Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ନୂଆଖାଇ ପାଇଁ ଆଜି ବାହାରିବ ଲଗ୍ନ

ସମ୍ୱଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଆଜି ବାହାରିବ ଲଗ୍ନ । ପରମ୍ପରା ଅନୁସାରେ ଜନ୍ମାଷ୍ଟମୀର ପରଦିନ ନୂଆଖାଇ ଲଗ୍ନ ନିର୍ଘଣ୍ଟ କରାଯାଏ । ପଶ୍ଚିମ ଓଡ଼ିଶାର ସର୍ବ ପୁରାତନ ବ୍ରହ୍ମପୁରା ମନ୍ଦିରରେ ଲଗ୍ନ ଧାର୍ୟ୍ୟ କରାଯିବ । ଏନେଇ ସନ୍ଧ୍ୟା ୫ଟାରେ ପଣ୍ଡିତ, ଜ୍ୟୋତିର୍ବିଦ ଓ…

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ । ଉତ୍ତର ପ୍ରଦେଶର ମଥୁରା ଓ ବୃନ୍ଦାବନ ସମେତ ଦେଶର ବିଭିନ୍ନ ସ୍ଥାନରେ ଥିବା ବିଷ୍ଣୁମନ୍ଦିର ଓ ଇସ୍କନ ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସାହର ସହିତ ପାଳନ ହେଉଛି । ନିଜର ଅତିପ୍ରିୟ ଭଗବାନଙ୍କ ଜନ୍ମ ଦିବସ ପାଳିବାକୁ ବିଭିନ୍ନ…

ଆଜି ଜନ୍ମାଷ୍ଟମୀ, ଭକ୍ତିମୟ ମନ୍ଦିର ପରିବେଶ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ତିଥି  । ଏଥିପାଇଁ ପୁରପଲ୍ଲୀ ଉତ୍ସବ ମୁଖର । ବିଭିନ୍ନ ମନ୍ଦିରରେ ଭକ୍ତିମୟ ପରିବେଶ । ହରେ କୃଷ୍ଣ ... ହରେ କୃଷ୍ଣ ଧ୍ୱନିରେ ଗଗନପବନ ପ୍ରକମ୍ପିତ ହେଉଛି  । କିନ୍ତୁ ଏବର୍ଷ କୋଭିଡ୍ କଟକଣାରେ ପାଳନ ହେଉଛି…

ପରିତ୍ରାଣାୟ ସାଧୁନାଂ ବିନାଶାୟଚ ଦୃଷ୍କୃତାମ୍

ଲକ୍ଷ୍ମଣ ସାହୁ ଗୀତାରେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି- "ଯଦା ଯଦାହି ଧର୍ମସ୍ୟ ଗ୍ଳାନିର୍ଭବତି ଭାରତ / ଅଭ୍ୟୁତ୍ଥାନମ୍ ଅଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍ । ପରିତ୍ରାଣାୟ ସାଧୁନାଂ ବିନାଶାୟଚ ଦୃଷ୍କୃତାମ୍ / ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ।" ଅର୍ଥାତ୍ ହେ…

ରକ୍ଷାବନ୍ଧନରେ ଭଗବାନ ଶ୍ରୀରାମ, ଶ୍ରୀକୃଷ୍ଣଙ୍କ ପାଇଁ ରାକ୍ଷୀ ଆସିଥାଏ

ପୁରୀ: ରକ୍ଷା ବନ୍ଧନ ହିନ୍ଦୁ ଧର୍ମର ଏକ ବଡ ଏବଂ ବିଶ୍ୱାସର ପର୍ବ ଭାବେ ପାଳନ କରି ଯାଇଥାଏ । ତେବେ ଦୁନିଆକୁ ରକ୍ଷା କରୁଥିବା ଭଗବାନମାନଙ୍କ ପାଇଁ ବି ତାଙ୍କ ଭଉଣୀମାନେ ରାକ୍ଷା ପଠାଇଥାନ୍ତି । ଆସନ୍ତୁ ଜାଣିବା ଏ ସମ୍ପର୍କରେ.. ମହାପ୍ରଭୁ ଶ୍ରୀରାମଙ୍କ ଭଉଣୀଙ୍କ ନାମ ପଚରାରିଲେ ପ୍ରାୟତଃ…

ମହାପ୍ରଭୁଙ୍କ ପ୍ରାବୃଟ ରାସର ଐତିହ୍ୟ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ବୈଷ୍ଣବୀୟ ପରମ୍ପରାରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପାଇଁ ବର୍ଷ ମଧ୍ୟରେ କେତେଗୋଟି ଯାତ୍ରା ବା ଉତ୍ସବ ପାଳନ କରାଯାଇଥାଏ । ସେଗୁଡ଼ିକ ହେଲା ବୈଖାଖ ମାସରେ ବା ଗ୍ରୀଷ୍ମ ଋତୁରେ ଚନ୍ଦନ ଯାତ୍ରା, ଶ୍ରାବଣ ମାସ ବା ବର୍ଷା ଋତୁରେ…

ବର୍ଷା ପାଇଁ ଡ଼ଙ୍ଗର ବୁଢା ପୂଜାର ପରମ୍ପରା

ଟିଟିଲାଗଡ଼ : ବାଜୁଛି ଢୋଲ, ନିଶାନ, ତାଷା । ଆଉ ମୁହୁରିର ତାଳେ ତାଳେ ଗାଁ ଦାଣ୍ଡ ବି ଦୁଲୁକି ଉଠୁଛି । ହାତରେ ଖଣ୍ଡା, ତଳବାର, ଧନୁ ତୀର ବି ରହିଛି । ଧୁମ ଧାମ ରେ ବାଦ୍ୟର ତାଳେ ତାଳେ ନାଚ ନାଚି ଆଗକୁ ବଢିଚାଲିଛନ୍ତି । ଏ ଦୃଶ୍ୟ ହେଉଛି ଟିଟିଲାଗଡ଼ ନିକଟ ଶଗଡ଼ଘାଟ ଗ୍ରାମ ପଂଚାୟତର ।…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି

ପୁରୀ: ଆଜି ଅପରାହ୍ନରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କପ ବନକଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତମହାପାତ୍ର ସେବକମାନେ ଦାରୁଦିଅଁଙ୍କ ଏହି ସେବା ସମ୍ପାଦନ କରିବେ । ଦ୍ଵିତୀୟ ଭୋଗମଣ୍ଡପ ନୀତି ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ । ଅପରାହ୍ନରେ ଦତ୍ତମହାପାତ୍ର ସେବକ ମହାପ୍ରଭୁଙ୍କର…

ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ପ୍ରସାରିତ ହେବ ସ୍କନ୍ଦ ପୁରାଣ

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଦିବଙ୍ଗତ ପ୍ରତିଷ୍ଠାତା ଗୋପୀନାଥ ମହାନ୍ତିଙ୍କ ସ୍ମୃତିରେ ସଞ୍ଚିତା ମହାନ୍ତି ଓ ପରିବାରର ସହଯୋଗରେ ପ୍ରଥମ ଥର ପାଇଁ ଓଡ଼ିଆରେ ମହାପ୍ରଭୁଙ୍କ ସ୍କନ୍ଦ ପୁରାଣ( ଉତ୍କଲଖଣ୍ଡ) ଶ୍ରୀଦାରୁବ୍ରହ୍ମଙ୍କ ଅମର ଗାଥା ପଣ୍ଡିତ ଶ୍ରୀଯୁକ୍ତ…

ପାହାଳ ସେବା ସମବାୟ ଭବନରେ ‘ରସଗୋଲା ଦିବସ’ ପାଳିତ

ଭୁବନେଶ୍ୱର : ପାହାଳ ସେବା ସମବାୟ ଭବନ ଆନୁକୁଲ୍ୟରେ ନୀଳାଦ୍ରି ବିଜେ ଅବସରରେ 'ରସଗୋଲା ଦିବସ' ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଜୀବନବିନ୍ଦୁ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ମୋ ପରିବାର ସଂଯୋଜକ ଅରୂପ ପଟ୍ଟନାୟକ,…