Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୦୦ ଟପିଲା, ମୃତ୍ୟୁ ସଂଖ୍ୟା ୭୫ ଛୁଇଁଲା

ନୂଆଦିଲ୍ଲୀ: ବିଗତ ଏକ ସପ୍ତାହରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଉଛି । ବର୍ତ୍ତମାନ ସୁଦ୍ଧା ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୭୨ରେ ପହଞ୍ଚିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ସହିତ କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ…

ପୁରୀ ସହରରେ କଡ଼ାକଡ଼ି ଚାଲିଛି ଲକ୍‌ଡାଉନ୍‌

ପୁରୀ: ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଥିବା ବେଳେ ପୁରୀ ଜିଲ୍ଲାରୁ ଜଣେ କରୋନା ସଂକ୍ରମିତ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୁରୀ ଶ୍ରୀମନ୍ଦିରରେ ଗତ ମାର୍ଚ୍ଚ ୨୦ ତାରିଖରୁ ଭକ୍ତଙ୍କ ଦର୍ଶନକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ଏବେ ଲକ୍‌ଡାଉନ୍ ଯୋଗୁଁ ପୁରୀ…

ନିଜାମୁଦ୍ଦିନ ଫେରନ୍ତାଙ୍କୁ ଚିହ୍ନଟ କରିବାକୁ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖିଲେ ୫ଟି ସଚିବ

ଭୁବନେଶ୍ୱର: ଦିଲ୍ଲୀର ନିଜାମୁଦ୍ଦିନ୍ ମର୍କଜରେ ତବ୍‌ଲିଘି ଜମାତ୍ ସମାବେଶରେ ଯୋଗଦେଇ ଓଡିଶା ଫେରିଥିବା ସମସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଇଁ ଏକ ବଡ ଆହ୍ୱାନ ହୋଇଛି । ଏ ସଂକ୍ରାନ୍ତରେ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି ୫ଟି ସଚିବ ଭି.…

ସମସ୍ତ ଶ୍ୱାସ ଏବଂ ଫ୍ଲୁ ରୋଗୀଙ୍କ ତଥ୍ୟ ନ ଦେଲେ ସିଲ୍ ହେବ ଡାକ୍ତରଖାନା: ସୁବ୍ରତ ବାଗ୍‌ଚୀ

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ଦୃଷ୍ଟିରୁ ଓଡିଶାର ସମସ୍ତ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଶ୍ୱାସ ରୋଗୀ ଏବଂ ଇନଫ୍ଲୁଏନଜା ବା ଫ୍ଲୁ ରୋଗୀଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବା ପାଇଁ କଡା ନିର୍ଦ୍ଦେଶ ରହିଥିବା ଓଡିଶା କୋଭିଡ୧୯…

ନିର୍ଭୟରେ ତଥ୍ୟ ଦିଅନ୍ତୁ ନିଜାମୁଦ୍ଧିନ ଫେରନ୍ତା: ସୁବ୍ରୋତ ବାଗଚୀ

ଭୁବନେଶ୍ୱର: ନିର୍ଭୟରେ ତଥ୍ୟ ଦିଅନ୍ତୁ ନିଜାମୁଦ୍ଧିନ ଫେରନ୍ତା । ୨୪ ଘଂଟା ମଧ୍ୟରେ ସେମାନେ ଆଗେଇ ଆସି ନିଜର ସବୁ ତଥ୍ୟ ସରକାରଙ୍କୁ ଦେବାକୁ ଆହ୍ୱାନ କରିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରୋତ ବାଗଚୀ ।ସେ କହିଛନ୍ତି ଯେ, ନିଜେ ସଚେତନ ହୁଅନ୍ତୁ ନିଜେ ଆଗକୁ ଆସନ୍ତୁ ।…

କରୋନା ସଂକ୍ରମଣ: ବାହାରକୁ ବାହାରିଲେ ମୁହଁ ଘୋଡାଇ ରଖିବାକୁ ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର : କୌଣସି ଲକ୍ଷଣ ଦେଖାଯାଉ ନ ଥିବା କରୋନା ସଂକ୍ରମିତ ରୋଗୀ ଅନ୍ୟମାନଙ୍କୁ ଭୂତାଣୁ ସଂକ୍ରମଣ କରିବାର ସମ୍ଭାବନା ଦୃଷ୍ଟିରୁ ସତର୍କତା ଅବଲମ୍ବନ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । ନିହାତି ଆବଶ୍ୟକ ପଡିଲେ ବାହାରକୁ…

ଚୁଇଙ୍ଗମ ଉପରେ କଟକଣା ଲଗାଇଲା ହିମାଚଳ ପ୍ରଦେଶ ସରକାର

ସିମଲା: ହିମାଚଳପ୍ରଦେଶ ସରକାର କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟରେ ଚୁଇଙ୍ଗମ ଉପରେ କଟକଣା ଲଗାଇଛନ୍ତି । ଏହା ୩୦ ଜୁନ୍ ପର୍ଯ୍ୟନ୍ତ ଲାଗୁ ହେବ । ପୂର୍ବରୁ ପାନ, ଗୁଟଖା ପରି ପଦାର୍ଥ ଉପରେ କଟକଣା ଲଗାଯାଇଥିଲା । ଚୁଇଙ୍ଗମ ଖାଉଥିବା ଲୋକ ନିଶ୍ଚିତ ଏହାକୁ ବାହାରେ ପକାଇବ ଯାହା…

ଲକଡାଉନ ନ ଉଠିବା ପର୍ଯ୍ୟନ୍ତ ଅନ୍ନ ଗ୍ରହଣ କରିବେନି ମାହୋଲୀ ବିଧାୟକ

ସୀତାପୁର: ଉତରପ୍ରଦେଶର ବିଜେପି ବିଧାୟକ ଶଶାଙ୍କ ତ୍ରିବେଦୀ ଲକଡାଉନ ନ ଉଠିବା ପର୍ଯ୍ୟନ୍ତ ଅନ୍ନ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି । କରୋନା ମହାମାରୀ ବେଳେ ଅନେକ ଲୋକ ଅନ୍ନ ଖାଇବାକୁ ପାଉ ନାହାନ୍ତି । ସେମାନଙ୍କ ପାଇଁ ମୋର ଏହି ଛୋଟ ପ୍ରୟାସ ବୋଲି ମାହୋଲୀ ବିଧାୟକ କହିଛନ୍ତି । ଲକଡାଉନ…

ରାଜ ଠାକରେଙ୍କ ବିବାଦୀୟ ମନ୍ତବ୍ୟ : ଲକଡାଉନ ସରିଲେ ଆମେ ବି ରୂପ ଦେଖାଇବୁ

ମୁମ୍ବାଇ: ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ ଶନିବାର କ୍ରୋଧିତ ହୋଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ତବଲିଗ ଜମାତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଛନ୍ତି । ଟଙ୍କାରେ ଛେପ ଲଗାଇବା, ନର୍ସଙ୍କୁ…

ମାସ୍କ ପିନ୍ଧିବାକୁ ମନା କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

ୱାଶିଂଟନ:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱାସ୍ଥ୍ୟଅଧିକାରୀଙ୍କ ପରାମର୍ଶ ସତ୍ୱେ ମାସ୍କ ପିନ୍ଧିବାକୁ ମନା କରିଦେଇଛନ୍ତି । ହ୍ୱାଇଟ ହାଉସରେ ସେ ଏ ସମ୍ପର୍କରେ କହିଥିଲେ ମୁଁ ଅନେକ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜା, ରାଣୀ ଓ ଉଚ୍ଚାଧିକାରୀଙ୍କୁ ଭେଟୁଛି । ମାସ୍କ…