Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୨ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ସଚ୍ଚିଦାନନ୍ଦ ଶ୍ରୀ ଜଗନ୍ନାଥ. ସ୍ୱୟଂ ସତ, ଚିତ୍ତ, ଆନନ୍ଦ ସ୍ୱରୂପ ଶ୍ରୀଜଗନ୍ନାଥ ହେଉଛନ୍ତି ତତ୍ତ୍ୱତଃ ଅନନ୍ତ, ଅନାଦି, ଆଦିମୂଳ, ସେ ବି ଲୀଳାମୟ, ରହସ୍ୟମୟ ଓ ଗୁଢତତ୍ତ୍ୱମୟ. ସେ…

ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କର କାର୍ତ୍ତିକ ବେଶ ସମୂହ

ଲୋପାମୁଦ୍ରା ପରିଡା  ରାଧାଦାମୋଦର ବେଶ ଆଶ୍ବିନ ଶୁକ୍ଲ ଏକାଦଶୀଠାରୁ ଯେ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ଯନ୍ତ ମହାପ୍ରଭୁଙ୍କର ଏହି ଅପୂର୍ବ ସୁନ୍ଦର ବେଶ ଲାଗି ହୋଇଥାନ୍ତି । ଏହାକୁ ଚୈତନ୍ଯ ମହାପ୍ରଭୁ ,ଗୌଡମାଧ୍ବ ବୈଷ୍ଣବ ଗୋଷ୍ଠୀ ପ୍ରବର୍ତ୍ତନ କରାଇଥିଲେ ବୋଲି କିମ୍ବଦନ୍ତୀ ରୁ…

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ସୁନାବେଶ, ଦର୍ଶନରୁ ବଞ୍ଚିତ ଭକ୍ତ

ପୁରୀ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଧର୍ମମାସ ମାସର ଶେଷ ଦିନ । ପଞ୍ଚୁକ ବି ସରୁଛି । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ରାଜରାଜେଶ୍ୱର ବେଶ ବା ସୁନାବେଶ ଅନୁଷ୍ଠିତ ହେଉଛି । ମଙ୍ଗଳ ଆଳତି, ଅବକାଶ ନୀତି ପରେ ସୁନାବେଶରେ ଝଟକିବେ ମହାପ୍ରଭୁ । କିନ୍ତୁ ଏହି ଦୁର୍ଲଭ ବେଶ…

କାର୍ତ୍ତିକ ପୂର୍ଣ୍ଣିମାରେ ମାନିଲେନି କଟକଣା, ଜଳାଶୟରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ଭୁବନେଶ୍ୱର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଉଛି । ଚଳିତବର୍ଷ କରୋନା କଟକଣା ଯୋଗୁ ରାଜ୍ୟରେ ଏହି ପରମ୍ପରା ଫିକା ପଡ଼ିଛି । ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଣ ଉପରେ ପ୍ରଶାସନ କଟକଣା ଲଗାଇଥିଲା । ତଥାପି ଲୋକ ପରମ୍ପରା ବଜାୟ ରଖିଲେ । ଜଳାଶୟରେ ବୋଇତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୧ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପ୍ରାଣ ହିଁ ଜଗନ୍ନାଥ। ବିଭିନ୍ନ ପ୍ରକାର ଶରୀର (ଦେହ )ମାନଙ୍କ ମଧ୍ୟରେ ଆତ୍ମା ନିତ୍ୟ ବସ୍ତୁ ହିସାବରେ ବିରାଜମାନ କରିଥାଏ । ଏହି ପ୍ରାଣ (ଆତ୍ମା), ଆମର ଜଡ଼ ଦେହକୁ ଜୀବନ ପ୍ରଦାନ କରି…

ବାବା ଧବଳେଶ୍ୱରଙ୍କୁ ଲାଗି ହେଲା ଗଜଭୋଗ

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ପାଳିତ ହୋଇଛି ବଡ଼ଓଷା । ବାବା ଧବଳେଶ୍ୱରଙ୍କୁ ଲାଗି ହେଲା ଗଜଭୋଗ । ରାତି ୩ଟାରେ ଗଜଭୋଗ ଉଠିଥିଲା । ଏଥିପାଇଁ ରାତି ଗୋଟାଏରୁ ଆରମ୍ଭ ହୋଇଥିଲା ନୀତିକାନ୍ତି । ମଙ୍ଗଳଆଳତୀ ପରେ ମହାନଦୀରୁ ୧୦୮ ସୁବାସିତ ଜଳରେ…

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ, ଜାଣନ୍ତୁ ଏହାର ମାହାତ୍ମ

ପୁରୀ: ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥି । ଏହି ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଆଡ଼କିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଥାଏ । ପ୍ରାତଃ ସମୟରେ ଶ୍ରୀଜୀଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ଆରମ୍ଭ ହୋଇଥାଏ ଏହି ବେଶ । ପୁଷ୍ପାଳକ ସେବକମାନେ ଏହି ବେଶ ସମ୍ପାଦନ…

ସୋମବାରଠୁ ଆରମ୍ଭ ପଞ୍ଚୁକ: ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ: ସୋମବାରଠୁ ଆରମ୍ଭ ପଞ୍ଚୁକ । ରାତି ପାହିଲେ ଶ୍ରୀକ୍ଷେତ୍ର ଓ ଏକାମ୍ରକ୍ଷେତ୍ର ସମେତ ରାଜ୍ୟବ୍ୟାପୀ ପଞ୍ଚୁକ ଆରମ୍ଭ ହୋଇଯିବ। କାର୍ତ୍ତିକ ମାସରେ ନାମ ସଂକୀର୍ତନରେ ଉଛୁଳୁଛି ମଠ ଓ ମନ୍ଦିର । କାର୍ତିକ ଶୁକ୍ଳ ଏକାଦଶୀ ତିଥିରୁ ସୋମବାର ପଞ୍ଚୁକ ଆରମ୍ଭ ହୋଇଯିବ। ଯେଉଁମାନେ କାର୍ତିକ ମାସ…

ଦୀପ ଶିଖାରେ ଝଲସିବ ପୁରୀ ବଡ଼ଦାଣ୍ଡ

ଭୁବନେଶ୍ୱର : ବିଶ୍ୱକୁ କରୋନାମୁକ୍ତ କରିବା ପାଇଁ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ଆସନ୍ତା ଡିସେମ୍ବର ୪ ଓ ୫ ତାରିଖରେ ଶ୍ରୀମନ୍ଦିରରେ ଦେବ ଦୀପାବଳି ପାଳନ ଅବସରରେ ସନ୍ଧ୍ୟା ୫ଟା ରୁ ୭ ଟା ମଧ୍ୟରେ ସିଂହଦ୍ଵାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଦୀପ ଲଗାଯିବ। ସିଂହଦ୍ଵାର ସମ୍ମୁଖରେ ଘିଅ…

ସବୁଜ ବାଣ ସହ ସୁରକ୍ଷିତ ଦୀପାବଳି

ଭୁବନେଶ୍ୱର : ଦୀପାବଳି ନେଇ ସବୁଆଡେ ଉତ୍ସବମୁଖର ପରିବେଶ । କୋଭିଡ କଟକଣା ଭିତରେ ଆଲୋକର ଏହି ପର୍ବକୁ ପାଳନ କରୁଛନ୍ତି ଲୋକେ । ତେବେ ପରିବେଶ ପ୍ରଦୂଷଣକୁ ଆଖି ଆଗରେ ରଖି ଏ‌ଥର ସରକାର ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ପରିବର୍ତ୍ତେ ଗ୍ରୀନ କ୍ରାକର ବା ପରିବେଶ ଅନୁକୂଳ…