Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଶ୍ରୀ ଭାଗବତ ସାର ୪୨: ଶ୍ରୀକୃଷ୍ଣଙ୍କୁ ମଧ୍ୟରେ ରଖି ବହୁ ନର୍ତ୍ତକୀଙ୍କ ଦ୍ୱାରା ସମ୍ପାଦିତ ମଣ୍ଡଳାକାର ନୃତ୍ୟ ହିଁ ରାସ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣ୍ଣିତ ରାସକୁ ବିଭିନ୍ନ ଭାଗବତ ଟୀକାକାର ବିଭିନ୍ନ ପ୍ରକାରେ ଉପସ୍ଥାପିତ କରିଛନ୍ତି। ଶ୍ରୀପାଦ ଶ୍ରୀଧର ସ୍ୱମୀ ନିଜ ଟୀକାରେ ରାସର ସ୍ୱରୂପ ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି ଯେ ଏହା ଶ୍ରୀକୃଷ୍ଣ ଓ ଗୋପାଙ୍ଗନା…

ଶ୍ରୀ ଭାଗବତ ସାର ୪୧: ଯେଉଁ ଲୀଳା ବା ରସାତ୍ମକ ଅଭିବ୍ୟକ୍ତି ଦ୍ୱାରା ରସର ପୂର୍ଣ୍ଣ ପ୍ରକାଶ ଘଟେ ତାହାହିଁ ରାସଲୀଳା

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥରେ ଅନେକ ତତ୍ୱ ଆଲୋଚିତ ହୋଇଥିବାର ଜାଣିଲେ। ଜ୍ଞାନ, ବୈରାଗ୍ୟ ଓ ଭକ୍ତି ପୂର୍ଣ୍ଣ ଏହି ଗ୍ରନ୍ଥ ମଧ୍ୟ ମାଧୁର୍ଯ୍ୟମୟ ଶ୍ରୀକୃଷ୍ଣଙ୍କ ଏକ ବିଶେଷ ପ୍ରେମରସ ଯାହାକି ସଂସାରରେ ରାସ ନାମରେ ଅଭିହିତ ହୋଇଛି ତାର…

ଶ୍ରୀ ଭାଗବତ ସାର ୪୦: ଶ୍ରୀମଦ ଭାଗବତ ଏକ ତାତ୍ୱିକ ଗ୍ରନ୍ଥ ଏବଂ ଏହା ସ୍ୱୀକାର୍ଯ୍ୟ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଏକ ତାତ୍ୱିକ ଗ୍ରନ୍ଥ ଏବଂ ଏହା ସ୍ୱୀକାର୍ଯ୍ୟ। କାରଣ ଏଥିରେ କେବଳ ଅନ୍ୟାନ୍ୟ ପୁରାଣ ପରି କିଛି କଥା ବା ଗଳ୍ପ ସନ୍ନିବେଷିତ ହୋଇନାହିଁ, ଏହା ଅନେକ ତତ୍ୱର ଖୁବ ସରଳ ଉପସ୍ଥାପନା କରିଛି। ବିଶେଷତଃ ଶ୍ରୀଜଗନ୍ନାଥ ଦାସ…

ଶ୍ରୀ ଭାଗବତ ସାର ୩୯: ମଣିଷଙ୍କୁ ଜ୍ଞାନ ବୈରାଗ୍ୟ ଓ ଭକ୍ତି ସହିତ ଅନେକ ତତ୍ୱ ଉପଦେଶ ଦିଏ ଶ୍ରୀମଦ ଭାଗବତ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଏପରି ଏକ ଗ୍ରନ୍ଥ ଯାହା ମଣିଷଙ୍କୁ ଜ୍ଞାନ ବୈରାଗ୍ୟ ଓ ଭକ୍ତି ସହିତ ଅନେକ ତତ୍ୱ ଉପଦେଶ ଦେଇଥାଏ। ଗୋଟିଏ ବୃକ୍ଷ ସହିତ ମଣିଷ ଶରୀରର ତୁଳନା କରି ତାହାର ସମସ୍ତ ଅନ୍ତର୍ନିହିତ ଗୁଣ, ଇନ୍ଦ୍ରିୟ ତତ୍ୱ ସହ ଶରୀର ଗଠନରେ…

ଶ୍ରୀ ଭାଗବତ ସାର ୩୮: ଅକ୍ଷୟ ସୁଖ ପାଇବା ପାଇଁ ଶ୍ରୀମଦ ଭାଗବତ ଜ୍ଞାନ ଅଧିକାରୀ ହେବା

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ତାତ୍ୱିଜ ବିଭବର ଆଲୋଚନା ପ୍ରସଙ୍ଗରେ ଆମେ ଚର୍ଚ୍ଚା କରୁଥିଲେ ଶରୀର ତତ୍ୱ ସମ୍ବନ୍ଧରେ। ଯେଉଁଥିରେ ସଂଖ୍ୟା ତତ୍ୱ ସହିତ ଶରୀରକୁ ଏକ ବୃକ୍ଷ ସହିତ ତୁଳନା କରାଯାଇଥିଲା। ବର୍ତ୍ତମାନ ଆସନ୍ତୁ ଜାଣିବା ଶରୀରର କେଉଁ…

ଶ୍ରୀ ଭାଗବତ ସାର ୩୭: ଶ୍ରୀମଦ ଭାଗବତ ନିର୍ଦ୍ଦୋଷ ଓ ନିର୍ମଳ, ବୈଷ୍ଣବପ୍ରିୟ ଭକ୍ତିରସ ଯୁକ୍ତ ମହାପୁରାଣ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଯେହେତୁ ସ୍ୱୟଂ ଭଗବତ ସ୍ୱରୂପ ତେଣୁ ଏହା ଏକ ନିର୍ଦୋଷ ଓ ନିର୍ମଳ, ବୈଷ୍ଣବପ୍ରିୟ ଭକ୍ତିରସ ଯୁକ୍ତ ମହାପୁରାଣ। ଏହାର ଏକାଦଶ ସ୍କନ୍ଦ ଶେଷ ଶ୍ଳୋକ କହେ "ଇଦ୍ଧଂ ହରେଭଗବତୋ ରୁଚିରାବତାର, ବୀର୍ଯ୍ୟାଣି, ବାଳ ଚରିତାନି ଚ…

ଶ୍ରୀ ଭାଗବତ ସାର ୩୬: ଯିଏ ଜୀବଙ୍କୁ ଶିବ ସ୍ୱରୂପ ପ୍ରଦାନ କରିବାରେ ସାହାଯ୍ୟ କରେ ସେହି ମହାନ ଗ୍ରନ୍ଥର ନାମ ଶ୍ରୀମଦ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ନାମକରଣର ଯଥାର୍ଥତା ବର୍ଣନା କରିବା ପାଇଁ ଆମେ ପ୍ରତ୍ୟେକ ଅକ୍ଷରର ଅର୍ଥ ନିର୍ଣ୍ଣୟ କଲେ। ଅର୍ଥାତ ଭା :-ଭାବି ଅବା ଭବିଷ୍ୟତ ଗ :-ଗତ ବା ଅତୀତ ଵ :-ବର୍ତ୍ତମାନ ଓ ତ:-ତତ୍ୱ। ଏହାମଧ୍ୟ ପଢନ୍ତୁ: …

ଶ୍ରୀ ଭାଗବତ ସାର ୩୫: “ଶ୍ରୀମଦ ଭାଗବତ” ନାମକରଣର ଯଥାର୍ଥତା ଓ ସାର୍ଥକ ତା କଣ?

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ଗୁଣ ଓ ଲକ୍ଷଣ ବିଷୟରେ ଆଲୋଚନା କରିବା ପରେ ମନରେ ସ୍ୱତଃ ପ୍ରଶ୍ନ ଆସେ ଯେଉଁ ଗ୍ରନ୍ଥ ଏତେ ଗୁଣ ଓ ଲକ୍ଷଣ ଯୁକ୍ତ ସେହି ଗ୍ରନ୍ଥ "ଶ୍ରୀମଦ ଭାଗବତ"ନାମ କାରଣର ଯଥାର୍ଥତା ଓ ସାର୍ଥକ ତା କଣ? "ଶ୍ରୀମନ୍ତଂ…

ଶ୍ରୀ ଭାଗବତ ସାର ୩୪: ସମଗ୍ର ସୃଷ୍ଟିର ଏକମାତ୍ର ଆଶ୍ରୟ ଦାତା ହେଉଛନ୍ତି ପରଂବ୍ରହ୍ମ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ସବୁଠାରୁ ଉତ୍ତମ ଲକ୍ଷଣ ଅବା ସର୍ବସାରଯୁକ୍ତ ଲକ୍ଷଣ ହେଉଛି ଦଶମ ଲକ୍ଷଣ। ଆଶ୍ରୟ:- ଆଶ୍ରୟର ଆକ୍ଷରିକ ଅର୍ଥ ଶରଣ ସ୍ଥାନ, ଯେଉଁ ଯାଗାରେ ରହିଲେ ଏ ମାୟା ଗ୍ରସ୍ତ ଜୀବ ପରମ ସତ୍ୟର ଉପଲବ୍ଧି କରେ। ତେବେ ସେ ପରମ…

ଶ୍ରୀ ଭାଗବତ ସାର ୩୩: ଶାଶ୍ୱତ ସୁଖ ପ୍ରାପ୍ତି ସହ ଭଗବାନ ପ୍ରାପ୍ତି ହିଁ ପ୍ରକୃତ ମୁକ୍ତି

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ନବମ ଲକ୍ଷଣ ମୁକ୍ତି:- ଏହାକୁ କେହି କେହି ମୋକ୍ଷ ଭାବରେ ମଧ୍ୟ ବିବେଚନା କରିଥାନ୍ତି। ସଂସାର ଜନ୍ମ ମରଣ ଚକ୍ରରେ ପଡି ବଦ୍ଧଜୀବ ଟିଏ କ୍ଳେଶ ଓ କ୍ଲାନ୍ତିକର ଜୀବନଯାତ୍ରାରେ ଅତିଷ୍ଠ ହେବା ପରେ, ଖୋଜେ…