Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

“ଜନତା କର୍ଫ୍ୟୁ”ରେ ସୋନୁ ନିଗମଙ୍କ ଅନ୍‌ଲାଇନ୍ କନସର୍ଟ

ମୁମ୍ବାଇ: ଜନତା କର୍ଫ୍ୟୁରେ ଜନତାଙ୍କୁ ଉତ୍ସାହିତ କରିବା ପାଇଁ ସୋନୁ ନିଗମ କରିବେ ଅନ୍‌ଲାଇନ୍ କନସର୍ଟ । କରୋନା ଭାଇରସର ପ୍ରଭାବରେ ସୋନୁଙ୍କର ଏକାଧିକ କନସର୍ଟ ବାତିଲ ହୋଇଥିଲା । https://t.co/xNUyP7LaGZ — Sonu Nigam Forum (@SonuNigamForum) March 21, 2020 ଏହା…

କାଲିଠୁ ସପ୍ତାହ ଯାଏଁ ରାଜ୍ୟରେ ଲକ୍ ଡାଉନ, ତେବେ କ’ଣ ଖୋଲା ରହିବ ଜାଣନ୍ତୁ

ଭୁବନେଶ୍ୱର: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି କରୋନା ଭାଇରସ । ତେବେ ଏହାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ଏନେଇ ସେ ବଡ ପଦକ୍ଷେପ ନେଇଛନ୍ତି । ଆସନ୍ତାକାଲି ଠାରୁ ଏକ ସପ୍ତାହ ଯାଏଁ ୫ ଜିଲ୍ଲା ଓ ୭ ସହର ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

କୋଭିଡ-୧୯: କ୍ୱାରେଣ୍ଟାଇନ ପ୍ରୋଟୋକଲ ଭାଙ୍ଗିଲେ ଭାରତୀୟ ମହିଳା ବକ୍ସର ମେରିକମ୍

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ଦ୍ୱାରା ଜାରି ହୋଇଥିବା ୧୪ ଦିନିଆ କ୍ୱାରେଣ୍ଟାଇନ ପ୍ରୋଟୋକଲକୁ ଭାରତୀୟ ମହିଳା ବକ୍ସର ତଥା ରାଜ୍ୟସଭା ସଦସ୍ୟ ମେରିକମ୍ ଅମାନ୍ୟ କରିଛନ୍ତି । ମେରିକମ୍ ମାର୍ଚ୍ଚ ୧୩ ତାରିଖରେ ଇଟାଲୀ ଓ ଜୋର୍ଡାନରୁ ଫେରିଥିଲେ । ଏହାପରେ ସେ…

କାଲି ‘ଜନତା କର୍ଫ୍ୟୁ’: ବନ୍ଦ ରହିବ ୮୦ ପ୍ରତିଶତ ପେଟ୍ରୋଲ ପମ୍ପ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଆସନ୍ତାକାଲି ‘ଜନତା କର୍ଫ୍ୟୁ’ ଡାକରା ଦିଆଯାଇଛି । ଏହାକୁ ସମର୍ଥନ କରି ସାରା ଓଡ଼ିଶାରେ ଆସନ୍ତାକାଲି ୮୦ ପ୍ରତିଶତ ପେଟ୍ରୋଲ ପମ୍ପ ବନ୍ଦ ରହିବ । କରୋନା ମୁକାବିଲା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଏନେଇ ପେଟ୍ରୋଲିୟମ ଡିଲର ଆସୋସିଏସନର ସଭାପତି ସୂଚନା…

କରୋନା ପାଇଁ ଦେଶବ୍ୟାପୀ ଲକଡାଉନ କରିବାକୁ ପାକିସ୍ତାନ ସମର୍ଥ ନୁହେଁ: ଇମରାନ ଖାନ

ଇସଲାମାବାଦ: କରୋନାଭାଇରସର ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ବନ୍ଦ(ଲକଡାଉନ) କରିବାକୁ ପାକିସ୍ତାନ ଅସମର୍ଥ ବୋଲି ଶୁକ୍ରବାର ଦିନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ କହିଛନ୍ତି । ସେ କହିଛନ୍ତି କି, ଲକଡାଉନ ଅର୍ଥାତ ସାରା ଦେଶରେ କର୍ଫୁ୍ୟ ଲଗାଇବା । ଏହାଦ୍ୱାରା ଗରୀବ ଶ୍ରେଣୀର…

କରୋନା ସହ ଲଢେଇ: ରାଷ୍ଟ୍ରପତି କୋବିନ୍ଦଙ୍କର ହେବ କରୋନା ଟେଷ୍ଟ !

ନୂଆଦିଲ୍ଲୀ: ରାଜସ୍ଥାନ ସାଂସଦ ଦୁଷ୍ୟନ୍ତ ସିଂହଙ୍କ ସହ ଏକ ବେକଫାଷ୍ଟ ପାର୍ଟିରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କର ନଭେଲ୍ କରୋନା ଭୂତାଣୁ ପରୀକ୍ଷା ହେବ । ପୂର୍ବରୁ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ବଲିଉଡ୍ କଣ୍ଠଶିଳ୍ପୀ କନିକା କପୁରଙ୍କ ଏକ ପାର୍ଟିରେ ଦୁଷ୍ୟନ୍ତ ଯୋଗଦେଇଥିଲେ ।…

ମୁଖ୍ୟମନ୍ତ୍ରୀଙ୍କ ନିବେଦନ: ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ

ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କ ସୁରକ୍ଷା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଅତ୍ୟନ୍ତ ଜରୁରୀ କାର୍ଯ୍ୟ ବ୍ୟତୀତ ବାକି ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ ସେ ନିବେଦନ କରିଛନ୍ତି । କେବଳ…

କୋଭିଡ-୧୯: ଗାଁରେ ଆତଙ୍କ ସୃଷ୍ଟି କଲେ ଦୁବାଇ ଫେରନ୍ତା ବ୍ୟକ୍ତି

କେନ୍ଦୁଝର: ନିକଟ ଅତୀତରେ ଦୁବାଇରୁ ଫେରିଆସି ଜଣେ ବ୍ୟକ୍ତି ଗ୍ରାମରେ ରହୁଥିବା ଜାଣିବା ପରେ ଜିଲ୍ଲାର ଗମ୍ଭାରିଆ ଗ୍ରାମରେ ଉତ୍ତେଜନା ଦେଖାଦେଇଛି । ସୂଚନା ଅନୁଯାୟୀ, ପ୍ରାୟ ଚାରି ଦିନ ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତି ଜଣକ ଦୁବାଇରୁ ଫେରିବା ପରେ ତାଙ୍କ ଶ୍ୱଶୁର ଘରେ ରହି ଆସୁଛନ୍ତି । ଏନେଇ…

କରୋନାଭାଇରସ ଆତଙ୍କ; ମାର୍ଚ୍ଚ ୩୧ ଯାଏଁ ଏହିସବୁ ଟ୍ରେନ ବାତିଲ, ଜାଣନ୍ତୁ

ନୂଆଦିଲ୍ଲୀ: ସାରା ଦେଶରେ କରୋନାଭାଇରସ କାୟା ବିସ୍ତାର କରୁଥିବା ବେଳେ ପୂର୍ବତଟ ରେଳବାଇ ପକ୍ଷରୁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ଯାଏଁ ଅନେକ ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି । ବାତିଲ ଟ୍ରେନ୍‌- ୧୨୮୮୮/୧୨୮୮୭ ପୁରୀ-ହାୱଡା ସାପ୍ତାହିକ ଏକ୍ସପ୍ରେସ, ଉଭୟ ପଟୁ ୨୨୮୩୬/୨୨୮୩୫…

କରୋନା ଭୟ: OLA ଓ UBERର ‘ସେୟାର ରାଇଡ’ ସେବା ବନ୍ଦ

ନୂଆଦିଲ୍ଲୀ: ଚାରିଆରେ କରୋନାର କୋକୁଆ ଭୟ । ଏହି ଭୟରୁ ବାଦ୍ ପଡିନି ଆପ୍ ଆଧାରିତ କମ୍ପାନୀ ଓଲା ଓ ଉବେର । ସାରା ଦେଶରେ ପରିବହନ ସେବା ଯୋଗାଉଥିବା ଏହି ଦୁଇ କମ୍ପାନୀ ଏବେ ନିଜର ‘ସେୟାର ରାଇଡ୍‌’ ସେବା ବନ୍ଦ କରିଛନ୍ତି । କରୋନା ଭାଇରସ ବ୍ୟାପିବାକୁ ରୋକିବା ପାଇଁ କମ୍ପାନୀ ପକ୍ଷରୁ ଏଭଳି…