Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କରୋନା ଆତଙ୍କ: ସ୍ଥଗିତ ରହିଲା ୨୮ ମାର୍ଚ୍ଚରେ ହେବାକୁ ଥିବା ରାଜ୍ୟ ବାର୍ ଆସୋସିଏସନ ନିର୍ବାଚନ

କଟକ: ରାଜ୍ୟ ଆଇନଜୀବୀ ପରିଷଦର ଅନ୍ତଭୃକ୍ତ ହୋଇଥିବା ରାଜ୍ୟର ସମସ୍ତ ବାର ଆସୋସିଏସନ ଗୁଡ଼ିକର ନିର୍ବାଚନ ଆସନ୍ତା ୨୮ ମାର୍ଚ୍ଚରେ ଅନୁଷ୍ଠିତ ହେବାକୁ ଥିଲା, କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିର୍ବାଚନ ତାରିଖକୁ ସ୍ଥଗିତ ରଖାଯାଇଛି । ଏସମ୍ପର୍କରେ ରାଜ୍ୟ ଆଇନଜୀବୀ ପରିଷଦ…

କେରଳରେ ଆଣ୍ଟି–କରୋନାଭାଇରସ ଜୁସ ବିକ୍ରି କରି ଅଡୁଆରେ ବ୍ରିଟିଶ ନାଗରିକ

ଥିରୁବନନ୍ତପୁରମ: ସାରା ବିଶ୍ୱରେ କରୋନାଭାଇରସକୁ ନେଇ ହାହାକାର ସୃଷ୍ଟି ହୋଇଛି । ଏମିତି ସମୟରେ କୌଣସି ପ୍ରକାରର ଗୁଜବ ପ୍ରଚାର ନକରିବା ପାଇଁ ସରକାରଙ୍କ ପକ୍ଷରୁ ସଚେତନତା ସୃଷ୍ଟି କରାଯାଉଛି । କରୋନା ଜନିତ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇ ସାରିଥିବାବେଳେ ଏହା ଏକ ସମ୍ବେଦନଶୀଳ ମାମଲା…

କରୋନା ସତର୍କତା: ପ୍ଲାଟଫର୍ମ ଟିକେଟ ମୂଲ୍ୟ ୫୦କୁ ବୃଦ୍ଧି

ଭୁବନେଶ୍ୱର: କରୋନା ପାଇଁ ବଢ଼ିଲା ପ୍ଲାଟଫର୍ମ ଟିକେଟ ମୂଲ୍ୟ । ପୂର୍ବତଟ ରେଳପଥ ପ୍ଲାଟଫର୍ମ ଟିକେଟ ମୂଲ୍ୟ ୫୦ ଟଙ୍କାକୁ ବୃଦ୍ଧି କରିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଷ୍ଟେସନଗୁଡିକରେ ଭିଡ କମାଇବା ପାଇଁ ଏଭଳି ନିଷ୍ପତି ନିଆଯାଇଥିବା ଜଣାପଡିଛି । ମଙ୍ଗଳବାର ପଶ୍ଚିମ ଓ କେନ୍ଦ୍ର…

ଆମେରିକା ପରେ ରୁଷିଆ ଭ୍ୟାକସିନ୍ ପରୀକ୍ଷଣ ଆରମ୍ଭ କଲା

ମସ୍କୋ: ଆମେରିକା ପରେ ରୁଷିଆ କରୋନା ଭ୍ୟାକସିନ୍ ପରୀକ୍ଷଣ ଆରମ୍ଭ କରିଛି । ଋଷ୍‌ରେ ଏବେ ୧୧୪ ଜଣ କରୋନା ଦ୍ୱାରା ଆକ୍ରାନ୍ତ ।  ଋଷ୍‌ରେ ଏକ ସରକାରୀ ବାୟୋଟେକ୍ ଲାବୋରେଟୋରୀର ମୁଖ୍ୟ ଜୁନ୍ ସୁଦ୍ଧା ଏହି ଟୀକା ଅନ୍ୟମାନଙ୍କ ବ୍ୟବହାର ପାଇଁ ଉପଯୋଗୀ ହେବ ବୋଲି ସୂଚନା ଦେଇଛନ୍ତି । ଋଷ୍‌ର…

ବିଦେଶରେ ୨୭୬ ଭାରତୀୟ କରୋନା ଦ୍ୱାରା ସଂକ୍ରମିତ: ବିଦେଶ ମନ୍ତ୍ରାଳୟ

ନୂଆଦିଲ୍ଲୀ: ବିଦେଶରେ ଥିବା ୨୭୬ଜଣ ଭାରତୀୟଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ସେମାନଙ୍କ ମଧ୍ୟରୁ ସର୍ବାଧିକ ୨୫୫ ଜଣ ଇରାନରେ ଥିବାବେଳେ ୟୁଏଇରେ ୧୨ଜଣ, ଇଟାଲୀରେ ୫, ହଂକଂ, କୁଏତ୍‌, ରୱାଣ୍ଡା ଓ ଶ୍ରୀଲଙ୍କାରେ ଜଣେ ଜଣେ ଭାରତୀୟ ଥିବା ଜଣାପଡିଛି । ଏନେଇ ବିଦେଶ ରାଜ୍ୟ ମନ୍ତ୍ରୀ ଭି…

କରୋନା ମୁକାବିଲା: ଶିଶୁଙ୍କ ପାଇଁ ଘରେ ଖାଦ୍ୟ ଦେବେ ଅଙ୍ଗନୱାଡି କର୍ମୀ

ଭୁବନେଶ୍ୱର: ଏଣିକି ଘରକୁ ଘର ବୁଲି ଖାଦ୍ୟ ଯୋଗାଇବେ ଅଙ୍ଗନୱାଡି କର୍ମୀ । କରୋନା ସଂକ୍ରମଣ ଲାଗି ଅଙ୍ଗନୱାଡି ବନ୍ଦ ଥିବା ସତ୍ତ୍ୱେ ଶିଶୁଙ୍କୁ ମିଳିବ ଖାଦ୍ୟ । ସକାଳ ଜଳଖିଆ ଓ ଗରମ ଖାଦ୍ୟ ଯୋଗଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡ ଲାଇନ ଜାରି ହୋଇଛି । ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ…

କେଉଁ ଜଳବାୟୁରେ ଅଧିକ ସକ୍ରିୟ ରହୁଛି କରୋନା ଭୂତାଣୁ, ଜାଣନ୍ତୁ

ଭୁବନେଶ୍ୱର: ମାରାତ୍ମକ କରୋନା ଭାଇରସ ପ୍ରଭାବରେ ସାରା ବିଶ୍ୱ ଛଟପଟ । ଏଯାଏଁ ଏହାର କୌଣସି ପ୍ରତିକାର ବାହାରି ନଥିଲେ ମଧ୍ୟ ନିଜସ୍ୱ ସତର୍କତା ହିଁ ଏଥୁରୁ ମୁକ୍ତି ପାଇବାର ଏକମାତ୍ର ବିକଳ୍ପ ବୋଲି କୁହାଯାଉଛି । ତେବେ ବୁଧବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛନ୍ତି ଯେ, କରୋନାଭାଇରସ୍…

କରୋନା ଡର: ଧାର୍ମିକ ଅନୁଷ୍ଠାନମାନଙ୍କୁ ରାଜ୍ୟ ସରକାରଙ୍କ ଗାଇଡ ଲାଇନ ମାନିବାକୁ ପରାମର୍ଶ

ଭୁବନେଶ୍ୱର:କରୋନା ଭୂତାଣୁ ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ସମସ୍ତ ଧାର୍ମିକ ସଂସ୍ଥାଗୁଡିକ ନିମନ୍ତେ ରାଜ୍ୟ ସରକାର ଜାରି କରିଛନ୍ତି ନିର୍ଦ୍ଦେଶାବଳୀ । ଏସବୁକୁ ଠିକ୍ ଭାବରେ ପାଳନ କରିବା ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯଦି…

କୋଭିଡ-୧୯ ପୋର୍ଟାଲରେ ଭଉଣୀ ଗୀତାଙ୍କ ନାମ ପଞ୍ଜୀକରଣ କଲେ ନବୀନ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କୋଭିଡ-୧୯ ପୋର୍ଟାଲରେ ବଡ ଭଉଣୀ ଗୀତା ମେହେଟ୍ଟାଙ୍କ ନାମ ପଂଜୀକରଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିକଟରେ ବିଦେଶରୁ ଓଡ଼ିଶା ଫେରିଥିବାରୁ ତାଙ୍କ ଉଭଣୀ ଗୀତାଙ୍କ ନାଁକୁ ନବୀନ ପଂଜୀକରଣ କରିଛନ୍ତି । ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । I…

କରୋନା: ‘ହୋମ କ୍ୱାରେଣ୍ଟାଇନ’ ମୋହର ଲାଗିଥିବା ଫଟୋ ସେୟାର କଲେ ବିଗ୍ ବି

ନୂଆଦିଲ୍ଲୀ: କରୋନାଭାଇରସକୁ ନେଇ ଦେଶରେ ଚିନ୍ତାର ବାତାବରଣ ଲାଗି ରହିଛି । ଏହି ସମୟରେ ବିଗ ବି ଅମିତାଭ ବଚ୍ଚନ ଟ୍ୱିଟ କରି ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ହାତରେ ‘ହୋମ କ୍ୱାରେଣ୍ଟାଇନ’ର ମୋହର ଲାଗିଛି । T 3473 - Stamping started on hands with voter ink, in…