Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଶ୍ରମିକଙ୍କ ପାଇଁ କ’ଣ କରିଛ, କେନ୍ଦ୍ରକୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଲକ୍ ଡାଉନ୍ ପରେ ସାରା ଦେଶରେ ବିଭିନ୍ନ ସ୍ଥାନରେ ଅଟକ ଅଛନ୍ତି ଲକ୍ଷ ଲକ୍ଷ ଶ୍ରମିକ । ନିଜ ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି । ଦିଲ୍ଲୀ ରାଜରାସ୍ତାରେ ପ୍ରବଳ ଭିଡ ହେଉଛି । ଲକ୍ ଡାଉନ୍ ବେଳେ ସେମାନଙ୍କ ପାଇଁ ଖାଇବା ଓ ରହିବା ବ୍ୟବସ୍ଥା ନଥିବାରୁ ଚାଲି ଚାଲି ଘରକୁ ଫେରୁଛନ୍ତି…

ବଢିବ କ୍ୱାରେଣ୍ଟାଇନ ପିରିୟଡ୍ !

ଭୁଟାନ ସରକାରଙ୍କ ନିଷ୍ପତ୍ତି । କରୋନା ଭାଇରସରେ ସଂକ୍ରମିତ ହେଲେ ଆଉ ୧୪ ଦିନ ନୁହେଁ । କ୍ୱାରେଣ୍ଟାଇନରେ ରହିବେ ୨୧ ଦିନ । ଭୁଟାନ୍ ସରକାର ଏହି ଘୋଷଣା କରିଛନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଭୁଟାନ ପ୍ରଧାନମନ୍ତ୍ରୀ । ସେ ଲେଖିଛନ୍ତି, ଆସନ୍ତାକାଲିଠୁ କ୍ୱାରେଣ୍ଟାଇନ୍ ପିରିଡୟକୁ…

କୋଭିଡ-୧୯ ଲକଡାଉନ: ଅନଲାଇନ ପାଠପଢ଼ାକୁ ଗୁରୁତ୍ୱ ଦେଲେ ଓଡିଶା ସରକାର

ଭୁବନେଶ୍ୱର: କରୋନାଭାଇରସର ପ୍ରକୋପ କାରଣରୁ ଶିକ୍ଷାନୁଷ୍ଠାନ ଗୁଡିକୁ ବାଧ୍ୟ ହୋଇ ବନ୍ଦ କରାଯାଇଛି । ସେଥିପାଇଁ ଓଡିଶା ସରକାର ସ୍କୁଲ ଗୁଡିକରେ ଡିଜିଟାଲ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଯୋଜନା ଉପରେ କାମ କରୁଛନ୍ତି । ଯଦ୍ୱାରା ଭବିଷ୍ୟତରେ ପାଠପଢ଼ାରେ କୌଣସି ବାଧକ ଆସିନପାରୁ । ଏନେଇ ସ୍କୁଲ…

ପୋଲିସ ବାବୁଙ୍କ ନିଆରା ସଚେତନତା ଅଭିଯାନ, ରାସ୍ତାରେ ଗାଇଲେ ଗୀତ

ପୁଣେ: ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ ସାମନାକୁ ଆସୁଛି ନୂଆ ନୂଆ କେସ୍ । ଏବେ ଲକ୍‌୍ ଡାଉନ୍ ଚାଲିଛି । ଲୋକଙ୍କୁ ଘରୁ ନବାହାରିବା ପାଇଁ କୁହାଯାଇଥିବା ବେଳେ ସଚେତନ କରାଉଛି ପୋଲିସ । ପୁଣେରେ ରାଜରାସ୍ତାରେ ଲୋକଙ୍କୁ ଗୀତ ଗାଇ ସଚେତନ କରାଉଛି…

ଗାଁର ନାଁ ‘କୋରୌନା’; ଜାଣନ୍ତୁ କେଉଁଠି ରହିଛି ଏହି ଗାଁ…

ସୀତାପୁର(ୟୁ.ପି): କରୋନାଭାଇରସ୍ ପାଇଁ ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲା ଏକ ଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛି । ସୀତାପୁର ଜିଲ୍ଲାରେ ରହିଛି କୋରୌନା ଗାଁ । Residents of Corona, a village in Sitapur say they have been facing discrimination, ever since the…

ଲକଡାଉନ ଯୋଗୁଁ କ୍ୟାବିନ ଫିଭରର ଶିକାରର ହେଉଛନ୍ତି ଲୋକମାନେ

ଗୋରଖପୁର: ଗୋରଖପୁରରେ କରୋନା ଭାଇରସ ଯୋଗୁଁ ଲକଡାଉନରେ ଥିବା ଲୋକମାନେ ଚାପରେ ରହି କ୍ୟାବିନ ଫିଭରରେ ଆକ୍ରାନ୍ତ ହେଉଛନ୍ତି । ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ବେଶି ଦିନ ରହିଲେ ମାନସିକ ଚାପ ବଢ଼ିଥାଏ ଫଳରେ ସମ୍ପୃକ୍ତ ବ୍ୟକ୍ତି କ୍ୟାବିନ ଫିଭରରେ ପଡିଥାଏ । ମୁଣ୍ଡ ବିନ୍ଧା, ଚିଡିଚିଡା ଓ…

କରୋନା ଲକ୍ ଡାଉନରେ ଓଡ଼ିଶା ପୋଲିସର ପ୍ରଶଂସନୀୟ କାର୍ଯ୍ୟ

ଭୁବନେଶ୍ୱର: ସାରା ବିଶ୍ୱ ଏବେ ଲକ୍ ଡାଉନ୍ । କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଡାକ୍ତର, ନର୍ସ, ପୋଲିସ, ପ୍ରଶାସନ ସହିତ ସାମ୍ବାଦିକମାନେ ନିଜ ଜୀବନକୁ ବାଜି ଲଗାଇଦେଇଛନ୍ତି । କରୋନା ବିରୋଧରେ ଏହି ଲଢେଇରେ ସାମିଲ୍ ହୋଇଛି ଓଡ଼ିଶା ପୋଲିସ୍ । ଓଡ଼ିଶା ପୋଲିସ ଲକଡ଼ାଉନ ସମୟରେ ରାତି ଦିନ…

ଇନଫ୍ଲୁଏଞ୍ଜା ଓ କୋଭିଡ-୧୯ର ଲକ୍ଷଣ ମଧ୍ୟରେ ପାର୍ଥକ୍ୟ କ’ଣ ? ଜାଣନ୍ତୁ

ଭୁବନେଶ୍ୱର: ଓଡିଶାରେ କରୋନାଭାଇରସ ସଂକ୍ରମଣ ବଢ଼ୁଥିବା ଚିନ୍ତା ମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଲୋକଙ୍କୁ ସର୍ଦ୍ଦି, ଫ୍ଲୁ, ଆଲର୍ଜି ଓ ଘାତକ ଭାଇରସ ମଧ୍ୟରେ ଥିବା ଅନ୍ତରକୁ ବୁଝାଇବା ପାଇଁ ଏକ ପରାମର୍ଶର ପାଳନ କରିବାକୁ କହିଛି । କୋଭିଡ-୧୯ର ଲକ୍ଷଣ ହେଉଛି ଜ୍ୱର ହେବା, ଥଣ୍ଡା…

କୋଭିଡ୧୯: ଭିନ୍ନକ୍ଷମଙ୍କ ପାଇଁ ସାଙ୍କେତିକ ଭାଷାରେ ପ୍ରସ୍ତୁତ ହେଉଛି ସଚେତନତା ବାର୍ତ୍ତା ଓ ଆଡଭାଇଜରୀ

ଭୁବନେଶ୍ୱର: କୋଭିଡ-୧୯ ପାଇଁ ସରକାରଙ୍କ ପକ୍ଷରୁ ଜାରି ହେଉଥିବା ସମସ୍ତ ସୂଚନା ଓ ପରାମର୍ଶ ସାଙ୍କେତିକ ଭାଷାରେ ମଧ୍ୟ ପ୍ରସ୍ତୁତ କରାଯିବା ଆରମ୍ଭ ହୋଇଛି । ଶ୍ରବଣଶକ୍ତି ରହିତ ବ୍ୟକ୍ତିଙ୍କୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି । Let's prevent COVID-19…

ଲକ୍‌-ଡାଉନ୍ ଅପଡେଟ୍‌: ନିଲମ୍ବିତ ହେଲେ ଦୁଇ ଦିଲ୍ଲୀ ଆଇଏଏସ୍ ଅଫିସର !

ନୂଆଦିଲ୍ଲୀ: ରବିବାର ଦୁଇ ବରିଷ୍ଠ ଦିଲ୍ଲୀ ସରକାରୀ ଅଫିସରଙ୍କୁ ନିଲମ୍ବିତ କରିଛି କେନ୍ଦ୍ର ସରକାର । କରୋନା ମହାମାରୀରେ ନିଜ ଦାୟୀତ୍ୱରେ ଅବହେଳା କରିଥିବାରୁ ଅନ୍ୟ ଦୁଇ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । Initiation of Disciplinary Proceedings against Four…