦ ନୂଆ ଆକ୍ରାନ୍ତ। ଦୀର୍ଘ ୯୧ ଦିନ ପରେ ଦେଶରେ ଦୈନିକ ଆକ୍ରାନ୍ତ ମାମଲା ୪୨ ହଜାରକୁ ହ୍ରାସ ପାଇଛି। ଦିନକରେ ୧ ହଜାର ୧୬୭ ଆକ୍ରାନ୍ତ ମୃତ୍ୟୁବରଣ କରିଥିବା ବେଳେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩ ଲକ୍ଷ ୮୯…

ଡେଲଟା ପ୍ଲସ୍ ଭାରିଆଣ୍ଟ ଉପରେ କାମ ଦେବନି ଭ୍ୟାକସିନ୍ କି ଆଣ୍ଟିବଡି !

ନୂଆଦିଲ୍ଲୀ: ରୂପ ବଦଳାଉଛି କରୋନା । ଚିନ୍ତା ବଢ଼ାଇଲାଣି କରୋନାର ଡେଲଟା ଭାରିଆଣ୍ଟ । ସେକେଣ୍ଡ ଓ୍ୱେଭରେ ଡେଲଟା ଭାରିଆଣ୍ଟ୍ (B.1.617.2) ମାରାତ୍ମକ ହୋଇଥିଲା । ଏବେ ଡେଲଟା ପ୍ଲସ ଭାରିଆଣ୍ଟ(AY.01.) ବଡ଼ ଟେନସନ୍ ଆଣିଛି । ନୂଆ ନୂଆ ତଥ୍ୟ ଦେଉଛନ୍ତି ବିଶେଷଜ୍ଞ । ଏବେ ଚାଞ୍ଚଲ୍ୟକର ଓ…

ଆଜି ରାଜ୍ୟରୁ କରୋନା ନେଲା ୩୮ ଜୀବନ

ଭୁବନେଶ୍ୱର: ତିନି ଦିନ ପରେ ରାଜ୍ୟରେ ୪୦ ତଳକୁ ଖସିଲା ଦୈନିକ କରୋନା ମୃତ୍ୟୁସଂଖ୍ୟା । ୨୪ ଘଣ୍ଚାରେ ରାଜ୍ୟରୁ କରୋୱା ନେଇଛି ଆଉ ୩୮ ଜୀବନ । ୧୫ ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣଙ୍କର ଜୀବନ ନେଇଛି କରୋନା ।…

ମହାରାଷ୍ଟ୍ରରେ ୨୧ଟି ଡେଲଟା ପ୍ଲସ୍ କୋଭିଡ୍ ଭାରିଆଣ୍ଟ କେସ୍ ଚିହ୍ନଟ

ମୁମ୍ବାଇ: ସେକେଣ୍ଡ ଓ୍ୱେଭ ଟେନସନ୍ ସରିନି । ତୃତୀୟ ଲହର ନେଇ ଆକଳନ ଭିତରେ ଛାନିଆ କଲାଣି ନୂଆ କରୋନାର ନୂଆ ଡେଲଟା ପ୍ଲସ୍ ଭାରିଆଣ୍ଟ । ମହାରାଷ୍ଟ୍ରରେ ଡେଲଟା ପ୍ଲସ ଭାରିଆଣ୍ଟର ୨୧ଟି କୋଭିଟ୍ କେସ୍ ଚିହ୍ନଟ ହୋଇଛି । ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଏହି ସୂଚନା ଦେଇଛନ୍ତି ।…

ଓଡ଼ିଶାରେ ୩ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ପଜିଟିଭ୍ ହାର ୪.୭୯%

ଭୁବନେଶ୍ୱର: ଓଡ଼ିଶାରେ ଖସୁଛି କରୋନା ସଂକ୍ରମଣ । ପଜିଟିଭ୍ ହାର କମୁଛି । ଆକ୍ଟିଭ୍ କେସ୍ କ୍ରମାଗତ ହ୍ରାସ ପାଉଛି । ଆଜି ଦୈନିକ ସଂକ୍ରମଣ ୩ ହଜାର ତଳକୁ ଖସିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ହଜାର ୯୫୭ ନୂଆ ଆକ୍ରାନ୍ତ । ଏହି ସମୟରେ ୬୧ହଜାର ୬୦୮ କୋଭିଡ୍ ଟେଷ୍ଟ ହୋଇଛି । ଆଜି ରାଜ୍ୟରେ…