Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଦିନକରେ ଯେତିକି ଆକ୍ରାନ୍ତ ତା’ଠୁ ସୁସ୍ଥ ହେଲେ ୭୯ ଜଣ ଅଧିକ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମିତ ଏବଂ ସୁସ୍ଥ ହାର ପ୍ରାୟ ସମାନ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୦ ହଜାର ୩୨୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୦ ହଜାର ୨୪୨ ଜଣ ସୁସ୍ଥ ହୋଇଛନ୍ତି । ସଂଖ୍ୟା ହିସାବରେ ଦିନକରେ ଯେତିକି ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ତା’…

ବିଦେଶୀ ଡାକ୍ତରୀ ପାଠକୁ ହେୟଜ୍ଞାନ, କାହିଁକି ଚୁପ୍ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ?

ନୂଆଦିଲ୍ଲୀ: ବିଦେଶରୁ ଡାକ୍ତରୀ ପାଠ ପଢିଥିବା ଛାତ୍ରଛତ୍ରୀଙ୍କୁ ଭାରତରେ କରୋନା ବିରୋଧୀ ଲଢେଇରେ ସାମିଲ କରାଯାଉନି । ଚୁପ୍ ବସିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଅମଙ୍ଗ ହେଉଛି ନ୍ୟାସନାଲ ବୋର୍ଡ ଅଫ୍ ଏକ୍ସାମିନେସନ୍ (NBA) । ଋଷିଆ, ଚାଇନା ଓ ୟୁକ୍ରେନର ଡାକ୍ତରୀ ପାଠ ପଢିଥିବା ପ୍ରାୟ ୯୦…

କୁଆଡେ ଯିବେ ନିମ୍ନ ଓ ମଧ୍ୟବିତ୍ତ ପରିବାର ?

ଭବାନୀପାଟଣା: କରୋନା ମହାମାରୀ ପାଇଁ ସବୁଠୁ ବେଶି ଉପେକ୍ଷିତ ହୋଇଛନ୍ତି ନିମ୍ନ ଓ ମଧ୍ୟବିତ୍ତ ବର୍ଗର ଲୋକେ । ରୋଜଗାର ଠପ୍‌, ଖାଦ୍ୟ ଜୁଟାଇବାକୁ ହଜିଯାଇଛି ରାତିର ନିଦ । ଦାଦନ ହେଉ କି ଦିନ ମଜୁରିଆ । ଛୋଟମୋଟ ଚାକିରିଆ ହୁଅନ୍ତୁ ଅବା କ୍ଷୁଦ୍ର ବ୍ୟବସାୟ । ଦୁଇ ପଇସା ଆଣିଲେ ନିମ୍ନ ଓ…

ଗଞ୍ଜାମ ଜିଲ୍ଲାରେ ଡୋର୍ ଟୁ ଡୋର୍ ଅକ୍ସିଜେନ୍ ଚେକିଂ ସର୍ଭେ ଆରମ୍ଭ

ବ୍ରହ୍ମପୁର: କରୋନା ସଂକ୍ରମଣରେ ବ୍ରେକ ଲଗାଇବା ଓ ମହାମାରୀ ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ତତ୍ପରତା । ଆଜିଠୁ ଆରମ୍ଭ ହୋଇଛି ଡୋର୍ ଟୁ ଡୋର୍ ଅକ୍ସିଜେନ୍ ଚେକିଂ ସର୍ଭେ କାମ । ଅକ୍ସିମିଟର ଜରିଆରେ ଘରକୁ ଘର ଯାଉଛନ୍ତି ଆଶା କର୍ମୀ । ଲୋକଙ୍କୁ ଅକ୍ସିଜେନ୍ ଲେଭଲ୍ ଯାଞ୍ଚ କରୁଛନ୍ତି…

ଦିନକରେ କରୋନା ଦେଶରୁ ନେଲା ୫୦ ଡାକ୍ତରଙ୍କ ଜୀବନ, ସେକେଣ୍ଡ ଓ୍ୱେଭରେ କେବଳ ୨୨୪ ମୃତ

ନୂଆଦିଲ୍ଲୀ: ଜୀବନ ନେଉଛି କରୋନା । ଦିନକରେ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି । ଗୋଟିଏ ଦିନରେ ଦେଶରୁ ୫୦ ଜଣ ଡାକ୍ତର ମୃତ୍ୟୁବରଣ କରିଛନ୍ତି । ଭାରତୀୟ ମେଡିକାଲ ଆସୋସିଏସନ (ଓଗଇ) ପକ୍ଷରୁ ଏହି ସୂଚନା ମିଳିଛି । କେବଳ ଦ୍ୱିତୀୟ ଲହରରେ ୨୪୪ ଜଣ ଡାକ୍ତରଙ୍କ ମୃତ୍ୟୁ ହେଲାଣି । ବିହାରରେ…

ଲ୍ୟାଣ୍ଡଫଲ୍ ପରେ ଗୁଜରାଟ ଉପକୂଳରେ ତାଣ୍ଡବ ରଚିଲା ବାତ୍ୟା ତାଉ’ତେ

ଅହମ୍ମଦାବାଦ: ଲ୍ୟାଣ୍ଡଫଲ୍ ପରେ ଗୁଜରାଟ ଉପକୂଳରେ କରାଳ ଓ ପ୍ରଳୟଙ୍କରୀ ରୂପ ଦେଖାଇଥିଲା ବାତ୍ୟା ତାଉ’ତେ । ଗତକାଲି ରାତି ପାଖାପାଖି ୯ଟା ବେଳକୁ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ପୋରବନ୍ଦର-ମହୁଭା ନିକଟରେ ସ୍ଥଳଭାଗ ଛୁଇଁଥିଲା । ବାତ୍ୟାର ଆଖି ଖୋଲିବା ପରେ ପ୍ରଳୟ ଆଣିଥିଲା ।…

ଦେଶରେ ଦୈନିକ ସଂକ୍ରମିତଙ୍କ ଅପେକ୍ଷା ସୁସ୍ଥ ହେଲେ ଅଧିକ, କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ କମିଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗୁନି । ଚାରି ହଜାର ତଳକୁ ଖସୁନି ଡେଥ୍ କେସ୍ । ଗତ ୨୪ ଘଣ୍ଟାରେ ମହାମାରୀରେ ଆଉ ୪ହଜାର ୩୨୯ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହି ସମୟରେ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୬୩ହଜାର ୫୩୩ ନୂଆ ଆକ୍ରାନ୍ତ ।…

କରୋନା ସହ ଲଢ଼ି ହାରିଗଲେ ବିଶିଷ୍ଟ ଡାକ୍ତର କେ. କେ. ଅଗ୍ରଓ୍ୱାଲ

ନୂଆଦିଲ୍ଲୀ: କରୋନାରେ ଆଖି ବୁଜିଲେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ତଥା ଇଣ୍ଡିଆନ୍ ମେଡିକାଲ କାଉନସିଲର (ଓଗଇ) ପୂର୍ବତନ ଅଧ୍ୟକ୍ଷ ଡାକ୍ତର କେ. କେ. ଅଗ୍ରଓ୍ୱାଲ । ଗତକାଲି ରାତି ସାଢ଼େ ୧୧ଟା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା । କିଛି…

ଓଡ଼ିଶାରେ ୯ଟି ଜିଲ୍ଲାରୁ କରୋନା ନେଲା ଆଉ ୨୨ ଜୀବନ

ଭୁବନେଶ୍ୱର: ଘାତକ ହେଉଛି କରୋନା । ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଓଡ଼ିଶାରୁ କରୋନାରେ ଆଉ ୨୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୯ଟି ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ୫ଟି ଜିଲ୍ଲା ଖୋର୍ଦ୍ଧା, ସୁନ୍ଦରଗଡ଼, ନୂଆପଡ଼ା, କଳାହାଣ୍ଡି,…

ରାଜ୍ୟରୁ ୨୪ ଘଣ୍ଟାରେ ୧୦,୩୨୧ ପଜିଟିଭ୍, ଖୋର୍ଦ୍ଧାରେ ପୁଣି ହଜାରେ ପାର୍

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦ହଜାର ୩୨୧ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୫ହଜାର ୭୭୯ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪ହଜାର ୫୪୨ । ଖୋର୍ଦ୍ଧାରେ ଗତକାଲି ଅପେକ୍ଷା ଆଜି ବଢ଼ିଛି ସଂକ୍ରମିତଙ୍କ…