Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କଳାହାଣ୍ଡିର ଜଣେ କରୋନା ପଜିଟିଭ ରୋଗୀ ସୁସ୍ଥ ହେଲେ

ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅଂଚଳରୁ ଚିହ୍ନଟ ହୋଇଥିବା ଦୁଇ ଜଣ କରୋନା ପଜିଟିଭ ରୋଗୀଙ୍କ ମଧ୍ୟରୁ ଜଣେ ଚିକିତ୍ସା ପରେ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟରରେ ଦିଆଯାଇଥିବା…

ପଂଜାବ ପୋଲିସ ଏଏସ୍‌ଆଇଙ୍କ କଟାହାତ ଯୋଡି ହେଲା

ପଟିଆଲା : ରବିବାର ସକାଳେ ଦୁର୍ବୃତଙ୍କ ଆକ୍ରମଣରେ ପଂଜାବ ପୋଲିସ ଏଏସ୍‌ଆଇ ହରଜିତ୍ ସିଂଙ୍କ କଟି ଯାଇଥିବା ହାତକୁ ପିଜିଆଇ ହସ୍ପିଟାଲରେ ଡାକ୍ତରମାନେ ଯୋଡିବାରେ ସଫଳ ହୋଇଥିବା ସୂଚନା ମିଳିଛି । ଏ ସମ୍ପର୍କରେ ଟ୍ୱିଟ୍‌ରେ ସୂଚନା ଦେଇ ପଂଜାବ ପୋଲିସ ମହାନିର୍ଦ୍ଦେଶକ ପିଜିଆଇର…

ମେରୁଯାତ୍ରା ବନ୍ଦ ନିର୍ଦ୍ଦେଶକୁ ଅବମାନନା କରି ପୋଲସରାରେ ୧୨ ଦଣ୍ଡୁଆ ଅଟକ

ବୁଗୁଡା: ଚାରିଆଡେ ଲକ୍ ଡାଉନ ଘୋଷଣା ହୋଇଥିବା ବେଳେ ଗଂଜାମ ଜିଲ୍ଲାପାଳ ମେରୁ ଯାତ୍ରା ଉପରେ ରୋକ ଲଗାଇଥିଲେ । ତଥାପି କେତେକ ସ୍ଥାନରେ ଶ୍ରଦ୍ଧାଳୁ ପ୍ରଶାସନର ତାଗିଦାକୁ ନ ମାନି ମେରୁ ଯାତ୍ରାରେ ସାମିଲ ହେଉଥିବା ଦେଖିବାକୁ ମିଳିଥିଲା । ରବିବାର ପୋଲସରା ବ୍ଲକର ମାଳତେନ୍ତୁଳିଆ ଓ ସୋଡକ…

୫୩ ଓ ୫୪ ନମ୍ବର କୋଭିଡ୧୯ ପଜିଟିଭ ରୋଗୀଙ୍କ ଜାଣନ୍ତୁ ଟ୍ରାଭେଲ ହିଷ୍ଟ୍ରି

ଭୁବନେଶ୍ୱର : ଗତ କାଲି ଚିହ୍ନଟ ହୋଇଥିବା ୪ କରୋନା ପଜିଟିଭ ରୋଗୀଙ୍କ ମଧ୍ୟରୁ ଦୁଇ ଜଣ ସୁନ୍ଦରଗଡ ବିଶ୍ରାର ହୋଇଥିବା ବେଳେ ତୃତୀୟ ଜଣକ ଝାରପଡାର ଓ ଚତୁର୍ଥ ଜଣଙ୍କ କେନ୍ଦ୍ରାପଡା ରାଜନଗର ଅଂଚଳର ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୫୩ନମ୍ବର କରୋନା ପଜିଟିଭ ଭୁବନେଶ୍ୱର…

କୋଭିଡ-୧୯ ମୁକାବିଲା: ‘ୟୁକ୍ତି’ ୱେବ୍ ପୋର୍ଟାଲର ଶୁଭାରମ୍ଭ

ନୂଆଦିଲ୍ଲୀ: ମହାମାରୀ କୋଭିଡ-୧୯ ମୁକାବିଲା ପାଇଁ ଆରମ୍ଭ ହେଲା ୱେବ୍ପୋର୍ଟାଲ ‘ୟୁକ୍ତି’(YUKTI) । ଏହି ପୋର୍ଟାଲକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ଶୁଭାରମ୍ଭ କରିଛନ୍ତି । ଏହି ପୋର୍ଟାଲ କୋଭିଡ-୧୯ ମୁକାବିଲା ପାଇଁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟର ପୁଙ୍ଖାନୁପୁଙ୍ଖ…

ଉଜ୍ଜଳା ଯୋଜନାରେ ୮୫ ଲକ୍ଷ ହିତାଧିକାରୀଙ୍କୁ ମିଳିଲା ମାଗଣା ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଗିରବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି । ଆର୍ଥିକ ବିପର୍ୟ୍ୟସ୍ତ ଅବସ୍ଥାରେ ଗରିବମାନଙ୍କ ଦାରିଦ୍ର୍ୟ ଦୂରୀକରଣ ଉଦ୍ଦେଶ୍ୟରେ ଏହା ଲାଗୁ କରାଯାଇଛି । ଏହି ଯୋଜନା ଅନୁସାରେ ଉଜ୍ଜଳା ହିତାଧିକାରୀମାନଙ୍କ…

୫୧ ଓ ୫୨ନଂ କରୋନା ପଜିଟିଭଙ୍କ ରହିଛି ନିଜାମୁଦ୍ଧିନ ଲିଙ୍କ, ଜାଣନ୍ତୁ ଗସ୍ତ ବିବରଣୀ

ଭୁବନେଶ୍ୱର: ଆସିଲା ୫୧ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ । ସୁନ୍ଦରଗଡର ବିଶ୍ରା ଅଂଚଳର ୬୭ ବର୍ଷୀୟ ଏହି ଆକ୍ରାନ୍ତ ଜଣକ ନିଜାମୁଦ୍ଧିନ୍ ଲିଙ୍କ ରହିଛି । ଏନେଇ ସରକାର ସୂଚନା ଦେଇଛନ୍ତି । ମାର୍ଚ୍ଚ ୫ ତାରିଖରେ ସେ ରାଉରକେଲା ଏକ୍ସପ୍ରେସରେ ଦିଲ୍ଲୀ ଯାଇଥିଲେ । ମାର୍ଚ୍ଚ ୬ରୁ ୧୦ ତାରିଖ…

ଆସିଲା ୫୦ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି, କେଉଁଠିକୁ ଯାଇଥିଲେ ସେ, ଜାଣନ୍ତୁ

ଭୁବନେଶ୍ୱର: ୫୦ ନମ୍ବର କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ସାମ୍ନାକୁ ଆସିଛି । ୨୨ ବର୍ଷୀୟ ଆକ୍ରାନ୍ତ ଯୁବକ ଜଣକ ମାର୍ଚ୍ଚ ୧୮ରୁ ୨୦ ମଧ୍ୟରେ ଖୋର୍ଦ୍ଧା ବାଣପୁରର ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । Patient…

ପିଏମ୍ କେୟାର୍ସ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ପାଇଁ ପାଞ୍ଚଟି ବାଲୁକା କଳା ପେଣ୍ଟିଙ୍ଗ୍ ନିଲାମ ଘୋଷଣା କଲେ…

ପୁରୀ: କରୋନା ମୁକାବିଲା ପାଇଁ ଗଠିତ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡ୍ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସାହାଯ୍ୟ କରିବାକୁ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଆଗେଇ ଆସିଛନ୍ତି । ତାଙ୍କ ଦ୍ୱାରା ପ୍ରସ୍ତୁତ ପାଞ୍ଚଟି ସ୍ୟାଣ୍ଡ ଆର୍ଟ କାନଭାସ ପେଣ୍ଟିଂକୁ ନିଲାମ କରି ଏଥିରୁ…

ଏ ଯାଏଁ ୧,୮୬,୯୦୬ ନମୂନା ପରୀକ୍ଷା, ୪.୩% ପଜିଟିଭ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି । କରୋନା ରୋଗୀଙ୍କୁ ଅଧିକରୁ ଅଧିକ ଚିହ୍ନଟ କରିବା ପାଇଁ ନମୁନା ପରୀକ୍ଷା ଉପରେ ଜୋର ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୧,୮୬,୯୦୬ ଜଣଙ୍କର ନମୁନା ପରୀକ୍ଷା ହୋଇଛି । ସେଥିମଧ୍ୟରୁ ୪.୩ ପ୍ରତିଶତ ପଜିଟିଭ କେସ୍…