Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଭୁବନେଶ୍ୱରର ସୂର୍ଯ୍ୟନଗର ଅଂଚଳରେ କରାଗଲା ସାନିଟାଇଜ ସ୍ପ୍ରେ

ଭୁବନେଶ୍ୱର: ଓଡିଶାରେ ଚିହ୍ନଟ ପଞ୍ଚମ କରୋନା ପଜିଟିଭ ରୋଗୀ ସୂର୍ଯ୍ୟନଗର ଅଞ୍ଚଳର ହୋଇଥିବାରୁ ଆଜି ସୂର୍ଯ୍ୟନଗର ଓ ଆଖପାଖ ଅଂଚଳର ବିଭିନ୍ନ ରାସ୍ତା, ଗଳିକନ୍ଦି ଓ ଛକମାନଙ୍କରେ ଭୂତାଣୁ ସଂକ୍ରମଣ ନିରୋଧୀ ସ୍ପ୍ରେ କରାଯାଇଛି । ଏଥି ସହ ଛଅ ନମ୍ବରର ବିଭିନ୍ନ ଅଞ୍ଚଳରେ ମଧ୍ୟ ସ୍ପ୍ରେ କରାଯାଇଛି ।…

କୋଭିଡ୍‌-୧୯: ଟିକଟକ୍ ଭାରତକୁ ଦେଲା ୧୦୦ କୋଟି ଟଙ୍କାର ଚିକିତ୍ସା ଉପକରଣ

ନୂଆଦିଲ୍ଲୀ: ସର୍ଟ-ଭିଡିଓ ସୋସିଆଲ୍ ନେଟୱାର୍କିଂ ଆପ୍ ଟିକଟକ୍ କୋଭିଡ-୧୯ ସହିତ ଲଢ଼ିବା ପାଇଁ ଭାରତକୁ ୧୦୦ କୋଟି ଟଙ୍କା ମୂଲ୍ୟର ଚିକିତ୍ସା ଉପକରଣ ଏବଂ ସାମଗ୍ରୀ ଦାନ କରୁଥିବା ନେଇ ଏକ ରିପୋର୍ଟ ଇକୋନୋମିକ୍ସ ଟାଇମ୍ସରେ ପ୍ରକାଶିତ ହୋଇଛି ।  କମ୍ପାନୀ ଏକ ଅଫିସିଆଲ୍ ପୋଷ୍ଟରେ…

ଲକଡାଉନ୍ ପ୍ରଭାବ: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଅଧୀନରେ ୯.୦୭ କୋଟି ଚାଷୀଙ୍କ ଆକାଉଣ୍ଟରେ ୨,୦୦୦ ଟଙ୍କା…

ନୂଆଦିଲ୍ଲୀ: କରୋନା ସଙ୍କଟକୁ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଦେଇଥିବା ପ୍ୟାକେଜର ଅଂଶ ଭାବରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧିଙ୍କୁ କୃଷକମାନଙ୍କୁ ଟ୍ରାନ୍ସଫର କରାଯାଇଛି।  ଏପର୍ଯ୍ୟନ୍ତ ମୋଦୀ ସରକାର ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ୪ ମାସର କିସ୍ତି ଭାବରେ ୫,୧୨୫ କୋଟି ଟଙ୍କା…

ଲକଡାଉନ୍ ପ୍ରଭାଵ: ସ୍ମାର୍ଟଫୋନ୍ କମ୍ପାନୀ ୬୦ ଦିନ ବଢାଇଲେ ଫୋନ୍ ୱାରେଣ୍ଟି 

ନୂଆଦିଲ୍ଲୀ: କରୋନାଭାଇରସ୍ କାରଣରୁ ହୋଇଥିବା ସମସ୍ତ ଲକଡାଉନ୍ ଇଲେକ୍ଟ୍ରୋନିକ୍ସ ଏବଂ ମୋବାଇଲ୍ ହ୍ୟାଣ୍ଡସେଟ୍ କମ୍ପାନୀ ଗ୍ରାହକଙ୍କ ପାଇଁ ୱାରେଣ୍ଟି ରିହାତି  ଘୋଷଣା କରିଛନ୍ତି।  ସମସ୍ତ ମୋବାଇଲ୍ ଫୋନ୍ ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦରେ ୱାରେଣ୍ଟି ଅବଧି ୬୦ ଦିନକୁ ବୃଦ୍ଧି କରିବାକୁ…

କରୋନାଭାଇରସକୁ ଟ୍ରାକିଂ କରିବ ‘ଆରୋଗ୍ୟ ସେତୁ’, ଜାଣନ୍ତୁ…

ନୂଆଦିଲ୍ଲୀ: ଆପଣଙ୍କ ନିକଟରେ କୋଭିଡ-୧୯ ସଂକ୍ରମିତ ବ୍ୟକ୍ତିଙ୍କ ଅଛନ୍ତି କି ନାହିଁ ତାହା ଯାଞ୍ଚ କରିବ ‘ଆରୋଗ୍ୟ ସେତୁ’ ନାମକ ଏକ ଆପ୍ । ଯାହାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲଞ୍ଚ କରାଯାଇଛି । ଏପରିକି ଜଣେ ବ୍ୟକ୍ତିଙ୍କ ସ୍ମାର୍ଟଫୋନ୍ ଲୋକେସନ ଡାଟା ଏବଂ ବ୍ଲୁଟୁଥ୍ ସହାୟତାରେ ଏହି ଆପ୍…

ଟ୍ୱିନସିଟିରେ କୋଭିଡ-୧୯ ହସ୍ପିଟାଲ ପ୍ରସ୍ତୁତ; ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ଭୁବନେଶ୍ୱର: କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ଲାଗି ୬୫୦ ଶଯ୍ୟା ବିଶିଷ୍ଟ ଦୁଇଟି ସ୍ୱତନ୍ତ୍ର ଡାକ୍ତରଖାନା ଟ୍ୱିନସିଟି ଭୁବନେଶ୍ୱର ଏବଂ କଟକ ସହରରେ ପ୍ରସ୍ତୁତ ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ଦିନ ଘୋଷଣା କରାଯାଇଛି । ଏହାକୁ ଓଡିଶା କୋଭିଡ ହସ୍ପିଟାଲ…

ଖୋଜା ଚାଲିଛି ଓଡିଶାର ୫ମ କରୋନା ରୋଗୀଙ୍କ ଯାତ୍ରା ଇତିହାସ

ଭୁବନେଶ୍ୱର: ରାଜ୍ୟର ପଞ୍ଚମ କୋଭିଡ-୧୯ ରୋଗୀଙ୍କ ଯାତ୍ରା ଇତିହାସ ତଥା ତାଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିମାନଙ୍କୁ ଓଡିଶା ସରକାର ଅନୁସନ୍ଧାନ କରୁଛନ୍ତି। ଡାକ୍ତରୀ ଶିକ୍ଷା ଏବଂ ତାଲିମ ନିର୍ଦ୍ଦେଶକ ଡ. ସି ବି କେ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଭୁବନେଶ୍ୱରର ଏମ୍ସରେ…

ଫିଲିପାଇନ୍ସ ରାଷ୍ଟ୍ରପତିଙ୍କ କଡା ନିର୍ଦ୍ଦେଶ: ଲକ୍‌ଡାଉନ ନିୟମ ନ ମାନିଲେ ଗୁଳି କର

ମାନିଲା: କରୋନା ସଂକ୍ରମଣ ରୋକିବା ପାଇଁ ସମସ୍ତ ଦେଶ ଏବେ ଲାଗି ପଡିଛନ୍ତି । ଏଥିପାଇଁ ଅନେକ ସ୍ଥାନରେ ଲକଡାଉନ କରାଯାଇଛି । ଫିଲିପାଇନ୍ସରେ ଏହି ନିୟମକୁ ଭଙ୍ଗ କରୁଥିବା ବ୍ୟକ୍ତିଙ୍କ ପାଇଁ ରାଷ୍ଟ୍ରପତି ରୋଡ୍ରିଗ୍ୟୁ ଦୁତେର୍ତ କଡା ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯେଉଁମାନେ ଏଥର ଲକଡାଉନ…

କୋଭିଡ୍‌-୧୯: ଲକ୍‌ଡାଉନ୍ ସଫଳ କରିବା ଲାଗି ଧର୍ମେନ୍ଦ୍ରଙ୍କ ଆହ୍ୱାନ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ୨୧ ଦିନ ଲାଗି ସାରା ଦେଶରେ ପାଳିତ ହେଉଥିବା ଲକ୍‌ଡାଉନକୁ ଜନସାଧାରଣ ସମ୍ପୂର୍ଣ୍ଣ ସଫଳ କରିବା ଲାଗି କେନ୍ଦ୍ର ପେଟ୍ରୋଲିୟମ, କେମିକାଲ୍ସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି । “ସାମାଜିକ ସୁସ୍ଥତା ବଜାୟ ରଖିବା…

କରୋନା ପରିପ୍ରେକ୍ଷୀରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ମୋଦିଙ୍କ ଘରୋଇ ଉପାୟ

ଭୁବନେଶ୍ୱର: କରୋନା ଦିନକୁ ଦିନ କାୟା ବିସ୍ତାର କରୁଥିବା ବେଳେ ଏହା ପାଇଁ ଔଷଧ ଏଯାଏଁ ବାହାରିପାରିନାହିଁ । ତେଣୁ ଲୋକମାନଙ୍କୁ ନିଜେ ସଚେତନ ହେବାକୁ ପରାମର୍ଶ ଦିଆଯାଉଛି । ସେପଟେ ପ୍ରାକୃତିକ ଉପାୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ଘରୋଇ ଉପାୟ…