Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କରୋନା ମହାମାରୀ: ଭାରତରେ ୩ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା । ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୩୩୪୭ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।…

କରୋନା ସହ ମୁକାବିଲା: କୋଭିଡ-୧୯ ସମ୍ପର୍କିତ ସଦ୍ୟତମ ସୂଚନା

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ର ମୁକାବିଲା ନିମନ୍ତେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ସହିତ ମିଶି ବିଭିନ୍ନ ପଦକ୍ଷେପମାନ ନେଇଛନ୍ତି । ଉଚ୍ଚସ୍ତରରେ ନିୟମିତ ଭାବେ ଏହାର ସମୀକ୍ଷା କରାଯାଉଛି । କୋଭିଡ-୧୯ ସମସ୍ୟାର ସୁପରିଚାଳନା ତଥା ଏହାର ନିରାକରଣ ପାଇଁ ବିଭିନ୍ନ…

କରୋନା ମୁକାବିଲା : ୧୩୨ ଲକ୍ଷରୁ ଅଧିକ ମାସ୍କ ତିଆରି କଲେ ଏସ୍ଏଚଜି

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଦେଶରେ ମାସ୍କର ଆବଶ୍ୟକତା ଯଥେଷ୍ଟ ବୃଦ୍ଧି ପାଇଥିବାରୁ ସେହି ଚାହିଦା ପୂରଣ କରିବାକୁ ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଏନ୍.ଆର.ଏଲ୍.ଏମ୍) ମାଧ୍ୟମରେ ଉଦ୍ୟମ ଆରମ୍ଭ ହୋଇଛି । ଦେଶର ୨୪ ଟି ରାଜ୍ୟର ୩୯୯ ଜିଲ୍ଳାରେ ଥିବା ସ୍ୱୟଂ ସହାୟିକା ଗୋଷ୍ଠୀ…

ରବିବାର ରାତି ୯ ରେ ଲାଇଟ୍ ବନ୍ଦ ରଖିବା ବେଳେ କାହିଁକି ଅନ୍ୟ ସୁଇଚ୍ ବନ୍ଦ କରିବା ନାହିଁ, ଜାଣନ୍ତୁ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁରୋଧ ଅନୁଯାୟୀ ରବିବାର ୫ ତାରିଖ ରାତି ୯ଟା ଠାରୁ ୯ଟା ୯ ପର୍ଯ୍ୟନ୍ତ ଦେଶବାସୀ ଘରର ସମସ୍ତ ଲାଇଟ୍ ସୁଇଚ୍ ବନ୍ଦ କରି ଦୀପ ବା ମହମବତୀ ଜଳାଇବେ । ଏକ ସମୟରେ ଏହା ହେଉଥିବା ଯୋଗୁଁ ବିଦ୍ୟୁତ୍ ସରବରାହରେ ବିଭ୍ରାଟ ଘଟିବାର ଆଶଙ୍କା କରି ରାଜ୍ୟ…

କଳାହାଣ୍ଡିରେ ଚିହ୍ନଟ ହେଲେ ରାଜ୍ୟର ୨୧ତମ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଆଉଜଣେ ନୂଆ କରୋନା ରୋଗୀ ଆଜି ଚିହ୍ନଟ ହୋଇଛିନ୍ତି । ଏଥିସହିତ ଓଡିଶାରେ ଚିହ୍ନଟ ହୋଇଥିବା କରୋନା ପଜିଟିଭ୍ ରୋଗୀଙ୍କ ସଂଖ୍ୟା ୨୧ ରେ ପହଞ୍ଚିଛି । କୌଣସି ଲକ୍ଷଣ ନଥିବା କଳାହାଣ୍ଡିର ୨୯ ବର୍ଷ ବୟସ୍କ ବ୍ୟକ୍ତିଙ୍କ ସ୍ୱାବ୍ ନମୁନା କରୋନା ପଜିଟିଭ୍ ଆସିଥିବା ରାଜ୍ୟ…

ପୁରୀ କରୋନା ସଂକ୍ରମିତ ରୋଗୀ ଭୁବନେଶ୍ୱରର ଏହିସବୁ ସ୍ଥାନରେ ବାଣ୍ଟିଥିଲେ ଡାକ

ଭୁବନେଶ୍ୱର: ପୁରୀ ଜିଲ୍ଲା ପିପିଲି ଅଞ୍ଚଳର କରୋନା ସଂକ୍ରମିତ ରୋଗୀ ଜଣକ ଭୁବନେଶ୍ୱର ବିଜେବି ନଗର ସବ-ପୋଷ୍ଟ ଅଫିସରେ ପୋଷ୍ଟମ୍ୟାନ ଭାବେ କାର୍ଯ୍ୟ କରୁଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମ୍ୟୁନିସିପାଲ୍ କମିଶନ (ବିଏମସି)ର କମିଶନର୍ ପ୍ରେମ ଚାନ୍ଦ ଚୌଧୁରୀ । ସେ ଦିଲ୍ଲୀରୁ ଫେରିବା…

ସୂର୍ଯ୍ୟନଗର କୋଭିଡ୧୯ ପଜିଟିଭଙ୍କ ମିଳିଲା କୋଲକାତା ଲିଙ୍କ

ଭୁବନେଶ୍ୱର : ରାଜଧାନୀର ସୂର୍ଯ୍ୟନଗରରେ ଚିହ୍ନଟ ହୋଇଥିବା କରୋନା ପଜିଟିଭ ରୋଗୀଙ୍କ ଝିଅ କିଛି ଦିନ ତଳେ କୋଲକାତାରୁ ଫେରିଥିବା ସୂଚନା ମିଳିଛି । ସେଠାରେ ସେ ଚାରିଦିନ ରହି ଫେରିଥିଲେ ଏବଂ ସମ୍ଭବତଃ ସେହିଠାରୁ ହିଁ ସଂକ୍ରମଣ ହୋଇଥିବା ଶନିବାର କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର…

ପିଏମ୍ କେୟାର୍ସ ଫଣ୍ଡ ପାଇଁ ଅନ ଲାଇନ ପ୍ରଦର୍ଶନୀ ଚେସ୍ ପ୍ରତିଯୋଗିତାରେ ଭାଗ ନେବେ ଭାରତର ଶ୍ରେଷ୍ଠ ୬ ଚେସ୍ ଖେଳାଳିି

ନୂଆଦିଲ୍ଲୀ : ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଶିଳ୍ପପତି କ୍ରୀଡାବିତ ତଥା କର୍ପୋରେଟ ହାଉସମାନେ କରୋନା ରିଲିଫ ପାଇଁ ପିଏମ୍ କେୟାର୍ସ ଫଣ୍ଡକୁ ଦାନ କରୁଛନ୍ତି । ଏ ଦିଗରେ ଏକ ଅଭିନବ ପ୍ରୟାସ ସହିତ ଏବେ ସାମିଲ ହୋଇଛନ୍ତି ଦେଶର ପ୍ରମୁଖ ଆନ୍ତର୍ଜାତୀୟ ଚେସ୍ ଖେଳାଳି । ଆସନ୍ତା ୧୧…

ଦୀପ ଜାଳିବା ବେଳେ ଆଲକୋହଲଯୁକ୍ତ ସାନିଟାଇଜର୍ ବ୍ୟବହାର କରନ୍ତୁ ନାହିଁ: ସରକାରଙ୍କ ପରାମର୍ଶ

ନୂଆଦିଲ୍ଲୀ: ଦେଶବାସୀଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ରାତି ୯ଟାରେ ସ୍ୱେଚ୍ଛାକୃତ ଭାବେ ଦୀପ, ମୋବାଇଲ୍ ଫୋନ, ଟର୍ଚ୍ଚଲାଇଟ୍ କିମ୍ବା ମହମବତୀ ଜଳାଇବାକୁ ଅନୁରୋଧ କରିଛନ୍ତି । କରୋନା ଭୂତାଣୁ ବିରୋଧରେ ଲଢେଇ ଜାରି ରଖିବା ସହିତ ଐକ୍ୟ ଭାବନା ନେଇ ନିଜ ନିଜ…

ଷଷ୍ଠ ରିପୋର୍ଟ ନେଗେଟିଭ୍‌; କରୋନା କବଳରୁ ମୁକୁଳିବେ କନିକା !

ଲଖ୍ନୌ: ବଲିଉଡ ସିଙ୍ଗର କନିକା କାପୁରଙ୍କ ପ୍ରଥମ ୫ଟି ରିପୋର୍ଟ ପଜିଟିଭ ବାହାରିଥିଲା । ଶେଷରେ ତାଙ୍କର ୬ଷ୍ଠ ରିପୋର୍ଟ ନେଗେଟିଭ ବାହାରିଛି । ହେଲେ ବି ଘରକୁ ଯ।ଇପାରିବେନି ବେବି ଡଲ୍ ଫେମ୍ ସିଙ୍ଗର । କନିକାଙ୍କ ପ୍ରଥମ ଟେଷ୍ଟ ଘରେ ହୋଇଥିବାବେଳେ ଅନ୍ୟ ସମସ୍ତ ୪ଟି ଟେଷ୍ଟ PGI…