Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଶ୍ରୀ ଭାଗବତ ସାର ୬୯: ଶ୍ରୀମଦ ଭାଗବତ ମହାପୁରଣ ସରଳ ଓ ସଂସ୍କୃତ ଭାଷାରେ ଲିପିବଦ୍ଧ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ମହାପୁରଣ ସରଳ ଓ ସଂସ୍କୃତ ଭାଷାରେ ଲିପିବଦ୍ଧ ହେଲା ଏହାର ଆଦର ମଧ୍ୟ ସାଧାରଣ ଜନତାଙ୍କ ପାଖରେ ଖୁବ ରହିଲା କାରଣ ଭକ୍ତି, ଜ୍ଞାନ ଓ ବୈରାଗ୍ୟ ଭାବ ଉଦ୍ରେକକାରି ଥିଲା ଭାଗବତ "ଭକ୍ତି ଜ୍ଞାନ ବିରାଗାଣା ତଦ ଘୋଷେଣ ବଳଂ…

ଶ୍ରୀ ଭାଗବତ ସାର ୬୮: ଶ୍ରୀମଦ ଭାଗବତଙ୍କୁ ବେଦ ଓ ଉପନିଷଦର ସାର କଥା ଭାବେ ମାନ୍ୟତା ମିଳିଲା

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ମଧ୍ୟରେ ବ୍ରହ୍ମ ସୂତ୍ର ତଥା ବେଦାନ୍ତ ଦର୍ଶନର ଭାବ କିପରି ମିଶିଲା, ତାହାର ସାମାଜିକ ଆବଶ୍ୟକତା କଣ ଥିଲା ସେ ବିଷୟରେ ସାମାନ୍ୟ ଆଲୋକପାତ କରିବା। ଖ୍ରୀଷ୍ଟ ପୂର୍ବ ୨୫୦୦ରୁ ଖ୍ରୀଷ୍ଟ ପୂର୍ବ ୬୦୦ ମସିହା ଯାହାକୁ…

ଶ୍ରୀ ଭାଗବତ ସାର ୬୭: ଶ୍ରୀମଦ ଭାଗବତ ଓ ବେଦାନ୍ତ ଦର୍ଶନ ଭିତରେ ରହିଛି ଅନେକ ସାମଞ୍ଜସ୍ୟ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଓ ବେଦାନ୍ତ ଦର୍ଶନ ଭିତରେ ରହିଛି ଅନେକ ସାମଞ୍ଜସ୍ୟ। ଯେପରି ଶ୍ରୀମଦ ଭାଗବତ ମହାପୁରାଣର ପ୍ରଥମ ଶ୍ଳୋକର ଆରମ୍ଭ ହୋଇଛି "ଜନ୍ମାଦସ୍ୟ ଯତଃ", ସେହିପରି ବେଦାନ୍ତ ଦର୍ଶନ ବା ବ୍ରହ୍ମସୂତ୍ରର ଦ୍ଵିତୀୟ ସୂତ୍ରଟି ମଧ୍ୟ…

ଶ୍ରୀ ଭାଗବତ ସାର ୬୬: ଶ୍ରୀମଦ ଭାଗବତ ହେଉଛି ସର୍ବବେଦାନ୍ତ ସାର

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀଶୁକଦେବ ମୁନିଙ୍କ ଜନ୍ମ ଓ ଭାଗବତ ପ୍ରାପ୍ତି ଯେମିତି ରସମୟ ଓ ରହସ୍ୟମୟ, ସେମିତି ଶ୍ରୀମଦ ଭାଗବତ ମଧ୍ୟ ଅନେକ ରହସ୍ୟ ଭରା ଓ ଭଗବତ ରସଯୁକ୍ତ ଅଟେ। ତେଣୁ ଶାସ୍ତ୍ର ବ୍ୟାଖ୍ୟାକାର ମାନେ ଏହାକୁ ସର୍ବବେଦାନ୍ତ ସାର ବୋଲି ଅଭିହିତ…

ଶ୍ରୀ ଭାଗବତ ସାର ୬୫: ପଞ୍ଜୁରୀ ଭିତରେ ଶୁକପକ୍ଷୀ ଶ୍ରୀରାଧାଙ୍କଠାରୁ କୃଷ୍ଣ ଭକ୍ତି ଗାଥା ଶୁଣି ପକ୍ଷୀ ଜନ୍ମରୁ ମୁକ୍ତି…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଓ ମହାମୁନି ଶୁକଦେବଙ୍କ ସମ୍ପର୍କ ଅତ୍ୟନ୍ତ ନିବିଡ଼ ତଥାପି ଶୁକଦେବଙ୍କ ଜନ୍ମ ବୃତ୍ତାନ୍ତ ଓ ଶ୍ରୀମଦ ଭାଗବତ ପ୍ରାପ୍ତି ଆଜିବି ଗବେଷଣା ସାପେକ୍ଷ ବିଷୟ ହୋଇରହିଛି। କେବଳ କିଛି କିମ୍ବଦନ୍ତୀକୁ ଆଧାର କରି ଲୋକ ମୁଖରେ…

ଶ୍ରୀ ଭାଗବତ ସାର ୬୪: ଶ୍ରୀମଦ ଭାଗବତର ପ୍ରଚାର ପ୍ରସାରରେ ଶୁକଦେବଙ୍କ ଭୂମିକା ନିଶ୍ଚିତ ସ୍ୱୀକାର୍ଯ୍ୟ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଶୁକଦେବଙ୍କ ଜନ୍ମ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନିରବ ଥିବା ସମୟରେ ଶିବପୁରାଣ, ଲିଙ୍ଗ ପୁରାଣ ଓ ପଦ୍ମକଳ୍ପ ଟୀକା ଭାଗବତରୁ ଆନିତ ପ୍ରଥମ କିମ୍ବଦନ୍ତୀଟି ଗ୍ରହଣୀୟ ହୁଏ ନାହିଁ। କାରଣ ଅନେକ ଗବେଷକ ମତ ଦିଅନ୍ତି ଯଦି ମୃତ…

ଶ୍ରୀ ଭାଗବତ ସାର ୬୩: ଶୁକଦେବଙ୍କୁ ସମ୍ପୂର୍ଣ୍ଣ ଭାଗବତର ପ୍ରଥମ ବକ୍ତା ଭାବରେ ବର୍ଣ୍ଣନା କରାଯାଏ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ପ୍ରଥମ ଅଧ୍ୟାୟ ତୃତୀୟ ଶ୍ଳୋକ ସ୍ୱୟଂ ଭାଗବତଙ୍କ ସଂଜ୍ଞା ନିରୂପଣ କରି ଲେଖାଯାଇଛି। "ନିଗମକଳ୍ପତରୋଗର୍ଲିତଂ ଫଳଂ ଶୁକମୁଖାଦମୃଦଦ୍ରଵ ସଂଯୁତମ୍ ପିଵତ ଭାଗବତଂ ରସମାଲୟଂ ମୁହୁରହୋ ରସିକା ଭୁବି ଭାବୁକାଃ"…

ଶ୍ରୀ ଭାଗବତ ସାର ୬୨: ସେହି ସ୍ୱର୍ଗର ମୂଲ୍ୟ ବା କଣ ଯେଉଁଠି ଦେବତା ମାନଙ୍କ ଆୟୁଷ ଏକ କଳ୍ପ ହୋଇଥାଏ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ (ସଂସ୍କୃତ )ରେ ବର୍ଣିତ ଗୋଟିଏ ଶ୍ଳୋକ ମାନବ ଜୀବନର ଶ୍ରେଷ୍ଠତ୍ବ ଓ ଦେବତା ମାନଙ୍କ ଏହି ଦୁର୍ଲ୍ଲଭ ମାନବ ଜନ୍ମ ପାଇଁ ଥିବା ଉତ୍କଣ୍ଠା ଖୁବ ସୁନ୍ଦର ପ୍ରତିଫଳିତ "କଳ୍ପାୟୁଷା ସ୍ଥାନଜୟାତପୁନଭର୍ବାତ କ୍ଷଣାୟୁଷା…

ରାତି ୧୧ଟା ୧୧ରେ ଚୁପଚାପ ଜପ କରନ୍ତୁ ଏହି ମନ୍ତ୍ର, ସବୁ ସମସ୍ୟା ହୋଇଯିବ ଦୂର

ନୂଆଦିଲ୍ଲୀ: ରାତ୍ରିର ନୀରବତା ମଧ୍ୟରେ ଯେତେବେଳେ ଘଣ୍ଟା ୧୧:୧୧ରେ ଟିକ୍‌-ଟିକ୍‌ କରେ, ତାହା କେବଳ ଏକ ସମୟ ନୁହେଁ, ବରଂ ଆପଣଙ୍କ ପାଇଁ  ଏକ ଦିବ୍ୟ ସଙ୍କେତ ହୋଇପାରେ। ଅନେକ ଜ୍ୟୋତିଷୀ ଓ ଆଧ୍ୟାତ୍ମିକ ବିଶେଷଜ୍ଞଙ୍କ ମତରେ, ଏହି ସମୟ ଏକ ଅଦ୍ଭୁତ ଶକ୍ତି ଦ୍ୱାର ଖୋଲିବାର ପ୍ରତୀକ। ଯଦି ଏହି…

ଶ୍ରୀ ଭାଗବତ ସାର ୬୧: ଭାଗବତଙ୍କର ମୂଳ ଉଦ୍ଦେଶ୍ୟ ହେଲା ଶ୍ରେଷ୍ଠ ମାନବ ଜୀବନର ଅବତାରଣା କରିବା

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଆମକୁ ଅନେକ କଠିନ ଯୋଗ କ୍ରିୟା ବିଷୟରେ ଅବଗତ କରାଇଲେ, ଯାହାର ମୂଳ ଉଦ୍ୟେଶ ହେଲା ଶ୍ରେଷ୍ଠ ମାନବ ଜୀବନର ଅବତାରଣା କରିବା। ମାନବ ଟିଏ ଜନ୍ମ ହୋଇଥାଏ ଅନେକ ଦିବ୍ୟତାଙ୍କୁ ସାଙ୍ଗରେ ନେଇ କିନ୍ତୁ ଆଧ୍ୟାତ୍ମିକ ଚେତନାର…